Yearly Archives

2022

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ସୁବର୍ଣ୍ଣପୁର,୧୭/୫- ଆଜି ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ତରଭା ବ୍ଲକ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲପାଳ ଅବୋଲୀ ସୁନିଲ ନରୱଣେ ଓ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦାନ କରି ଜନସାଧାରଣଙ୍କ ବିଭିନ୍ନ
Read More...

ବିନିକାରେ ଶୁଭାରମ୍ଭ ହେଲା ଧାନ କିଣା : ପ୍ରଥମ ଦିନରେ ୪ଚାଷୀଙ୍କ ୧୪୨,୭୨ କୁଇଣ୍ଟାଲ ଧାନ ଉଠିଲା

ସୁବର୍ଣ୍ଣପୁର,୧୭/୫: ଚଳିତ ରବି ଋତୁ ପାଇଁ ଆଜିଠାରୁ ବିନିକା ମାର୍କେଟ ୟାର୍ଡରେ ଧାନ କିଣା ପର୍ବ ଆରମ୍ଭ ହୋଇଛି । ଆଜି ପ୍ରଥମ ଦିନରେ ବିନିକା ସେବା ସମବାୟ ସମିତି ପକ୍ଷରୁ ଚାଷୀ ବିଦ୍ୟାଧର ପାଣିଗ୍ରାହୀଙ୍କ ଠାରୁ ୮୪.୯୫କୁଇଣ୍ଟାଲ ଧାନ କ୍ରୟ କରାଯାଇ ଗୋଦାବରୀ ରାଇସ ମିଲକୁ ପଠାଯାଇଥିବା ବେଳେ
Read More...

ବାଉଁଶୁଣୀରେ ପାନୀୟଜଳ ସମସ୍ୟା, ସଚଳ ୩ ନଳକୂପ ଏବେ ଅଚଳ

ବାଉଁଶୁଣି,୧୭/୫- ବୌଦ୍ଧବ୍ଲକ ବାଉଁଶୁଣି ବଜାର ଏକ ପାନୀୟ ଜଳକଷ୍ଟ ଭୋଗୁଥିବା ସହର । କାରଣ ଏଠାକାର ଅଧିକାଂଶ କୂଅର ଜଳ କ୍ଷାରୀୟ ଅଟେ । ଏହାଛଡା ସ୍ଥାନୀୟ ମାଉଲିମୁଣ୍ଡା ପ୍ରକଳ୍ପରୁ ବଜାରର ସବୁ ଅଞ୍ଚଳକୁ ପାନୀୟ ଜଳ ଯୋଗାଇ ଦିଆଯାଉନାହିଁ । ମେଡ଼ିକାଲ ଛକ ଠାରୁ ସ୍କୁଲ ଛକ ମଧ୍ୟରେ ଥିବା ୬ଟି
Read More...

ରାଇକିଆ କ୍ୟାଥରିନା ସ୍କୁଲରେ ଆର୍ଟ ଅଫ୍‌ ଗିଭିଂ ଡେ ପାଳିତ

ଘୁ.ଉଦୟଗିରି/ରାଇକିଆ,୧୭/୫: କନ୍ଧମାଳ ଜିଲ୍ଲା ରାଇକିଆ ସେଣ୍ଟ କ୍ୟାଥରିନ ସ୍କୁଲ ପରିସରରେ ଆର୍ଟ ଅଫ୍‌ ଗିଭିଙ୍ଗ ଡେ ପାଳିତ ହୋଇଯାଇଛି । ଆର୍ଟ ଅଫ ଗିଭିଙ୍ଗ ଡେ ସ୍ନେହ, ଶ୍ରଦ୍ଧା, ତ୍ୟାଗ ଓ ଉଦାରତାର ଅନନ୍ୟ ପ୍ରତିଫଳନ । ଆନ୍ତର୍ଜାତିକ ସ୍ତରରେ ବିଶ୍ୱର କୋଣ ଅନୁକୋଣରେ ଏହି ଦିବସକୁ ପାଳନ
Read More...

୬୩୮ ନୂତନ ଅଧ୍ୟାପକ ଓ ଅଧ୍ୟାପିକାଙ୍କୁ ଦିଆଗଲା ନିଯୁକ୍ତି ପତ୍ର

ଭୁବନେଶ୍ୱର: ଷ୍ଟାଫ ସିଲେକ୍ସନ ବୋର୍ଡ ଦ୍ୱାରା ବଛାଯାଇଥିବା ୯୭୩ଜଣ ଅଧ୍ୟାପକ ଓ ଅଧ୍ୟାପିକାଙ୍କ ମଧ୍ୟରୁ ଆଜି ପ୍ରଥମ ପର୍ଯ୍ୟାୟରେ ୬୩୮ ଜଣଙ୍କୁ ନିଯୁକ୍ତପତ୍ର ଦିଆଯାଇଛି । ଅବଶିଷ୍ଟ ୨୯୨ଜଣଙ୍କ ତୃତୀୟ ପର୍ଯ୍ୟାୟରେ ନିଯୁକ୍ତପତ୍ର ଦିଆଯିବ ବୋଲି ଉଚ୍ଚଶିକ୍ଷାମନ୍ତ୍ରୀ ଡ. ଅରୁଣ କୁମାର ସାହୁ
Read More...

ଘାଟିରେ ଭ୍ୟାନ୍‌ ଓଲଟି ୨ ମୃତ

ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ରାମପୁର ବ୍ଲକ୍‌ ଅନ୍ତର୍ଗତ ସିଙ୍ଗାରୀ ଘାଟିରେ ଏକ ପିକ୍‌ଅପ୍‌ ଭ୍ୟାନ୍‌ ଓଲଟି ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୯ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ମୃତକ ଦ୍ୱୟ ହେଲେ ଲାଲୁ ମାଝୀ ଓ
Read More...

ଅବସରପ୍ରାପ୍ତ ବିଦ୍ୟୁତ କର୍ମଚାରୀଙ୍କୁ ହତ୍ୟା ଓ ଲୁଟ

କରଞ୍ଜିଆ: କରଞ୍ଜିଆ ଥାନା ଅନ୍ତର୍ଗତ କରଞ୍ଜିଆ ସହରର ଏକ ନମ୍ବର ଓା୍ୱର୍ଡରେ ଜଣେ ଅବସରପ୍ରାପ୍ତ ବିଦ୍ୟୁତ କର୍ମଚାରୀଙ୍କୁ ହତ୍ୟା ଏବଂ ତାଙ୍କ ଘରୁ ଲୁଟ ହୋଇଥିବା ଖବରରୁ ଜଣାପଡିଛି । ଘଟଣା ଏହିକି ଯେ କରଞ୍ଜିଆ ବ୍ଲକ ବଳା ପଞ୍ଚାୟତ କିଆ ଗାଁର ଜଗବନ୍ଧୁ ମହାନ୍ତ ଦୈନିକ ତାଙ୍କ ପୁଅ ରମାକାନ୍ତ
Read More...

କଲେଜ୍‌ ଛାତରୁ ପଡ଼ି ଛାତ୍ର ଗୁରୁତର

ପୁରୀ: ମାଙ୍କଡ ଗୋଡାଇବାରୁ ଛାତରୁ ଡେଇଁ ପଡିଲେ ଛାତ୍ର । ପୁରୀ ଶ୍ରୀଜଗନ୍ନାଥ ମେଡିକାଲ କଲେଜରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗୁରୁତର ଆହତ ହୋଇଥିବା ଛାତ୍ର ଜଣକ ହେଉଛନ୍ତି ଶ୍ରୀଜଗନ୍ନାଥ ମେଡିକାଲ କଲେଜର ପ୍ରଥମ ବର୍ଷର ଛାତ୍ର ବିଶାଳ କୁମାର । ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଯୋଗେ
Read More...

ଭାରତ ବିପକ୍ଷ ଟି-୨୦ ସିରିଜ ପାଇଁ ଦ.ଆଫ୍ରିକା ଦଳ ଘୋଷଣା

ନୂଆଦିଲ୍ଲୀ : ଆସନ୍ତା ମାସ ୯ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୫ମ୍ୟାଚ ବିଶିଷ୍ଟ ଟି-୨୦ ମ୍ୟାଚ ଖେଳାଯିବ । ଏହି ସିରିଜ୍‌ ପାଇଁ ଦକ୍ଷିଣ ଆଫ୍ରିକା ୧୬ ଜଣିଆ ଦଳ ଘୋଷଣା କରିଛି । ପ୍ରଥମ ଥର ପାଇଁ ଦଳରେ ଟ୍ରଷ୍ଟାନ୍‌ ଷ୍ଟବ୍ସ ସ୍ଥାନ ପାଇଥିବେଳେ ଏନରିଚ
Read More...

କୁମୁରକାନିରେ ଅଷ୍ଟପ୍ରହର ନାମଯଜ୍ଞ ଓ ପାରାୟଣ

ବାଉଁଶୁଣୀ : ବୌଦ୍ଧ ବ୍ଲକ ଖଲିଆପାଲି ପଞ୍ଚାୟତ କୁମୁରକାନି ଗ୍ରାମରେ ଅଷ୍ଟପ୍ରହର ନାମଯଜ୍ଞ ଓ ସୁନ୍ଦରାକାଣ୍ଡ ରାମାୟଣ ପାରାୟଣ ଅନୁଷ୍ଠିତ ହୋଇଯାଇଛି । ସୋମବାର ଅନୁଷ୍ଠିତ ନାମଯଜ୍ଞରେ ସନ୍ତୋଷ ମଲ୍ଲିକ ଓ ତାଙ୍କ ପତ୍ନୀ ଲୀଳାବତୀ ମଲ୍ଲିକ କର୍ତ୍ତା ଦାୟିତ୍ୱ ତୁଲାଇ ଥିବାବେଳେ ପୂଜକ ବୁଦ୍ଧଦେବ
Read More...