Monthly Archives

November 2022

କୁକୁଡାଖଣ୍ଡି ବ୍ଲକରେ ନୂତନ ସମିତିସଭ୍ୟ ସଂଘ ଗଠିତ

ଗଞ୍ଜାମ: କୁକୁଡାଖଣ୍ଡି ବ୍ଲକର ନବ ନିର୍ବାଚିତ ସମିତି ସଭ୍ୟମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବ୍ଲକର ନବନିର୍ବାଚିତ ସମିତିସଭ୍ୟ ମାନଙ୍କୁ ନେଇ ଏକ ନୂତନ ସଂଘ ଗଠନ କରାଯାଇଛି ।ନୂତନ ଭାବେ ଗଠନ ହୋଇଥିବା ସଂଘରେ ସଭାପତି ଭାବେ ବାଘଲଟି ସମିତିସଭ୍ୟ ସାରଥୀ ପ୍ରସାଦ
Read More...

ପ୍ରଥମ ଖେଳାଳି ଭାବେ ଗୋଟିଏ ଓଭରରେ ୭ ଛକା ଲଗାଇଲେ ଋତୁରାଜ

ନୂଆଦିଲ୍ଲୀ : ବିଜୟ ହଜାରେ ଟ୍ରଫିର କ୍ୱାର୍ଟର ଫାଇନାଲ ମ୍ୟାଚରେ ଋତୁରାଜ ଗାଇକୱାଡ ଅଧିନାୟକ ଇନିଂସ ଖେଳିଥିଲେ । ସେ ୟୁପି ବିପକ୍ଷରେ ୧୫୯ ବଲରୁ ଅପରାଜିତ ୨୨୦ ସ୍କୋର କରିଥିଲେ । ଏହି ଇଂନିସରେ ୧୦ ଚୌକା ଓ ୧୬ ଛକା ଅନ୍ତର୍ଭୁକ୍ତ । ସେ ଗୋଟିଏ ଓଭରରେ ୭ ଛକା ସମେତ ୪୩ ରନ୍‌ ସଂଗ୍ରହ କରିଥିଲେ
Read More...

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କୁଲତା ସମାଜର ପ୍ରତିନିଧି ଦଳ

ଭୁବନେଶ୍ବର: ନୃସିଂହନାଥ ପୀଠର ଉନ୍ନତିକରଣ ପଦକ୍ଷେପ ନିଆଯାଇଥିବା ହେତୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି କୁଲତା ସମାଜର ସଦସ୍ୟମାନେ ଧନ୍ୟବାଦ ଜଣାଇଛନ୍ତି। ଆଜି ଓଡ଼ିଶା କୁଲତା ସମାଜର ଏକ ପ୍ରତିନିଧି ଦଳ ନବୀନ ନିବାସଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ସେମାନଙ୍କ ବିଭିନ୍ନ ଦାବି
Read More...

କୁମ୍ଭକାରଙ୍କ ପ୍ରମୁଖ ପର୍ବ କୁରାଳ ପଞ୍ଚମୀ ଆରମ୍ଭ

ପୁରୀ : ଆଜିଠାରୁ କୁମ୍ଭକାରଙ୍କ ପ୍ରମୁଖ ପର୍ବ କୁରାଳ ପଞ୍ଚମୀ ଆରମ୍ଭ ହୋଇଛି । ୫ଦିନ ଧରି ଚାଲିବାକୁ ଥିବା ଏହି ପର୍ବରେ ଇଷ୍ଟଦେବତା ରୁଦ୍ରପାଳ ଓ ରତ୍ନେଶ୍ୱରୀଙ୍କ ପୂଜାର୍ଚ୍ଚନା କରାଯାଇଥାଏ । କୁମ୍ଭକାରମାନେ ବର୍ଷ ତମାମ ବୃତ୍ତି ପାଇଁ ବ୍ୟବହାର କରୁଥିବା ହାଣ୍ଡି,କୁଡୁଆ ଗଢ଼ା ବନ୍ଦ ରଖି
Read More...

ଅପହଞ୍ଚ ଅଞ୍ଚଳରେ ସାଂସଦ ସାମନ୍ତଙ୍କ ଦ୍ୱାରା ସ୍ୱାସ୍ଥ୍ୟ ଶିବିର

ଘୁ ଉଦୟଗିରି: କନ୍ଧମାଳ ଜିଲ୍ଲା ରାଇକିଆ ବ୍ଳକ ଦୁର୍ଗମ ଅଞ୍ଚଳ ବଡବାରବା ପଞ୍ଚାୟତ ପରିସରରେ ବଡବାରବା ସରପଞ୍ଚ ରବିଚନ୍ଦ୍ର ନାୟକଙ୍କ ନେତୃତ୍ୱରେ କନ୍ଧମାଳ ସାଂସଦଙ୍କ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ପଞ୍ଚାୟତବାସୀ ଡାକ୍ତରମାନଙ୍କୁ ଫୁଲ ତୋଡା ଦେଇ ସ୍ୱାଗତ
Read More...

ମାଗଣା ଚକ୍ଷୁ ଚିକିତ୍ସା ଶିବିର

ଦଶପଲ୍ଲା : ଆଜି ସ୍ଥାନୀୟ ରାଧାମୋହନ ଜୀଉ ହାଇସ୍କୁଲ ପରିସରରେ ଦଶପଲ୍ଲାର ଅନ୍ୟତମଧନ୍ୟବାଦ ବରପୁତ୍ର, ସ୍ୱର୍ଗତ ପଦ୍ମଚରଣ ମିଶ୍ରଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିଲା । ଜେପିଏମ ରୋଟାରୀ କ୍ଲବ କଟକ ଚକ୍ଷୁ ଚିକିତ୍ସାଳୟ ଓ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର
Read More...

ନାବାଳକର ବାଇକ୍‌ ଧକ୍କାରେ ଜଣେ ମୃତ

ଦଶପଲ୍ଲା : ଦଶପଲ୍ଲା ଅଂଚଳରେ ଦିନକୁଦିନ ବଢିଚାଲିଛନ୍ତି ନାବାଳକ ଗାଡ଼ି ଚାଳକଙ୍କ ସଂଖ୍ୟା । ନାବାଳକ ମାନଙ୍କ ବେପରୁଆ ଗାଡ଼ି ଚାଳନା ଯୋଗୁଁ ବହୁ ଦୁର୍ଘଟଣା ଘଟିବା ସହିତ ଅକାଳରେ ଚାଲିଯାଉଛି ଅନେକ ଜୀବନ । ଏପରି ଏକ ଘଟଣା ଘଟିଛି, ଦଶପଲ୍ଲା - ଗଣିଆ ରାସ୍ତାର ଯୋଗୀବନ୍ଧ ନିକଟରେ । ନା
Read More...

ଆଇପିଏଲ ନିଲାମ : ଏହି ଖେଳାଳିଙ୍କ ଉପରେ ହୋଇପାରେ ଧନବର୍ଷା

ନୂଆଦିଲ୍ଲୀ : ଆଇପିଏଲ ୨୦୨୩ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ସମସ୍ତ ଫ୍ରାଞ୍ଚାଇଜ୍‌ ଦଳ ମଧ୍ୟ ସେମାନଙ୍କର ମୁକ୍ତ ତଥା ସଂରକ୍ଷିତ ଖେଳାଳିଙ୍କ ତାଲିକା ସାର୍ବଜନୀନ କରିଛନ୍ତି । ବର୍ତ୍ତମାନ ସମସ୍ତ ଦଳ ଆଇପିଏଲର ପରବର୍ତ୍ତୀ ସିଜିନି ପାଇଁ ନିଲାମ ରଣନୀତି ଯୋଜନା କରିବା ଆରମ୍ଭ କରିଛନ୍ତି ।
Read More...

ବିକଳାଙ୍ଗ ମହିଳାଙ୍କୁ ମିଳୁନି ଆବାସ ଗୃହ

ପ୍ରାଖୋଲ : ଖପ୍ରାଖୋଲ ବ୍ଳକ ଚଙ୍ଗରିଆ ପଞ୍ଚାୟତ ଦୁନ୍ଦେଲ ଗ୍ରାମର କସ୍ତୁରି ସାହୁ( ବିକଳାଙ୍ଗ ) ଅର୍ନ୍ତଦୟ ଖାଉଟି କାର୍ଡ ଓ ପ୍ରଧାନମନ୍ତ୍ରୀ ଆବାସ ଗୃହରୁ ବଞ୍ଚିତ ହୋଇଛନ୍ତି । କସ୍ତୁରି ସାହୁ ଜଣେ ବିକଳାଙ୍ଗ ମହିଳା ହୋଇଥିବାରୁ କୌଣସି କାମଧନ୍ଦା କରିପାରୁନାହାନ୍ତି । ବିକଳାଙ୍ଗ ମହିଳାଙ୍କ
Read More...

ଦ୍ୱିତୀୟ ମା ଭୈରବୀ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ଉଦଯାପିତ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକ ପୁରୁଣାକଟକ ମିନି ଷ୍ଟାଡିୟମ ଠାରେ ଚଳିତ ବର୍ଷ ଦୀର୍ଘ ୬ଦିନ ଧରି ଅନୁଷ୍ଠିତ ହୋଇଆସୁଥିବା ଦ୍ୱିତୀୟ ମା ଭୈରବୀ ମହୋତ୍ସବ ରବିବାର ଦିନ ଉଦଯାପିତ ହୋଇଯାଇଛି । ପ୍ରଥମେ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ଭୈରବୀଙ୍କ ଫଟୋ ପ୍ରତିମାକୁ ମଞ୍ଚରେ
Read More...