ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନକୁ ନିଆରା ଢଙ୍ଗରେ ପାଳିଲେ ଚା ଦୋକାନୀ

0 58

ପୁରୀ :ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୨ ତମ ଜନ୍ମଦିନକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି ପୁରୀ ପୌର ସଦନ ଛକର ଚା ଦୋକାନୀ ଅକ୍ଷୟ ଜୟ ସିଂହ । ଅକ୍ଷୟ ଏହି ଅବସରରେ କେକ୍‌ କାଟି ପ୍ରଧାନ ମନ୍ତ୍ରୀଙ୍କ ଜନ୍ମଦିନ ପାଳନ କରିଥିଲେ । ଏଥି ସହିତ ସେ ପ୍ରାୟ ୩ହଜାର ରସଗୋଲା ବାଣ୍ଟିବା ସହ ଜନ ସାଧାରଣଙ୍କୁ ମାଗଣାରେ ଚା ବଣ୍ଟନ କରିଥିଲେ । ଅକ୍ଷୟଙ୍କ ଏଭଳି କାର୍ଯ୍ୟକୁ ସାଧାରଣରେ ଉଚ୍ଚ ପ୍ରଶଂସା କରାଯାଇଛି ।ମୋଦି ଜଣେ ଚା ବିକାଳିରୁ କିଭଳି ଦେଶର ପ୍ରଧାନମନ୍ତ୍ରୀ ହୋଇପାରିଛନ୍ତି ତାହା ଅନ୍ୟ ମାନଙ୍କ ପାଇଁ ଉଦାହରଣ ବୋଲି ଅକ୍ଷୟ କହିଛନ୍ତି ।

hiranchal ad1
Leave A Reply

Your email address will not be published.

two × 3 =