Monthly Archives

August 2022

ଆଧାର କାର୍ଡ ଓ ମତଦାତା ପରିଚୟ ପତ୍ର ମଧ୍ୟରେ ସଂଯୋଗ ଓ ସମନ୍ୱୟ

ସମ୍ବଲପୁର: ଆଜିଠାରୁ ମତଦାତା ପରିଚୟ ପତ୍ର ସହିତ ପ୍ରତ୍ୟେକ ବ୍ୟକ୍ତିର ଆଧାର କାର୍ଡ ସଂଯୋଗ ଓ ସମନ୍ୱୟ ପ୍ରକ୍ରିୟା ଶୁଭାରମ୍ଭ କରାଯାଉଛି । ଏବିଷୟରେ ସ୍ଥାନୀୟ ଜିଲ୍ଲା ମୁଖ୍ୟାଳୟରେ ଆଜି ଆୟୋଜିତ ଏକ ସଭାରେ ଜିଲ୍ଲାପାଳ ଓ ଜିଲ୍ଲା ନିର୍ବାଚନ ଅଧିକାରୀ ଏକତ୍ରିତ ସାମ୍ବାଦିକ ଓ ବିଭିନ୍ନ
Read More...

କେନ୍ଦ୍ରମନ୍ତ୍ରୀଙ୍କୁ ତୀବ୍ର ବିରୋଧ କରାଯିବ : ଅରୁଣ ସାହୁ

ଦଶପଲ୍ଲା : ଆଜି ପୂର୍ବତନ ମନ୍ତ୍ରୀ ତଥା ନୟାଗଡ଼ ବିଧାୟକ ଅରୁଣ ସାହୁ ଏକ ପ୍ରେସ ମିଟ କରି କେନ୍ଦ୍ରମନ୍ତ୍ରୀଙ୍କ ରିଭ୍ୟୁ ମିଟିଂକୁ ତୀବ୍ର ବିରୋଧ କରାଯିବ ବୋଲି କହିଛନ୍ତି । ଗତକାଲି ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ କାର୍ଯ୍ୟାଳୟରେ କେନ୍ଦ୍ର ଖାଦ୍ୟ ଯୋଗାଣ ଗ୍ରାମୀଣ ବିକାଶ ମନ୍ତ୍ରୀ ସାଧ୍ୱୀ
Read More...

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବେ ଓଡ଼ିଶାର ୨୬ ବିଧାୟକ

ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବେ ଓଡ଼ିଶାର ବିଧାୟକ। ସେଥିପାଇଁ ଆସନ୍ତାକାଲି ଏହି ୨୬ ବିଧାୟକ ଦିଲ୍ଲୀ ଅଭିମୁଖେ ବାହାରିବେ। ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ନେତୃତ୍ୱରେ ସମସ୍ତ ବିଧାୟକ ଦିଲ୍ଲୀ ଯିବେ।ଏହି ବିଧାୟକଙ୍କ ମଧ୍ୟରେ ବିଜେଡିର ୧୫ ଜଣ, କଂଗ୍ରେସର ୩ ଜଣ,
Read More...

କମିଲା କମର୍ସିଆଲ ଏଲ୍‌ପିଜି ସିଲିଣ୍ଡର ଦର

ନୂଆଦିଲ୍ଲୀ: କମିଲା କମର୍ସିଆଲ ଏଲ୍‌ପିଜି ସିଲିଣ୍ଡର ଦର । ଆଜିଠୁ ୩୬ ଟଙ୍କା କମିଲା କମର୍ସିଆଲ ଏଲ୍‌ପିଜି ଦର । ମାସ ଆରମ୍ଭରୁ ୧୯ କେଜି ଏଲ୍‌ପିଜି ସିଲିଣ୍ଡର ଦର ଏବେ ୧୯୭୬ ଟଙ୍କା କମିଛି । ପୂର୍ବରୁ ୨୦୧୨ଟଙ୍କା ୫୦ ପଇସା ରହିଥିଲା ଦର । ପୂର୍ବରୁ ଜୁଲାଇ ପହିଲାରେ ବ୍ୟବସାୟିକ ଏଲପିଜି
Read More...

ଲେଖକ ସାମ୍ମୁଖ୍ୟର ମାସାନ୍ତ ଆସର ଅନୁଷ୍ଠିତ

ଫୁଲବାଣୀ:-କନ୍ଧମାଳ ଜିଲ୍ଲାର ସାହିତ୍ୟ ଅନୁଷ୍ଠାନ ଜିଲ୍ଲା ଲେଖକ ସାମ୍ମୁଖ୍ୟର ମାସିକ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି । ସଭାପତି ରବିନ୍ଦ୍ରନାଥ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଆସରରେ ସମ୍ପାଦକ ବନ ବିହାରୀ ନନ୍ଦ ସ୍ୱାଗତ ଭାଷଣ ଦେଲା ପରେ କବୟିତ୍ରୀ ଅଧ୍ୟାପିକା ହରପ୍ରିୟା
Read More...

ଫୁଲବାଣୀର ରାଜା ମାର୍କେଟର ନୂତନ କର୍ମକର୍ତ୍ତା ଚୟନ

ଫୁଲବାଣୀ:-ଫୁଲବାଣୀ ରାଜା ମାର୍କେଟ କମିଟିର ନିର୍ବାଚନ ମାର୍କେଟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ରାଜା ମାର୍କେଟ କମିଟିର ପରାମର୍ଶଦାତା ଅରୁଣ କୁମାର ପଣ୍ଡାଙ୍କ ପୌରୋହିତ୍ୟରେ ବୈଠକ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଗତ ଦୁଇ ବର୍ଷର ଆୟବ୍ୟୟର ହିସାବ ଦିଆଯାଇଥିଲା । ତା'ପରେ
Read More...

ବିପଦସଙ୍କୁଳ ଅବସ୍ଥାରେ ୩ଫେଜ ବିଦ୍ୟୁତ୍‌ ତାର, ଆଶଙ୍କାରେ ଜନସାଧାରଣ

ଘୁ.ଉଦୟଗିରି: ଘୁ.ଉଦୟଗିରି ବ୍ଲକ ଅନ୍ତର୍ଗତ ରଟିଙ୍ଗିଆ ଗ୍ରାମ ପଞ୍ଚାୟତର ସାରଙ୍ଗଧରପୁର ଗ୍ରାମର ପଛପଟେ ୩ଫେଜର ଅର୍ଥାତ୍‌ ୧୧୦୦୦ ଭୋଲ୍‌ଟେଜ୍‌ ବିଦ୍ୟୁତ ତାର କଲିନାଜୁ, ଝିମାଙ୍ଗିଆ, ଝିମା, ପଡ଼ିକିଆ, ଡକେଡି, ପାଙ୍ଗାନାଜୁ ଓ ସାରଙ୍ଗଧରପୁର୍‌କୁ ବିତରଣ ହେଉଥିବା ଟ୍ରାନ୍ସଫର୍ମରକୁ ସଂଯୋଗ
Read More...

ଅଗ୍ନିକାଣ୍ଡରେ ୧୦ ବଖରା ଘର ଭସ୍ମୀଭୂତ

ପୁରୀ : ପିପିଲି ସରସ୍ୱତୀପୁର ଗାଁରେ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ୧୦ ବଖରା ଘର ଭସ୍ମୀଭୂତ । ଗତକାଲି ରାତି ପ୍ରାୟ ୧ଟା ସମୟରେ କିଛି ଦୁର୍ବୃତ୍ତ ପୂର୍ବ ଶତ୍ରୁତାକୁ ନେଇ ଘରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି । ଅଗ୍ନିକାଣ୍ଡରେ ଘରର ଆସବାବପତ୍ର ସହିତ,ଧାନ, ଚାଉଳ, ମୁଗ ବ୍ୟାପକ ନଷ୍ଟ
Read More...