Yearly Archives

2022

ଶ୍ରେଣୀ ଗୃହ ଅଭାବରୁ ଛାତ୍ରଛାତ୍ରୀ ହଟହଟା ; ଶୌଚାଲୟରେ ପ୍ରସ୍ତୁତ ହେଉଛି ପିଲାଙ୍କ ମଧ୍ୟାହ୍ନ ଭୋଜନ

ଭବାନୀପାଟଣା : ସରକାର ସର୍ବଶିକ୍ଷା ଅଭିଯାନ ମାଧ୍ୟମରେ କୋଟିକୋଟି ଟଙ୍କା ଖର୍ଚ୍ଚ କରି ଛାତ୍ରଛାତ୍ରୀ ମାନଙ୍କୁ ସ୍କୁଲ ମୁହାଁ କରୁଥିବା ବେଳେ ଏବେ ଏହି ସର୍ବ ଶିକ୍ଷା ଅଭିଯାନ ଫେଲ ମାରିବାରେ ବସିଛି । ଶେଣୀ ଗହ ଅଭାରୁ ଏବେ ଛାତ୍ରଛାତ୍ରୀ ହଟହଟା ହେବା ସହିତ ଗୋଟିଏ ଶ୍ରେଣୀ ଗୃହରେ ୫ଟି
Read More...

ରଥଯାତ୍ରା ଉପଲକ୍ଷେ ବୌଦ୍ଧରେ ଭଜନ ସମାରୋହ କାର୍ଯ୍ୟକ୍ରମ

ବୌଦ୍ଧ,୭/୭- ପବିତ୍ର ରଥଯାତ୍ରା ଅବସରରେ ଜିଲ୍ଲା ଜର୍ଣ୍ଣାଲିଷ୍ଟ ଫୋରମ ତରଫରୁ ପ୍ରାୟୋଜିତ ଓ ନାଗରିକ କମିଟି ଦ୍ୱାରା ଆୟୋଜିତ ବୁଧବାର ସନ୍ଧ୍ୟାରେ ମାଉସୀ ମା ମନ୍ଦିର ନିକଟସ୍ଥ ରଥ ସମ୍ମୁଖରେ ଏକ ଭଜନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡିଶା ତଥା ପଶ୍ଚିମ ଓଡିଶାର
Read More...

ବିଦ୍ରୋହୀ ଶିବସେନା ବିଧାୟକ ଗାଁରେ କରୁଛନ୍ତି ଚାଷ କାମ

ମୁମ୍ବାଇ :ଏକନାଥ ସିନ୍ଦେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ପରେ ତାଙ୍କ ଶିବିରର ଅଧିକାଂଶ ଶିବସେନା ବିଧାୟକ ନିଜ ନିଜ ଘରକୁ ଫେରିଛନ୍ତି । ସେମାନଙ୍କ ମଧ୍ୟରୁ ଶ୍ରୀନିବାସ ବାଙ୍ଗା ମଧ୍ୟ ଘରକୁ ଫେରିଛନ୍ତି । ଏବେ ସେ ତାଙ୍କ ପରିବାର ସହିତ ଗାଁରେ ଚାଷ ଜମିରେ କାମ
Read More...

ଅସ୍ତ୍ରୋପଚାର ପରେ ବ୍ୟାଟ୍‌ ଉଠାଇଲେ କେ.ଏଲ୍‌ ରାହୁଲ

ନୂଆଦିଲ୍ଲୀ : କେଏଲ ରାହୁଲ କେବେ ଟିମ୍‌ ଇଣ୍ଡିଆକୁ ଫେରିବେ ସମସ୍ତେ ଅପେକ୍ଷା କରିଛନ୍ତି । ପ୍ରଥମେ ଆଘାତ ଏବଂ ପରେ ଅସ୍ତ୍ରୋପଚାର ହେତୁ ରାହୁଲ ଟିମ୍‌ ଇଣ୍ଡିଆରୁ ଦୂରେଇ ଯାଇଛନ୍ତି । କେଏଲ ରାହୁଲ ଇଂଲଣ୍ଡ ବିପକ୍ଷରେ ଏକମାତ୍ର ଟେଷ୍ଟ ଖେଳି ନାହାଁନ୍ତି ଏବଂ ଏହା ପରେ ଟି -୨୦ ଏବଂ ଦିନିକିଆ
Read More...

୪୧ ବର୍ଷରେ ପଦାର୍ପଣ କଲେ ଧୋନି, ଛୁଟୁଛି ଶୁଭେଚ୍ଛାର ସୁଅ

ନୂଆଦିଲ୍ଲୀ : ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ଆଜି ଅର୍ଥାତ୍‌ ଜୁଲାଇ ୭ ତାରିଖ ଦିନ ୪୧ ବର୍ଷରେ ପଦାର୍ପଣ କରିଛନ୍ତି । ତାଙ୍କ ପ୍ରଶଂସକମାନେ ତାଙ୍କୁ ସୋସିଆଲ ମିଡିଆରେ ଜନ୍ମଦିନର ଶୁଭେଚ୍ଛା ଜଣାଉଛନ୍ତି । ପ୍ରଶଂସକ ଏବଂ କ୍ରିକେଟରମାନେ ମଧ୍ୟ ମହାନ ଅଧିନାୟକଙ୍କୁ ଶୁଭେଚ୍ଛା
Read More...

ଟିଏମସି ନେତାଙ୍କ ସମେତ ୩ଜଣଙ୍କୁ ଗୁଳି କରି ହତ୍ୟା

କୋଲକତା : ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପରଗନା ଜିଲ୍ଲାରେ ଆଜି ସକାଳେ ଟିଏମସି ନେତା ସ୍ୱପନ୍‌ ମାଝୀଙ୍କୁ ଗୁଳି କରି ହତ୍ୟା କରାଯାଇଛି । ତାଙ୍କ ସହ ଅନ୍ୟ ଦୁଇ ଜଣଙ୍କୁ ଗୁଳି କରି ମଧ୍ୟ ହତ୍ୟା କରାଯାଇଥିଲା । ଏହି ଟ୍ରିପଲ ହତ୍ୟାକାଣ୍ଡ ଆଜି ସକାଳେ ଘଟିଥିଲା ଯେତେବେଳେ ଟିଏମସି ନେତା ତାଙ୍କ ଦୁଇ
Read More...

ମହାପ୍ରଭୁଙ୍କ ପାଇଁ ଚାଲିଛି ପୋଡପିଠା ପ୍ରସ୍ତୁତି

ପୁରୀ : ବାହୁଡା଼ ଯାତ୍ରାରେ ମହାପ୍ରଭୁ ଶ୍ରୀମନ୍ଦିର ଫେରିବା ବେଳେ ମାଉସୀ ମାଙ୍କ ହାତରୁ ପୋଡପିଠା ଖାଇବା ପରମ୍ପରା ରହିଛି ।ବାହୁଡା଼ ଯାତ୍ରା ଅବସରରେ ମାଉସୀ ମାଙ୍କ ପୂଜକ ବିଶ୍ୱନାଥ ମିଶ୍ର ମାଉସୀ ମା ମନ୍ଦିରରେ ଏହି ପୋଡ଼ ପିଠା ପ୍ରସ୍ତୁତି ଆରମ୍ଭ କରିଛନ୍ତି ।ପୋଡପିଠା ପ୍ରସ୍ତୁତି ବି
Read More...

ଆରମ୍ଭ ହେଲା ବାହୁଡା଼ ପ୍ରସ୍ତୁତି:ଦକ୍ଷିଣ ମୋଡ଼ ହେଲା ରଥ

ପୁରୀ : ଘୋଷଯାତ୍ରାର ଷଷ୍ଠୀ ତିଥିରେ ଆରମ୍ଭ ହୋଇଛି ବାହୁଡା଼ ପ୍ରସ୍ତୁତି । ହେରା ପଞ୍ଚମୀରେ ମହାଲକ୍ଷ୍ମୀଙ୍କ ଦ୍ୱାରା ନନ୍ଦିଘୋଷ ରଥ ଭଙ୍ଗା ପରେ ଶ୍ରୀମନ୍ଦିରକୁ କଥା ରକ୍ଷା କରି ଫେରିବାପାଇଁ ପ୍ରସ୍ତୁତ ହେଉଛନ୍ତି ମହାପ୍ରଭୁ । ଏଥିପାଇଁ ଷଷ୍ଠୀ ତିଥିରେ ତିନିରଥକୁ ଦକ୍ଷିଣ ମୋଡ଼ କରାଯାଇ
Read More...

ବିଶୁଦ୍ଧ ପାଣି ପାଉନାହାନ୍ତି ପାଟଣାଗଡ ସହରବାସୀ : ପାଣି ବିଶୋଧନ ମେସିନ୍‌ ଅଚଳ, ମରାମତି ଦାବି

ପାଟଣାଗଡ଼ : ଆମ୍ଭେ ସାଧାରଣତଃ କହୁ ଯେ ଜଳହିଁ ଜୀବନ, ଜଳବିନା ଜୀବନ ବଞ୍ଚିବା ଅସମ୍ଭବ । ତେବେ ଏକଥା ବି ସତ ଏବଂ ମଣିଷ ଜୀବଜନ୍ତୁ ଯେଉଁ ଜଳକୁ ବିନା ଦ୍ୱିଧାରେ ପିଇ ପାରନ୍ତି ତାହାକୁ ପାନୀୟଜଳ କୁହାଯାଇଥାଏ । ଏନେଇ ସରକାର ମଧ୍ୟ ପାନୀୟ ଜଳ ଯୋଗାଣ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରିଛନ୍ତି
Read More...

ଜିଲ୍ଳା ପ୍ରଶାସନ ଦ୍ୱାରା ବନ୍ଦ ହେଲା ବାଲ୍ୟ ବିବାହ

ସୁବର୍ଣ୍ଣପୁର: ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାରେ ବାଲ୍ୟ ବିବାହକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ପ୍ରଶାସନ ତରଫରୁ ବହୁ ବିଧ ପଦକ୍ଷେପ ନିଆଯାଉଛି । ଏହି ପରିପ୍ରେକ୍ଷୀରେ ବିନିକା ବ୍ଲକ ଅନ୍ତର୍ଗତ ଫୁଲମୁଠି ଓ ଚରଦା ଗ୍ରାମରୁ ୨ଜଣ ୧୮ ବର୍ଷରୁ କମ ବୟସର
Read More...