Monthly Archives

July 2022

ପଟିଆରେ ଖୋଲିଲା ନିଶାସ ସାଲୁନ

ଭୁବନେଶ୍ୱର : ଭୁବନେଶ୍ୱରର ପଟିଆ ଷ୍ଟେସନ ରୋଡରେ ଖୋଲିଲା ଲକ୍‌ଜୁରୀ ସାଲୁନ୍ ଏବଂ ସ୍ପା ନିଶାସ । ଏହାକୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଲମ୍ପିଆଡ ଶିଭପାଲ ସିଂ ଉଦଘାଟନ କରିଛନ୍ତି । କଟକରେ ଦୀର୍ଘ୍ୟ ୨୦ ବର୍ଷ ଧରି ଲୋକଙ୍କୁ ସେବା ଯୋଗାଇ ପ୍ରିୟ ଭାଜନ ହୋଇପାରିଛି ନିଶାସ । ଭୁବନେଶ୍ୱରରୁ ବହୁ
Read More...

ସର୍ବ ଭାରତୀୟ ଟେନିସ୍ ବଲ୍ କ୍ରିକେଟ୍ ଚାମ୍ପିଅନସିପ୍: ଓଡ଼ିଶା ଟିମ୍ ର ତାମିଲନାଡୁ ଯାତ୍ରା

ଭୁବନେଶ୍ଵର : ତାମିଲନାଡୁର କେଟି, ଓଟି ଠାରେ ଚଳିତ ମାସ ୩ ତାରିଖରୁ ୬ ତାରିଖ ପର୍ଯ୍ୟନ୍ତ ହେବାକୁ ଯାଉଥିବା ସର୍ବ ଭାରତୀୟ ଟେନିସ୍ ବଲ୍ କ୍ରିକେଟ୍ ଚାମ୍ପିଅନସିପ୍ ରେ ଯୋଗ ଦେବା ପାଇଁ ଓଡ଼ିଶାର ୧୫ ଜଣିଆ ଦଳ ତାମିଲନାଡୁ ଯାତ୍ରା କରିଛନ୍ତି । ଏହି ଚାମ୍ପିଅନସିପ୍ରେ ୨୮ଟି ରାଜ୍ୟ ଅଂଶ
Read More...

ବାହାରିଲା ଆଡ଼ପ ଅବଢ଼ା

ପୁରୀ : ରବିବାର ଅପରାହ୍ନରେ ବାହାରିଛି ଆଡ଼ପ ଅବଢ଼ା । ଆଡ଼ପ ଅବଢ଼ା ପାଇ ସନ୍ତୋଷ ବ୍ୟକ୍ତ କରିଛନ୍ତି ଶ୍ରଦ୍ଧାଳୁ ଓ ଭକ୍ତ । ଶନିବାର ରାତ୍ରୀରେ ଗୋଟି ପହଣ୍ଡିରେ ଆଡ଼ପ ମଣ୍ଡପକୁ ବିଜେ କରିଥିଲେ ଚତୁର୍ଦ୍ଧାମୂର୍ତ୍ତି । ରବିବାର ସକାଳେ ମଙ୍ଗଳ ଆଳତି ହୋଇ ଅନ୍ୟାନ୍ୟ ନୀତି ବଢ଼ି ଗୁଣ୍ଡିଚା
Read More...

ନରୱେକର ହେଲେ ମହାରାଷ୍ଟ୍ର ବାଚସ୍ପତି

ମୁମ୍ବାଇ: ବିଜେପି ବିଧାୟକ ରାହୁଲ ନରୱେକର ହେଲେ ମହାରାଷ୍ଟ୍ର ବାଚସ୍ପତି । ଆଜି ବସିଥିବା ବିଧାନସଭା ଦୁଇ ଦିନିଆ ସ୍ୱତନ୍ତ୍ର ଅଧିବେଶନର ପ୍ରଥମ ଦିନରେ ରାହୁଲଙ୍କୁ ବାଚସ୍ପତି ଭାବେ ନିର୍ବାଚିତ କରାଯାଇଛି । ଶିବେସନା ବିଦ୍ରୋହୀ ନେତା ସିନ୍ଦେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର ମାତ୍ର ଗୋଟିଏ
Read More...

ଶ୍ରୀମନ୍ଦିର ଗର୍ଭଗୃହ ଯାଞ୍ଚ କଲେ ଏଏସ୍‌ଆଇର ବୈଷୟିକ ଟିମ୍‌, ୧୦ ଦିନରେ ସରିବ ରୋଷଘର ଚଟାଣ ମରାମତି କାର୍ଯ୍ୟ

ପୁରୀ : ଶ୍ରୀମନ୍ଦିର ଗର୍ଭଗୃହ ଯାଞ୍ଚ ପାଇଁ ପହଁଚିଲେ ଏଏସ୍‌ଆଇର ବୈଷୟିକ ଟିମ । ଆଇଆଇଟି ଚେନ୍ନାଇର ପ୍ରଫେସର ଅରୁଣ ମେନନ, ଦିଲ୍ଲୀର କଂଜରଭେସନ ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର ଭିମା, ଏଏସଆଇ ଓଡିଶା ମୁଖ୍ୟ ଅରୁଣ ମଲ୍ଲିକଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ସାମିଲ । ଗର୍ଭଗୃହ ଭିତରେ ଥିବା ଅବସ୍ଥା
Read More...

ଆଇପିଏଲ ବିବାଦକୁ ନେଇ ଏମିତି କହିଲେ ଜାଡେଜା

ନୂଆଦିଲ୍ଲୀ : ।ଆଇପିଏଲ ବିବାଦ ସଂପର୍କରେ ଭାରତୀୟ କ୍ରିକେଟ୍‌ ଦଳର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା କହିଛନ୍ତି ଯେ, ଯାହା ହେଇଗଲା ହୋଇଗଲା । ସେ ସଂପର୍କରେ ମୋର ଆଉ ଧ୍ୟାନ ନାହିଁ । ଏବେ ଭାରତ ପାଇଁ ଖେଳୁଛି ତାହା ଉପରେ ମୋର ଧ୍ୟାନ ରହିଛି । ଗତ ଆଇପିଏଲ ସିଜିନରେ ପ୍ରଥମ ଥର ପାଇଁ ଚେନ୍ନାଇ
Read More...

ଖପ୍ରାଖୋଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରାସ୍ତା କାଦୁଅ ପଚପଚ

ଖପ୍ରାଖୋଲ,୩/୭ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବର୍ଷାହେଲେ ରାସ୍ତା କାଦୁଅ ପଚପଚ ହେଉଥିବା ଦେଖାଯାଉଛି । ଏହି ଡାକ୍ତରଖାନା ଉପରେ ଖପ୍ରାଖୋଲ ଅଞ୍ଚଳ ଓ ଆଖପାଖ ବହୁସଂଖ୍ୟକ ଗାଁ ଓ ବେଲପଡା ବ୍ଲକର ଲୋକେ ମଧ୍ୟ ନିର୍ଭର କରିଥାନ୍ତି ।
Read More...

କବି କଳହଂସ ଗୋପାଳକୃଷ୍ଣ ପଟ୍ଟନାୟକଙ୍କ ୨୩୯ ତମ ଜୟନ୍ତୀ ପାଳିତ

ଗଜପତି,୩/୭- ପାରଳାଖେମୁଣ୍ଡିର ଗୌରବ ଓ ଗର୍ବ ତଥା ଗୌଡୀୟ ପରମ୍ପରାର ବରିଷ୍ଠ କବି କଳହଂସ ଗୋପାଳକୃଷ୍ଣ ପଟ୍ଟନାୟକଙ୍କ ୨୩୯ ତମ ଜୟନ୍ତୀ ସମାରୋହ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଓ ଭକ୍ତି ସଙ୍ଗୀତ ସଂସଦ ନାଟକ ଏକାଡେମୀର ଉପ ସଭାପତି ଶ୍ରୀ ମନ୍ମଥ କୁମାର ଶତପଥୀଙ୍କ ସଭାପତିତ୍ୱରେ ମହନ୍ତ ମହାରାଜ
Read More...

ପ୍ରଗତି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଘୁନସରରେ ୭୩ ତମ ବନ ମହୋତ୍ସବ ପାଳିତ

ଖପ୍ରାଖୋଲ,୩/୭ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ପ୍ରଗତି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଘୁନସରରେ ୭୩ ତମ ବନ ମହୋତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ଖପ୍ରାଖୋଲ ବନପାଳ ଶ୍ରୀଯୁକ୍ତ ଗିରିଧାରୀ ନାଗ ମୁଖ୍ୟଅତିଥି , ମୋହନ ସୁନା ମୁଖ୍ୟବକ୍ତା , ଧଣ୍ଡାମୁଣ୍ଡା ବନରକ୍ଷକ,
Read More...

ଆଡପ ମଣ୍ଡପରେ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ଭକ୍ତ

ପୁରୀ : ଆଡ଼ପ ମଣ୍ଡପରେ ବିଜେ କରିଛନ୍ତି ମହାପ୍ରଭୁ । ଆଜି ସକାଳୁ ଆଡ଼ପ ମଣ୍ଡପ ଦର୍ଶନ ପାଉଛନ୍ତି ଭକ୍ତ । ଗତ ଦୁଇ ବର୍ଷ ହେବ କୋଭିଡ କଟକଣା ହେତୁ ସାଧାରଣ ଦର୍ଶନ ବନ୍ଦ ରହିଥିଲା । ହେଲେ ଚଳିତ ବର୍ଷ କୋଭିଡ ପ୍ରକୋପ କମ ଯୋଗୁ ସାଧାରଣ ଦର୍ଶନ ନେଇ କୌଣସି କଟକଣା ନାହିଁ । ତେବେ ମହାପ୍ରଭୁଙ୍କ
Read More...