Monthly Archives

September 2022

ଭୋଟର କାର୍ଡରେ ଆଧାର ନମ୍ବର ସଂଯୋଗୀକରଣ ନିମନ୍ତେ ବୁଲିଲା ସଚେତନତା ରଥ

ବୌଦ୍ଧ: ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ବୌଦ୍ଧ ସହରାଞ୍ଚଳର ମତଦାତାଙ୍କର ଆଧାର ନମ୍ବରକୁ ଭୋଟର ପରିଚୟପତ୍ର ସହିତ ସଂଯୋଗ ପାଇଁ ଏକ ସଚେତନତା ରଥର ଶୁଭାରମ୍ଭ କରାଯାଇଛି । ବୌଦ୍ଧ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ, ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା, ଉପ ଜିଲ୍ଲାପାଳ ସନତ
Read More...

ବିଶ୍ୱକପ ଓ ଭାରତ ବିପକ୍ଷ ଟି-୨୦ ସିରିଜ ପାଇଁ ଦକ୍ଷିଣ ଆଫ୍ରିକା ଦଳ ଘୋଷଣା

ନୂଆଦିଲ୍ଲୀ : ଅକ୍ଟୋବର-ନଭେମ୍ବରରେ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବାକୁ ଥିବା ଟି -୨୦ ବିଶ୍ୱକପ ୨୦୨୨ ପାଇଁ କ୍ରିକେଟ୍‌ ଦକ୍ଷିଣ ଆଫ୍ରିକା ଏହାର ଦଳ ଚୟନ କରିଛି । ୧୫ ଜଣିଆ ଦଳରେ ଟପ୍‌ ବ୍ୟାଟ୍ସମ୍ୟାନ୍‌ ରାସି ଭାନ୍‌ ଡେର୍‌ ଡୁସେନ୍‌ଙ୍କୁ ବାଦ ଦିଆଯାଇଛି । ଦଳର ଅଧିନାୟକ ଟେମ୍ବା
Read More...

ପ୍ରଗତି ମହିଳା ସଂଗଠନ ଓ ୟୁଟେକ କମ୍ପ୍ୟୁଟର ଏଜୁକେସନର ମିଳିତ ଆନୁକୂଲ୍ୟରେ ଗୁରୁ ପୂଜନ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ୟୁଟେକ କମ୍ପ୍ୟୁଟର ଏଜୁକେସନ ସେଣ୍ଟରରେ ଗୁରୁ ପୂଜନ ତଥା ଗୁରୁ ଦିବସ ପାଳିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ସାହିତ୍ୟ ଏକାଡେମୀର ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ
Read More...

ମଣ୍ଡଳ ସ୍ତରୀୟ ସମର୍ଦ୍ଧନା ଉତ୍ସବ ପାଳିତ

ନବରଙ୍ଗପୁର: ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ କକ୍ଷରେ କଳାହାଣ୍ଡି ମଣ୍ଡଳାଧିଶ କମଳା କାନ୍ତ ପ୍ରହରାଜଙ୍କ ସଭାପତିତ୍ୱରେ ପବିତ୍ର ଗୁରୁଦିବାସ ଅବସରରେ ଓଡ଼ିଶାରେ ପ୍ରଥମ ଥର ପାଇଁ ମଣ୍ଡଳ ସ୍ତରୀୟ ସମର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ନବରଙ୍ଗପୁର ଜିଲ୍ଲାପାଳ ଡଃ କାମଳ କାନ୍ତ ମିଶ୍ର
Read More...

ଗ୍ରାମ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ଜିଲ୍ଲାପାଳଙ୍କ କନଫରେନ୍ସ ହଲ ଠାରେ ଗ୍ରାମ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣୀରେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା, ଆରକ୍ଷୀ ଅଧିକ୍ଷକ ଜୟରାମ ଶତପଥୀ, ଗ୍ରାମ୍ୟ
Read More...

ନିଆଁରେ ପୋଡି ଦୁଇ ବଖରା ଭସ୍ମୀଭୂତ : କାରଣ ଅସ୍ପଷ୍ଟ

ଗୋଳାମୁଣ୍ଡା: କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ଥାନା ଅନ୍ତର୍ଗତ ଗଣ୍ଡାମେର ଗ୍ରାମରେ ବିଳମ୍ବିତ ରାତ୍ରିରେ ରଜନୀ ମସରାଙ୍କ ଘରେ ନିଆଁ ଲାଗିବାରୁ ଦୁଇ ବଖରା ଘର ପୋଡି ପାଉଁଶ ହୋଇଯାଇଛି । ଏତେ ବଡ଼ ଘଟଣା ଘଟିଲା ହେଲେ ପରିବାର ଲୋକେ ଜାଣି ପାରିଲେ ନାହିଁ । ଯେତେବେଳେ ମଟର ସାଇକେଲ ଗାଡିର
Read More...

ଶ୍ରାନିକେତା ଅଞ୍ଚଳରେ ଜଳ କଷ୍ଟ : ନଳକୂପ ଅଚଳ, ଚୁଆ ପାଣି ଭରସାରେ ଗ୍ରାମବାସୀ

ବାଲିଗୁଡ଼ା : ରାଜ୍ୟ ସରକାର ଗାଁ ଗାଁରେ ବସୁଧା ଯୋଜନାରେ ଘରକୁ ଘର ପାଇପ୍‌ ଯୋଗେ ପିଇବା ପାଣି ଯୋଗାଇବା ବ୍ୟବସ୍ଥା କରିଛନ୍ତି, ହେଲେ ଆଜିବି ଏମିତି ଅନେକ ଅଞ୍ଚଳ ଅଛି ଯେଉଁଠି ଟୋପେ ପିଇବା ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଅଞ୍ଚଳବାସୀ । ଗାଁ ଗହଳିରେ ପାନୀୟଜଳ ସମସ୍ୟା ଦେଖାଯାଉଥିବା ବେଳେ
Read More...

ଟାଉନ ଦୁର୍ଗାପୂଜା ପାଇଁ ଶୁଭଖୁଣ୍ଟି ସ୍ଥାପନ

ବୌଦ୍ଧ,୬/୯: ବୌଦ୍ଧସହରର ଗାନ୍ଧୀଛକରେ ଟାଉନ ଦୁର୍ଗାପୂଜା ପାଇଁ ଆଜି ଶୁଭଖୁଣ୍ଟି ସ୍ଥାପନ କରାଯାଇଛି । ଟାଉନ ଦୁର୍ଗା ପୂଜା କମିଟିର ସଭାପତି ପ୍ରେମାନନ୍ଦ ମିଶ୍ର, ପୂର୍ବତନ ସଭାପତି ନିବାସ ଚନ୍ଦ୍ର ଦାନୀ, ସଂପାଦକ ନଟବରଲାଲ ଅଗ୍ରୱାଲ, କୋଷାଧ୍ୟକ୍ଷ ମହମ୍ମଦ ସବିର, କମିଟି ସଦସ୍ୟ ଶ୍ରୀଧର
Read More...

୨୯ରେ ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା

ଭୁବନେଶ୍ୱର : ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ । ସେପ୍ଟେମ୍ବର ୨୯ ଓ ୩୦ରେ ଓଡିଶା ଆସିବେ ଜେ.ପି ନଡ୍ଡା । ବିଜେପି କୋର୍ କମିଟି ବୈଠକରେ ଚୁଡାନ୍ତ ହେଲା କାର୍ଯ୍ୟକ୍ରମ । ପ୍ରଭାରୀ ସୁନୀଲ ବଂଶଲଙ୍କ ସହ ରାଜ୍ୟ ପଦାଧିକାରୀଙ୍କ ବୈଠକ ପରେ ସୂଚନା। ସେହିପରି ଆସନ୍ତା ୧୩, ୧୪ ଓ
Read More...

ବ୍ଲକସ୍ତରୀୟ ଖାଉଟି ସଚେତନତା କର୍ମଶାଳା

ଜଗତସିଂହପୁର : ତିର୍ତ୍ତୋଲ ଠାରେ ସ୍ଥାନୀୟ ତ୍ରିଶକ୍ତି ମହାସଙ୍ଘ ସଭାଗୃହରେ ଏନ୍‌.ଏସ୍‌.ଓ ଅନୁଷ୍ଠାନ ପକ୍ଷରୁ ଉପଭୋକ୍ତା ସଚେତନତା ବ୍ଲକସ୍ତରୀୟ ଖାଉଟି ସଚେତନତା କାର୍ଯ୍ୟକ୍ରମ ସରପଞ୍ଚ ପ୍ରିୟମ୍ବଦା ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ
Read More...