ଘୁନସର ସାପ୍ତାହିକ ବଜାରରେ ଲାଗିଲା ମାଓ ବ୍ୟାନର : ଉପସ୍ଥିତି ଜାହିର କଲା ଲାଲବାହିନୀ
ଖପ୍ରାଖୋଲ : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲାଠୋର ଥାନା ଅନ୍ତର୍ଗତ ଘୁନସର ଏବଂ ପୁଟକେଲଚୁଆଁ ମଝିରେ ଥିବା ବଜାର ପେଣ୍ଡାଲ ଠାରେ ପୃଥକ ପୃଥକ ସ୍ଥାନରେ ତିନୋଟି ମାଓ ବ୍ୟାନର ଲାଗିଛି । ଉଭୟ ହିନ୍ଦୀ ଓ ଓଡିଆ ଭାଷାରେ ଏହି ମାଓ ବ୍ୟାନର ଗୁଡିକ ଲେଖାଯାଇଛି । ରବିବାର ମଧ୍ୟରାତ୍ରୀରେ ଏହି!-->…
Read More...
Read More...