Yearly Archives

2022

୨ୟ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣ ।ମେଣ୍ଟ : ଫୁଲବାଣୀ ବିଜୟୀ

ବୌଦ୍ଧ/ଜହ୍ନ ।ପଙ୍କ,୭/୧୦: ବୌଦ୍ଧଜିଲ୍ଲା ତାଳସରଡ଼ା ଗ୍ରାମପଞ୍ଚ ।ୟତ ଅନ୍ତର୍ଗତ ସଂଗ୍ରାମପୁର ହାଇସ୍କୁଲ ଖେଳ ପଡ଼ିଆରେ ଚାଲିଥିବା ୨ୟ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆଜି ପଞ୍ଚମ ମ୍ୟାଚ ବେଲପାହାଡ ଓ ଫୁଲବାଣୀ ଦଳ ମଧ୍ୟରେ ହୋଇଥିଲା । ଏଥିରେ ୪-୩ ଗୋଲରେ ଫୁଲବାଣୀ ବିଜୟୀ ହୋଇଥିଲା ।…
Read More...

ହବିଷ୍ୟାଳୀ କାର୍ଯ୍ୟରେ ଅବହେଳାକୁ ବରଦାସ୍ତ କରାଯିବ ନାହିଁ

ପୁରୀ,୭/୧୦- ହବିଷ୍ୟାଳୀ କାର୍ଯ୍ୟରେ ଅବହେଳାକୁ ବରଦାସ୍ତ କରାଯିବ ନାହିଁ ବୋଲି ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ସତର୍କ କରାଇ ଦେଇଛନ୍ତି । ଆଜି ଅପରାହ୍ନରେ ସର୍କିଟ ହାଉସ ଠାରେ ହବିଷ୍ୟାଳୀ ବ୍ରତ ପାଇଁ ଦାୟିତ୍ୱରେ ଥିବା ବରିଷ୍ଠ ଅଧିକାରୀ ଓ ନୋଡାଲ ଅଧିକାରୀମାନଙ୍କର ଏକ ସମୀକ୍ଷା ବୈଠକ…
Read More...

ଦୁର୍ଗାପୂଜା ଓ ମାରୁତି ଯୁବକ ସଂଘର ବାର୍ଷିକ ଉତ୍ସବ ଉପଲକ୍ଷେ ନାଟକ ମଞ୍ଚସ୍ଥ

ଜହ୍ନ ।ପଙ୍କ,୭/୧୦: ବୌଦ୍ଧ ବ୍ଳକ ଖୁଣ୍ଟବନ୍ଧ ପଂଚାୟତ ଅନ୍ତର୍ଗତ ଜହ୍ନ ।ପଙ୍କ ବସଷ୍ଟାଣ୍ଡ ଠାରେ ଶାରଦୀୟ ଦୁର୍ଗାପୂଜା ଓ ମାରୁତି ଯୁବକ ସଂଘର ୩୫ ତମ ବାର୍ଷିକ ଉତ୍ସବ ପାଳନ ଅବସରରେ ଉପେନ୍ଦ୍ର ପ୍ରଧାନ ଓ ସୁଧାଂଶୁ ଶେଖର ପ୍ରଧାନଙ୍କ ନିର୍ଦ୍ଦେଶନାରେ ସାମାଜିକ ନାଟକ ମଥାରେ ଲାଗିଛି କଳଙ୍କ…
Read More...

ଦୁର୍ଗମ ଅଞ୍ଚଳକୁ ଘରୋଇ ବସ ଚଳାଚଳ ଆରମ୍ଭ

ଫୁଲବାଣୀ,୭/୧୦: କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ "କନ୍ଧମାଳ ପ୍ରଗତି ଚିନ୍ତନ ପରିଷଦ’ର ପ୍ରଚେଷ୍ଟା ଯୋଗୁଁ ଫୁଲବାଣୀ ଠାରୁ ଚକାପାଦ ପର୍ଯ୍ୟନ୍ତ ଏକ ଘରୋଇ ବସ ଆଜିଠାରୁ ଚଳାଚଳ ଆରମ୍ଭ କରିଛି । ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ଉପାଧ୍ୟକ୍ଷ ଦିଲୀପ କୁମାର ସାହାଣୀ ପତାକା…
Read More...

ବଜ୍ରାଘାତରେ ୨ ବଳଦ ମୃତ

ଖପ୍ରାଖୋଲ,୭/୧୦: ଖପ୍ରାଖୋଲ ବ୍ଲକ ରେଙ୍ଗାଲି ପଞ୍ଚାୟତ ନାଗଡେରା ଗ୍ରାମର ୨ଟି ବଳଦ ବଜ୍ରାଘାତରେ ମୃତ୍ୟୁ ଘଟିଥିବା ଜଣାପଡିଛି । ପ୍ରାପ୍ତ ସୂଚନା ମୁତାବକ ନାଗଡେରା ଗାଁ ର ସଦା ନାଗ ଓ ଫଗୁ ନାଗ ନିଜ ଚାଷ ଜମି ନିକଟରେ ଥିବା ଗଛ ମୂଳେ ସବୁଦିନ ପରି ଆଜି ମଧ୍ୟ ବଳଦ ମାନଙ୍କୁ ବାନ୍ଧି ରଖିଥିଲେ ।…
Read More...

ଆସନ୍ତା ୧୨ରେ ମଶାଲ ଶୋଭାଯାତ୍ରାରୁ ଶୁଭ ଉଦଘାଟନ ହେବ ନବରଙ୍ଗପୁର କଲେଜର ସୁବର୍ଣ୍ଣ ଜୟନ୍ତୀ

ନବରଙ୍ଗପୁର,୭/୧୦:- ନବରଙ୍ଗପୁର କଲେଜ ସୁବର୍ଣ୍ଣ ଜୟନ୍ତୀ ପାଳନ ଅବ୍ୟବହିତ ପୂର୍ବରୁ ଆସନ୍ତା ୧୨ ତାରିଖରେ ଏକ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହେବାକୁ ଚୁଡାନ୍ତ କରାଯାଇଛି । ସୁବର୍ଣ୍ଣ ଜୟନ୍ତୀର ମୁଖ୍ୟ ସମାରୋହ ଆସନ୍ତା ଡ଼ିସେମ୍ବର ୧୬ରୁ ୧୮ ତାରିଖ ତିନିଦିନ ଯାଏଁ ଚାଲିବ । ନବରଙ୍ଗପୁର…
Read More...

ବହୁ ଚର୍ଚ୍ଚିତ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଘଟଣା,ଛାତ୍ରୀ ଓ ଶିଶୁ ମୃତ

ଘୁ.ଉଦୟଗିରି, ୭/୧୦: କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ବେଲଘର ଥାନା ଅନ୍ତର୍ଗତ ଗୁମ୍ମା ପଞ୍ଚାୟତର ସେପାରି ଗ୍ରାମର ୭ମ ଶ୍ରେଣୀ ଝିଅ ରଙ୍ଗାପାରୁ ଆବାସିକ ବିଦ୍ୟାଳୟରେ ରହି ପାଠ ପଢ଼ୁଥିଲେ । କୌଣସି କାରଣରୁ ଝିଅ ଗର୍ଭବତୀ ହୋଇଥିବା ସ୍କୁଲ୍‌ କର୍ତ୍ତୃପକ୍ଷ ଜାଣିପାରିଥିଲେ । ସ୍କୁଲ…
Read More...

ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଘଟଣା…ମା ଓ ନବଜାତର ମୃତ୍ୟୁ

ବାଲିଗୁଡ଼ା,୭/୧୦: ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଘଟଣାରେ ଗତକାଲି ଛାତ୍ରୀଜଣକ ଘୁ.ଉଦୟଗିରି ଡାକ୍ତରଖାନାରେ ଏକ ଶିଶୁ ପୁତ୍ର ଜନ୍ମ କରିବା ପରେ ନବଜାତ ଶିଶୁଟିର ମୃତ୍ୟୁ ଘଟିଥିବା ବେଳେ ଆଜି ମା' ଅର୍ଥାତ୍‌ ଛାତ୍ରୀ ଜଣକ ଆଖି ବୁଜିଥିବା ଜଣାପଡ଼ିଛି । ଘଟଣା ପ୍ରକାରେ ଗତ ସେପ୍‌ଟେମ୍ବର ୨୪…
Read More...

ଭୁସ୍ଖଳନ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ସ୍ଥିତି ଅନୁଧ୍ୟାନ, ସୁରକ୍ଷା ଦୃଷ୍ଟିରୁ ସ୍ଥାନାନ୍ତର ହେଲେ ୪୦୦ ଗ୍ରାମବାସୀ

ବାଲିଗୁଡ଼ା, ୭/୧୦:- ଗତ ଲଘୁଚାପ ଜନିତ ଲଗାଣ ବର୍ଷାରେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍‌ ଅନ୍ତର୍ଗତ ହାତୀମୁଣ୍ଡା ପଞ୍ଚାୟତର କୁମ୍ଭାରିପଦର ଗ୍ରାମ ନିକଟରେ ଥିବା ପାହାଡ଼ ଭୁସ୍ଖଳନ ହୋଇଥିଲା । ବର୍ତ୍ତମାନ ସମୟରେ ପୁଣି ଲଘୁଚାପ ଜନିତ ବର୍ଷା ଯୋଗୁଁ ବିପଦ ବଢ଼ିଥିବା ବେଳେ ବ୍ଲକ୍‌…
Read More...

ପୁଣି ପ୍ରସବ ବେଦନା, ଖଟିଆରେ ବୁହା ହେଲେ ଗର୍ଭବତୀ ମହିଳା

ପାରଳାଖେମୁଣ୍ଡି,୭/୧୦:- ଗାଁକୁ ଭଲ ରାସ୍ତା ନ ଥିବାରୁ ୫ କିମି ଘାଟି ରାସ୍ତାରେ ଖଟିଆରେ ବୁହା ହେଲେ ଗର୍ଭବତୀ ମହିଳା । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକ ପିଲିକା ଗାଁରେ । ଗାଁର ସୁକାନ୍ତ ମଣ୍ଡଳଙ୍କ ପତ୍ନୀ ପ୍ରମିଳା ମଣ୍ଡଳଙ୍କ ଆଜି ସକାଳେ ଗର୍ଭ…
Read More...