ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ୨୫ ଶିଶୁ,ସୁବିଧାରେ ମିଳୁନି ରକ୍ତ
ଦଶପଲ୍ଲା : ନୟାଗଡ ଜିଲ୍ଲାର ବିଭିନ୍ନ ପ୍ରାନ୍ତରରୁ ଆସିଥିବା ୨୫ ଜଣ ଶିଶୁ ଏବଂ ସେମାନଙ୍କ ଅଭିଭାବକମାନେ ଆଜି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେବାକୁ ଆସିଛନ୍ତି । ଶିଶୁମାନେ ଥାଲାସେମିଆ ଭଳି ଦୂରାରୋଗ୍ୟରେ ଆକ୍ରାନ୍ତ ଥିବା ବେଳେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କରାଯାଉଥିବା ଅଣଦେଖା ଓ!-->…
Read More...
Read More...