ଠିପି ବନ୍ଦ ମଦ ଦୋକାନ ଚୋରି ଘଟଣାରେ ଜଣେ ଗିରଫ
ନବରଙ୍ଗପୁର: ନବରଙ୍ଗପୁର ସହର ଗବରିଏଲଗୁଡ଼ା ନିକଟରେ ଥିବା ସରକାରି ଲାଇସେନ୍ସ ପ୍ରାପ୍ତ ଠିପି ବନ୍ଦ ମଦ ଦୋକାନରେ ଗତ ଜୁଲାଇ ୩୦ ତାରିଖ ରାତିରେ ଚୋରି ଘଟଣାରେ ଆଜି ନବରଙ୍ଗପୁର ପୋଲିସ ଜଣକୁ କୋର୍ଟ ଚାଲାଣ କରିଛି । ନବରଙ୍ଗପୁର ପୋଲିସ ସୂଚନା ମୁତାବକ ଗତ ଜୁଲାଇ ମାସ ୩୧ ତାରିଖରେ ଉକ୍ତ ମଦ!-->…
Read More...
Read More...