୨୯ରେ ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା

0 56

ଭୁବନେଶ୍ୱର : ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ । ସେପ୍ଟେମ୍ବର ୨୯ ଓ ୩୦ରେ ଓଡିଶା ଆସିବେ ଜେ.ପି ନଡ୍ଡା । ବିଜେପି କୋର୍ କମିଟି ବୈଠକରେ ଚୁଡାନ୍ତ ହେଲା କାର୍ଯ୍ୟକ୍ରମ । ପ୍ରଭାରୀ ସୁନୀଲ ବଂଶଲଙ୍କ ସହ ରାଜ୍ୟ ପଦାଧିକାରୀଙ୍କ ବୈଠକ ପରେ ସୂଚନା।

hiring

ସେହିପରି ଆସନ୍ତା ୧୩, ୧୪ ଓ ୧୫ରେ ପୁରୀରେ ହେବାକୁ ଯାଉଛି ବିଜେପିର ପ୍ରଶିକ୍ଷଣ କାର୍ଯ୍ୟକ୍ରମ । ଏହି ପ୍ରଶିକ୍ଷଣରେ ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକର୍ତ୍ତାମାନେ ଯୋଗ ଦେବେ। ରାଜ୍ୟ ସରକାରଙ୍କ ବିଭିନ୍ନ ବିଫଳତାକୁ ନେଇ ବିଜେପି କରିବ ଆନ୍ଦୋଳନ । ମୋଟ ୩୭ ହଜାର ବୁଥ ସ୍ତରରେ ଆନ୍ଦୋଳନ କରାଯିବ । ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ରଙ୍କ ସୂଚନା।

hiranchal ad1
Leave A Reply

Your email address will not be published.

15 − three =