Yearly Archives

2022

ନିୟତୀ ପକ୍ଷରୁ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

ପାରଳାଖେମୁଣ୍ଡି : ନିୟତି ଭିନ୍ନକ୍ଷମ ପାଇଁ ସେବାରତ ଅନୁଷ୍ଠାନ ରଣିପେଣ୍ଠ ପକ୍ଷରୁ ଗୁମ୍ମା ରୋଡ ଠାରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି । ଏହି ଯୋଗ ଶିବିରରେ ଯୋଗଗୁରୁ ବିଘ୍ନେଶ୍ୱର ପଣ୍ଡା ସହଯୋଗୀ ଗୁରୁ ସୁରେନ୍ଦ୍ର ନାଥ ରଥ, ଭିନ୍ନକ୍ଷମ ପିଲାଙ୍କୁ ଯୋଗର ଆବଶ୍ୟକତା ସହ ଦୈନିକ…
Read More...

ଇପିଏଫ ପେନସନ ସଂଘ ବୌଦ୍ଧ ଶାଖା ତରଫରୁ ୩୫୪ ଖଣ୍ଡ ପୋଷ୍ଟକାର୍ଡ ପ୍ରେରଣ

ବୌଦ୍ଧ,୨୧/୬:- ଅଲଓଡିଶା ଇପିଏଫ ପେନସନ ସଂଘ ବୌଦ୍ଧ ଶାଖା ତରଫରୁ ଆଜି ପ୍ରଧାନମନ୍ତ୍ରୀଙ୍କ ନିକଟକୁ ୩୫୪ ଖଣ୍ଡ ହାତଲେଖା ପୋଷ୍ଟକାର୍ଡ ପ୍ରେରଣ କରାଯାଇଛି । ବିଭିନ୍ନ ଦାବିନେଇ ସଭାପତି ତ୍ରିପୁରାରୀ ବେହେରାଙ୍କ ନେତୃତ୍ୱରେ ବୌଦ୍ଧ ମୁଖ୍ୟ ଡାକଘର ପୋଷ୍ଟ ବକ୍ସରେ ଗଳାଯାଇ ଏହି ପୋଷ୍ଟକାର୍ଡ ସବୁ…
Read More...

ବିଶେଷଜ୍ଞ କମିଟି (ଶିଶୁ ସୁରକ୍ଷା)ର ସୋନପୁର କାରାଗାର ପରିଦର୍ଶନ

ସୁବର୍ଣ୍ଣପୁର: ଗୃହ ବିଭାଗ ଓଡିଶା ସରକାରଙ୍କ ଦ୍ୱାରା ମନୋନୀତ ବିଶେଷଜ୍ଞ କମିଟି ( ଶିଶୁ ସୁରକ୍ଷା )ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଜି ସୋନପୁର ଉପ କାରାଗାର ପରିଦର୍ଶନ କରିଛନ୍ତି । ଜିଲ୍ଲା ଆଇନ ସେବାପ୍ରାଧିକରଣ ସମ୍ପାଦିକା ସସ୍ମିତା ମିଶ୍ରଙ୍କ ତତ୍ତ୍ୱାବଧାନରେ କମିଟିର…
Read More...

ବହୁ ପ୍ରାନ୍ତୀୟ ସାହିତ୍ୟ ସମ୍ପାନରେ ଆସାମୀରୁ ଓଡ଼ିଆରେ ଅନୁବାଦିତ ପୁସ୍ତକ ଉନ୍ମୋଚିତ

ସମ୍ବଲପୁର: ସ୍ଥାନୀୟ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ ଏକ ବହୁ ପ୍ରାନ୍ତୀୟ ସାହିତ୍ୟ ସମ୍ପାନରେ ଆସାମୀରୁ ଓଡ଼ିଆରେ ଅନୁବାଦିତ କ୍ଷୁଦ୍ରଗଳ୍ପ ସଂକଳନ "ଜେଜେମାଙ୍କ ଗପପେଡି' ଆଜି ଉନ୍ମୋଚିତ ହୋଇଯାଇଛି । ଆସାମରେ ସାହିତ୍ୟ ରଥୀ ରୂପେ ପରିଚିତ ପ୍ରଖ୍ୟାତ ସାହିତ୍ୟିକ…
Read More...

ବୌଦ୍ଧ:ବିଭିନ୍ନ ସ୍ଥାନରେ ଅଷ୍ଟମ ଅନ୍ତର୍ଜାତୀୟ ଯୋଗଦିବସ ପାଳିତ

ବୌଦ୍ଧ,୨୧/୬:- ସମଗ୍ର ବିଶ୍ୱରେ ଅଷ୍ଟମ ବିଶ୍ୱ ଯୋଗ ଦିବସ ପାଳନ କରିବା ପାଇଁ ଆୟୋଜିତ ହୋଇଥିବା ବେଳେ ବୌଦ୍ଧଜିଲ୍ଲା ବିଭିନ୍ନ ସ୍ଥାନରେ ମହାସମାରୋହରେ ଆୟୋଜିତ ହୋଇଯାଇଛି । ସ୍ଥାନୀୟ ଟାଉନହଲ ପରିସରରେ ରହିଥିବା ଭିକାରୀ ମଣ୍ଡପ ଠାରେ ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ଅଧିନରେ ଥିବା ନେହେରୁ…
Read More...

ଜିଲ୍ଲା କୋର୍ଟରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଅଦାଲତ ପରିସରରେ ଅଷ୍ଟମ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମାନ୍ୟବର ଜିଲ୍ଲା ଓ ଦୌରା ଜଜ୍‌ ସଞ୍ଜୀବ ଦୁବେ ଯୋଗ ଦେଇ ଆନ୍ତର୍ଜାତିକ ଯୋଗ ଦିବସ ପାଳନର ତାତ୍ପର୍ଯ୍ୟ ଓ ମୂଳ ଲକ୍ଷ୍ୟ ସମ୍ବନ୍ଧରେ କହିଥିଲେ । କୋର୍ଟର ସମସ୍ତ ବିଚାରପତି,…
Read More...

ନୂଆଗାଁ ବ୍ଲକରେ ଖୋଲିଲା ଆଦର୍ଶ ବିଦ୍ୟାଳୟ

ଦଶପଲ୍ଲା : ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକରେ ଖୋଲିଲା ଆଦର୍ଶ ବିଦ୍ୟାଳୟ । ଏଥିପାଇଁ ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଅଧ୍ୟୟନ ପାଇଁ ନୂଆଗାଁ ହାଇସ୍କୁଲ ପରିସରରେ ଥିବା ହରିହର ଭବନ ଗୃହରେ ଆଦର୍ଶ ବିଦ୍ୟାଳୟ ଶିକ୍ଷକ, ଶିକ୍ଷୟତ୍ରୀମାନଙ୍କ ପକ୍ଷରୁ ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଥିଲା ।…
Read More...

ଅସ୍ତ୍ରୋପଚାର ପାଇଁ ଜର୍ମାନୀରେ ପହଞ୍ଚିଲେ ରାହୁଲ, ଟ୍ରୋଲ କଲେ ପ୍ରଶଂସକ

ନୂଆଦିଲ୍ଲୀ : ଆହତ କାରଣରୁ ଭାରତୀୟ ଦଳ ବାହାରେ ଥିବା କେ.ଏଲ୍‌ ରାହୁଲ ଅସ୍ତ୍ରୋପଚାର ପାଇଁ ଜର୍ମାନୀରେ ପହଞ୍ଚିଛନ୍ତି । ସୋମବାର ରାତିରେ ସୋସିଆଲ ମିଡିଆ ଆକାଉଣ୍ଟରେ କିଛି ଚିତ୍ର ପୋଷ୍ଟ କରି ରାହୁଲ ଜର୍ମାନୀରେ ପହଞ୍ଚିବା ବିଷୟରେ ପ୍ରଶଂସକମାନଙ୍କୁ ସୂଚନା ଦେଇଥିଲେ । କୁହାଯାଉଛି ଯେ…
Read More...

ଦୁଇଟି ଆମ୍ବ ପାଇଁ ହତ୍ୟା, ବାପା-ଭାଇ ମିଶି ନିର୍ଧୁମ ପିଟିଲେ

ଗୋରଖପୁର : ମାତ୍ର ଦୁଇଟି ଆମ୍ବ ପାଇଁ ନିଜ ଜନ୍ମ କଲା ପୁଅକୁ ହତ୍ୟା କରିଛି ପିତା । ଏଥିରେ ରକ୍ତ ସଂପର୍କ ଭାଇ ମଧ୍ୟ ସାମିଲ ହୋଇଛି । ଏମିତି ଏକ ଘଟଣା ଘଟିଛି ଗୋରଖପୁରର ଗୁଲ୍ରିହା ପୁଲିସ ଷ୍ଟେସନ ଅଞ୍ଚଳର ଜୈନପୁର ଗାଁରେ । ଉଭୟ ବାପା ଓ ପୁଅ ମିଶି ଯୁବକ ଜଣକଙ୍କୁ ନିର୍ମମ ଭାବରେ ପିଟିଥିଲେ…
Read More...

କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରେ ଅର୍ନ୍ତଜାତୀୟ ଯୋଗ ଦିବସ ପାଳିତ, ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

କୋଣାର୍କ : ଅଷ୍ଟମ ଅର୍ନ୍ତଜାତୀୟ ଯୋଗ ଦିବସ କୋଣାର୍କ ସୂର୍ଯ୍ୟ ମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଯୋଗ ଦିବସରେ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଅଶ୍ୱିନୀ ବୈଷ୍ଣବ ଯୋଗ ଦେଇଥିଲେ ଓ ସମସ୍ତ ଯୋଗ ଦେଇଥିବା ଛାତ୍ର ଛାତ୍ରୀ ଓ ବୁଦ୍ଧିଜୀବୀ ଓ ଯୁବକ ଯୁବତୀମାନଙ୍କୁ ପ୍ରତ୍ୟେକ ଦିନ…
Read More...