Yearly Archives

2022

କଲ୍ୟାଣ ଯୋଜନାର ସଫଳତାକୁ ନେଇ ଏଭଳି ଦୃଷ୍ଟାନ୍ତ ଦେଲେ ମୋଦୀ

ଶିମଲା,୩୧/୫ : କେନ୍ଦ୍ର ସରକାର ସବୁ ବର୍ଗର ଲୋକଙ୍କ କଲ୍ୟାଣକୁ ସୁନିଶ୍ଚିତ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ । ତେବେ ବିଶେଷତଃ,ଗରିବ ଲୋକଙ୍କ ସର୍ବାଙ୍ଗୀନ ବିକାଶ ସରକାରଙ୍କ ପ୍ରାଥମିକତା । ଏହି ସଙ୍କଳ୍ପ ଓ ଲକ୍ଷ୍ୟକୁ ସାକାର କରିବା ଲାଗି ସରକାର ଏକାଧିକ ଯୋଜନା ପ୍ରଚଳନ କରିଛନ୍ତି । ୧୬ଟି
Read More...

କେବଳ ଗୋଟିଏ ସିଗାରେଟ ଆୟୁଷକୁ ୧୪ ମିନିଟ କମାଇଥାଏ

ନୂଆଦିଲ୍ଲୀ,୩୧/୫ : ଦେଶରେ ତମାଖୁଜନିତ ସ୍ୱାସ୍ଥ୍ୟ ସମସ୍ୟାର ନିୟନ୍ତ୍ରଣ ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିଲେ ମଧ୍ୟ ସେଥିରୁ ଆଶାନୁରୂପ ଫଳ ମିଳୁ ନାହିଁ । ବରଂ ସମସ୍ୟା ବଢିଚାଲିଛି । ଏକ ରିପୋର୍ଟ ଅନୁଯାୟୀ,ଭାରତରେ ତମାଖୁ ସେବନକାରୀଙ୍କ ସଂଖ୍ୟା ୨୬୭ ନିୟୁତରୁ ଅଧିକ । ତମାଖୁ
Read More...

ରାଜ୍ୟସଭା ପ୍ରାର୍ଥୀ ନିରଞ୍ଜନ ବିଶିଙ୍କୁ ସ୍ୱାଗତ କରିବା ପାଇଁ ଆଦିବାସୀ କଲ୍ୟାଣ ସଂଘର ପ୍ରସ୍ତୁତି ବୈଠକ

ପାଟଣାଗଡ଼: ଆଦିବାସୀମାନଙ୍କ ମଉଡମଣି ନିରଞ୍ଜନ ବିଶି ରାଜ୍ୟସଭା ପ୍ରାର୍ଥୀ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଥିବାରୁ ଉଭୟ ଶ୍ରୀ ବିଶି ମହୋଦୟ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ଆଦିବାସୀ ସଂଘର କର୍ମକର୍ତ୍ତା । ଆଜି ଆଦିବାସୀ ଭବନ ପାଟଣାଗଡ଼ଠାରେ ବ୍ଲକ
Read More...

ଶିକ୍ଷୟିତ୍ରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ବୌଦ୍ଧ,୩୧/୫:- ବୌଦ୍ଧ ବ୍ଲକ ଖୁଣ୍ଟବନ୍ଧ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗୋବିନ୍ଦପୁର ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ହରିପ୍ରିୟା ହୋତାଙ୍କର ବିଦାୟକାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ କମଳକାନ୍ତ ଦଳବେହେରା ସଭାପତିତ୍ୱ
Read More...

ପ୍ରଧାନଶିକ୍ଷକଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

ବୌଦ୍ଧ/ଜହ୍ନାପଙ୍କ ,୩୧/୫:- ବୌଦ୍ଧ ବ୍ଳକ ମୁଣ୍ଡିପଦର ପଂଚାୟତ ଅନ୍ତର୍ଗତ କୁଳୁତାଖଲିରେ ଦୀର୍ଘ ୨୪ ବର୍ଷ ଧରି କାର୍ଯ୍ୟରତଥିବା ପ୍ରଧାନଶିକ୍ଷକ ଶେଷଦେବ ବେହେରା ଆଜି ଶିକ୍ଷକତା ଜୀବନରୁ ଅବସର ଗ୍ରହଣ କରିଛନ୍ତି । ଏହି ଅବସରରେ ସ୍କୁଲ ପରିଚାଳନା କମିଟିର ସଭାପତି ଚୈତନ୍ୟ ମହଲାଙ୍କ
Read More...

କୃଷି ବିଜ୍ଞାନ କେନ୍ଦ୍ରରେ ଗରିବ କଲ୍ୟାଣ ସମ୍ମିଳନୀ କାର୍ଯ୍ୟକ୍ରମ

ଘୁ ଉଦୟଗିରି,୩୧/୫: ଆଜି ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ରରେ ଗରିବ କଲ୍ୟାଣ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ମୋଦି଼ି ସରକାରଙ୍କ ସେବା, ସୁଶାସନ ଓ ଗରିବ କଲ୍ୟାଣ ପର୍ବରେ ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ତୃତୀୟ ବର୍ଷ ପୂର୍ତ୍ତି ଉପଲକ୍ଷେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା କିଷାନ ସନମାନ
Read More...

ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ ଶୁଭାରମ୍ଭ କଲେ ଜିଲ୍ଲାପାଳ

ସମ୍ବଲପୁର:କୋମଳମତି ଶିଶୁମାନଙ୍କୁ ଶ୍ରମିକ ଭାବେ କାମରେ ନିୟୋଜିତ କରାଉଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏଣୁ ଶିଶୁ ଶ୍ରମିକ ନିରାକରଣ ବାର୍ତ୍ତା ନେଇ ଲୋକଙ୍କୁ ସଚେତନ କରିବା ପାଇଁ ଆଜି ସମ୍ବଲପୁର ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ସଚେତନତା ରଥକୁ
Read More...

ପ୍ରଧାନଶିକ୍ଷକଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

ବୌଦ୍ଧ/ଜହ୍ନାପଙ୍କ ,୩୧/୫:- ବୌଦ୍ଧ ବ୍ଲକ ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ଅନ୍ତର୍ଗତ କଉଡ଼ିଆତୋଳା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଶେଷଦେବ ମିଶ୍ରଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ଆୟୋଜିତ ସଭାରେ ସି ଆର ସି ସି ସନ୍ତୋଷ କୁମାର ଶତପଥି ସଭାପତିତ୍ୱ କରିଥିଲେ ।
Read More...

୪ ଦମ୍ପତିଙ୍କୁ ବିବାହ ସହାୟତା ପ୍ରଦାନ

ପୁରୀ: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଯଦି ଜଣେ ସାବାଳକ ଭିନ୍ନକ୍ଷମ ବ୍ୟକ୍ତି ଜଣେ ସକ୍ଷମ ବ୍ୟକ୍ତିଙ୍କୁ ବିବାହ କରେ ତେବେ ତାଙ୍କୁ ବିବାହ ସହାୟତା ପ୍ରଦାନ କରାଯିବ । ସେହି ଆଧାରରେ ମଙ୍ଗଳବାର ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଜିଲ୍ଲାପାଳ ସମର୍ଥ ବର୍ମା ୪ ଦମ୍ପତିଙ୍କୁ ସହାୟତା
Read More...

ପୋଖରୀରେ ବୁଡି ବାଳକ ମୃତ

ଦଶପଲ୍ଲା : ପୋଖରୀରେ ବୁଡି ୮ ବର୍ଷ ନାବାଳକର ମୃତ୍ୟୁ ଘଟିଛି । ଆଜି ଏଭଳି ଅଭାବନୀୟ ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ରଙ୍ଗଣୀପାଟଣା ପଞ୍ଚାୟତ ବାହାଡାପିଠା ଗାଁରେ । ମୃତ ନାବାଳକ ଜଣକ ନୂଆଗାଁ ଥାନା ଡିମିରିଝରି ଗାଁର ମନୁ ନାହାକଙ୍କ ପୁଅ ରମେଶ ନାହାକ ବୋଲି ଜଣାପଡିଛି
Read More...