Yearly Archives

2022

ୱାର୍ଡ ସ୍ୱେଚ୍ଛାସେବୀ ସଂଗଠନ ତରଫରୁ ସର୍ପ ଉଦ୍ଧାରକାରୀ ଦଳକୁ ସମ୍ବର୍ଦ୍ଧନା

ଘୁ.ଉଦୟଗିରି:- ମନୁଷ୍ୟ ଏକ ସାମାଜିକ ପ୍ରାଣୀ, ଏଇ ୪ ଶବ୍ଦ ବିଶିଷ୍ଟ ବାକ୍ୟକୁ ମୂଲ୍ୟବୋଧ କରିବାକୁ ଯାଇ ସ୍ଥାନୀୟ ଯୁବକ ମାନଙ୍କ ତରଫରୁ ଛୋଟିଆ ପ୍ରୟାସ । "ଚାଲ ବଞ୍ଚେଇବା ସର୍ପ ଜୀବନ" କନ୍ଧମାଳ ଜିଲ୍ଲା ଘୁ. ଉଦୟଗିରି ସହରର ଜଗନ୍ନାଥ ନାୟକଙ୍କ ନେତୃତ୍ୱରେ କିଛି ଯୁବକ ସ୍ୱେଚ୍ଛାକୃତ ଭାବେ
Read More...

ଖରିଫ ଚାଷ ପାଇଁ ଶଗଡ଼ିଆ ଡ୍ୟାମ୍‌ରୁ ଛଡାଗଲା ପାଣି

ହରଭଙ୍ଗା : ବୌଦ୍ଧ କ୍ଷୁଦ୍ର ଜଳସେଚନ ବିଭାଗ ଅଧୀନରେ ଥିବା ଶଗଡ଼ିଆ କ୍ଷୁଦ୍ର ଜଳସେଚନ ଡେମରୁ ଆଜି ପୂଜା ଅର୍ଚ୍ଚନା କରାଯାଇ ଚଳିତ ଖରିଫ ଚାଷ ପାଇଁ ଆଜି ଡ୍ୟାମରୁ ୨ଟି ଗେଟ୍‌ ଖୋଲାଯାଇ କେନାଲ ମାଧ୍ୟମରେ ପାଣି ଛଡ଼ାଯାଇଛି । ଏହି ପ୍ରକଳ୍ପ ଦ୍ୱାରା ୫ଶହ ଏକର ଚାଷ ଜମିକୁ ପାଣି ଯୋଗାଇ ଦିଆଯିବା
Read More...

ସାନ୍ତାଳୀ ଶାଢୀ ପିନ୍ଧି ରାଷ୍ଟ୍ରପତି ଭାବେ ଶପଥ ନେବେ ଦ୍ରୌପଦୀ ମୁର୍ମୁ ! ଜାଣନ୍ତୁ ଉତ୍ସବରେ ଓଡିଶାରୁ କେଉଁମାନେ…

ନୂଆଦିଲ୍ଲୀ : ନବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀର ଶପଥ ଗ୍ରହଣ କରିବେ । ଏହି ସମୟରେ ତାଙ୍କୁ ଏକ ପାରମ୍ପାରିକ ସାନ୍ତାଳୀ ଶାଢୀରେ ଦେଖିବାକୁ ମିଳିପାରେ । ପୂର୍ବ ଭାରତର ସାନ୍ତାଳୀ ସମ୍ପ୍ରଦାୟର ମହିଳାମାନେ ପିନ୍ଧିଥିବା ଏକ
Read More...

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନିମନ୍ତ୍ରଣ କରିବ ଶ୍ରୀମନ୍ଦିର ସେବାୟତ ନିଯୋଗ

ପୁରୀ : ଓଡିଆ ଜାତି ଓ ଓଡ଼ିଆ ମାଟି ପାଇଁ ଗର୍ବ ହେଉଛନ୍ତି ଭାରତର ଦ୍ୱିତୀୟ ମହିଳା ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ଶ୍ରୀମତି ମୁର୍ମୁଙ୍କ ପାଇଁ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଛୁଟୁଛି ଶୁଭେଚ୍ଛାର ସୁଅ । ଏହି ଉପଲକ୍ଷେ ଶ୍ରୀମନ୍ଦିର ସେବାୟତ ନିଯୋଗ ପକ୍ଷରୁ ମଧ୍ୟ ଶ୍ରୀମତୀ ମୁର୍ମୁଙ୍କୁ
Read More...

ନଦୀରେ ଭାସିଯାଇ ଜଣେ ମୃତ

ବାଲିଗୁଡ଼ା: ମୃତ୍ୟୁ କେତେବେଳେ କେମିତି ଆସିବ କିଏ ବା ଜାଣିଛି? ହେଲେ ଏଠି କିନ୍ତୁ ମୃତ୍ୟୁ ଜଗିଥିଲା ନଦୀ ଘାଟରେ । କାଳ ସାଜିଲା ରାହୁଲ ନଦୀର ପ୍ରଖର ସ୍ରୋତ । ଏଭଳି ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ ଅନ୍ତର୍ଗତ ମୁଣ୍ଡିଗଡ଼ ଅଞ୍ଚଳରେ । ସୂଚନା ପ୍ରକାରେ
Read More...

ସରସରା ସେବା ସମବାୟ ସମିତିର ସଭାପତି ଦାୟିତ୍ୱ ଗ୍ରହଣ କଲେ ଗୀତାଞ୍ଜଳି ପ୍ରଧାନ

ବୌଦ୍ଧ : ବୌଦ୍ଧ ଜିଲ୍ଲା ସରସରା ସେବା ସମବାୟ ସମିତିର ନବ ନିର୍ବାଚିତ ସଭାପତି ଶ୍ରୀମତୀ ଗୀତାଞ୍ଜଳୀ ପ୍ରଧାନ ଆଜି ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଆଜି ଦିନ ୧୧ ଘଣ୍ଟା ସମୟରେ ଶ୍ରୀମତୀ ପ୍ରଧାନ ସମିତି କାର୍ଯ୍ୟାଳୟକୁ ଆସି ଦାୟିତ୍ୱ ଗ୍ରହଣ କରିଥିଲେ । ସମ୍ପାଦକ ପ୍ରିୟ ପ୍ରକାଶ
Read More...

ପ୍ରସ୍ତୁତି ଶେଷ : ଆସନ୍ତାକାଲି ରାଷ୍ଟ୍ରପତିଭାବେ ଶପଥ ନେବେ ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ : ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି ୧୦ଟା ୧୫ମିନିଟ୍‌ରେ ଶପଥ ଗ୍ରହଣ କରିବେ । ଏଥିପାଇଁ ପ୍ରସ୍ତୁତି ପର୍ବ ଶେଷ ହୋଇଛି । ରାଜ୍ୟସଭା ଅଧ୍ୟକ୍ଷ, ପ୍ରଧାନମନ୍ତ୍ରୀ, ପ୍ରଧାନବିଚାରପତି, ଲୋକସଭା ବାଚସ୍ପତି,କେନ୍ଦ୍ର ମନ୍ତ୍ରିମଣ୍ଡଳ ସଦସ୍ୟ
Read More...

ପାର୍ଶ୍ୱ ଗାୟିକାରୁ ନାୟିକା : ସିଦ୍ଧିଙ୍କ ପାଇଁ ଅପୂର୍ବ ସୁଯୋଗ

ସମ୍ବଲପୁର: ସମ୍ବଲପୁରର ଝିଅ ସିଦ୍ଧି ପ୍ରିୟଦର୍ଶିନୀ ମିଶ୍ର, ଯିଏକି ବଙ୍ଗଳା ଚଳଚିତ୍ରରେ ଜଣେ ପାର୍ଶ୍ୱ ଗାୟିକା ରୂପେ ପରିଚିତ । ବର୍ତ୍ତମାନ ତାଙ୍କ ପାଇଁ ନାୟିକା ଭୂମିକାର ସୁଯୋଗ ଆସିଛି । ଆଜି ସ୍ଥାନୀୟ ସମ୍ବଲପୁର ପବ୍ଲିକ ଲାଇବ୍ରେରୀ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହା
Read More...

ପ୍ରସ୍ତୁତି ଶେଷ : ଆସନ୍ତାକାଲି ରାଷ୍ଟ୍ରପତିଭାବେ ଶପଥ ନେବେ ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ : ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି ୧୦ଟା ୧୫ମିନିଟ୍‌ରେ ଶପଥ ଗ୍ରହଣ କରିବେ । ଏଥିପାଇଁ ପ୍ରସ୍ତୁତି ପର୍ବ ଶେଷ ହୋଇଛି । ରାଜ୍ୟସଭା ଅଧ୍ୟକ୍ଷ, ପ୍ରଧାନମନ୍ତ୍ରୀ, ପ୍ରଧାନବିଚାରପତି, ଲୋକସଭା ବାଚସ୍ପତି,କେନ୍ଦ୍ର ମନ୍ତ୍ରିମଣ୍ଡଳ ସଦସ୍ୟ
Read More...

ଘୁନସର କଲେଜରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଖପ୍ରାଖୋଲ: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଆରବିଏସଏସ କଲେଜ ଘୁନସରରେ ବିଜେଡିର ୨୫ତମ ପ୍ରତିଷ୍ଠାର ପୂର୍ତ୍ତି ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ବ୍ଲକ ସଭାପତି ରମେଶ ପଧାନଙ୍କ ନେତୃତ୍ୱ ରେ ଅନୁଷ୍ଠିତ ହୋଇଥିଲା । ପରିବେଶ ବଞ୍ଚିଲେ ଆମେ ବଞ୍ଚିବା ବୋଲି କହିବା ସହ
Read More...