Yearly Archives

2022

ରେଡ଼କ୍ରସ ତିନି ଦିନିଆ ଶିବିରରେ ୬୨୪ ଜଣଙ୍କ ସମ୍ପୂର୍ଣ୍ଣ ଶରୀର ସ୍କାନ ହେଲା

ସମ୍ବଲପୁର: ଆନ୍ତର୍ଜାତିକ ରେଡ଼କ୍ରସ ସୋସାଇଟିର ସମ୍ବଲପୁର ଜିଲ୍ଲା ଶାଖା ଆନୁକୁଲ୍ୟରେ ଆୟୋଜିତ ତିନି ଦିନିଆ ଶିବିରରେ ସର୍ବମୋଟ ୬୨୪ ଜଣଙ୍କ ସମ୍ପୂର୍ଣ୍ଣ ଶରୀର ସ୍କାନ କରାଯାଇ ରିପୋର୍ଟ ଦିଆଯାଇଛି । ସ୍ଥାନୀୟ ପ୍ରମୁଖ ସ୍ୱେଚ୍ଛାସେବୀ ସଂଗଠନ ଉତ୍ସର୍ଗ, ସମ୍ବଳ, ସୋସିଆଲ ଷ୍ଟାର କ୍ଳବ,
Read More...

ଫୁଲବାଣୀରେ ଯୁବକଙ୍କୁ ମରଣାତ୍ମକ ଆକ୍ରମଣ

ଫୁଲବାଣୀ :-ଫୁଲବାଣୀରେ କିଛି ଦିନ ହେଲା ଅସାମାଜିକ ଓ ମଦ୍ୟପଙ୍କ ଦୌରାତ୍ମ୍ୟ ବଢିବାରେ ଲାଗିଛି । ଜିଲ୍ଲା ସଦର ମହକୁମା ଫୁଲବାଣୀରେ ନିଶାଖୋର ମାନଙ୍କର ଦୌରାତ୍ମ୍ୟ ଦିନକୁ ଦିନ ବଢିବାରେ ଲାଗିଛି । ଗତକାଲି ସଂନ୍ଧ୍ୟାରେ ସ୍ଥାନୀୟ ବ୍ୟାଘ୍ରଦେବୀ ମନ୍ଦିର ପାଶ୍ୱର୍ରେ କିଛି ଅସାମାଜିକ ଯୁବକଙ୍କ
Read More...

୭ ଦଫା ଦାବି ନେଇ ଅଶା କର୍ମୀ ସଙ୍ଘ ଗଜପତି ପକ୍ଷରୁ ମୁଖ୍ୟ ଚିକିତ୍ସାଳୟ ପରିସରରେ ଧାରଣା

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଭାରତୀୟ ମଜଦୂର ସଙ୍ଘ ଦ୍ୱାରା ପରିଚାଳିତ ହେଉଥିବା ଓଡ଼ିଶା ରାଜ୍ୟ ଆଶା କର୍ମୀ ସଙ୍ଘ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନ ଆରମ୍ଭ କରିଛନ୍ତି । ଗଜପତି ଜିଲ୍ଲା ଆଶା କର୍ମୀ ସଂଘର
Read More...

ହରିଶଙ୍କର ମନ୍ଦିରର ବିକାଶ ପାଇଁ ଆସିଥିବା ଅର୍ଥର ବିନିଯୋଗ ଉପରେ ବୈଠକ

ଖପ୍ରାଖୋଲ: ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ହରିଶଙ୍କର ମନ୍ଦିର ଚତୁପାର୍ଶ୍ୱ ବିକାଶ ସମ୍ପର୍କିତ ବୈଠକ ଦେବୋତ୍ତର ବିଭାଗ ତରଫରୁ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ପାଟଣାଗଡ ଉପଜିଲ୍ଲାପାଳ ତଥା ଦେବୋତ୍ତର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼.ବିଜୟାନନ୍ଦ ସେଠୀ
Read More...

ମହାଲକ୍ଷ୍ମୀ ମନ୍ଦିର ପ୍ରତିଷ୍ଠାରେ ଯୋଗଦେଲେ ଶ୍ରୀହରୀ

ଦଶପଲ୍ଲା : ଆଦିବାସୀ ବହୁଳ,ଦଶପଲ୍ଲା ବ୍ଲକ କୁଜାମେଣ୍ଢି ପଞ୍ଚାୟତ ଅନ୍ତର୍ଗତ ଆମ୍ବଲିମ୍ବା ଗ୍ରାମରେ ଧନଦାତ୍ରୀ ମା ମହାଲକ୍ଷ୍ମୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ହୋଇଯାଇଛି । ଏହି ମନ୍ଦିର ପ୍ରତିଷ୍ଠା ଅବସରରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ,ଦଶପଲ୍ଲାର ବିଶିଷ୍ଠ ସମାଜସେବୀ ଶ୍ରହରୀ
Read More...

ବହୁମୂଖୀ ସ୍ୱାସ୍ଥ୍ୟ କର୍ମୀ ମହାସଂଘ ପକ୍ଷରୁ ୫ ଦଫା ଦାବିପତ୍ର ପ୍ରଦାନ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକରେ କାର୍ଯ୍ୟରତ ବହୁମୂଖୀ ସ୍ୱାସ୍ଥ୍ୟ କର୍ମୀ ମହାସଂଘ ପକ୍ଷରୁ ୫ ଦଫା ଦାବି ନେଇ ଏକ ସ୍ମାରକପତ୍ର ଗୁରାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ସ୍ୱାସ୍ଥ୍ୟ ଅଧିକାରୀ ଡକ୍ଟର ପତିତପାବନ ବାରିକଙ୍କୁ ପ୍ରଦାନ କରାଯାଇଛି । ଗୁରାଣ୍ଡି
Read More...

ଅବହେଳିତ ଗାଁ ଗଡ଼ିପଦର; ଗାଁ କୁ ନାହିଁ ଭଲ ରାସ୍ତା

ପହଁଚି ପାରୁନି ସରକାରୀ ଯୋଜନା,ପ୍ରଶାସନର ନିଘା ନାହିଁବାଲିଗୁଡ଼ା : ମୌଳିକ ସୁବିଧାରୁ ବଞ୍ଚିତ ଅଞ୍ଚଳବାସୀ । ବିକାଶ ଏଠି ସାତସପନ । ଆର୍ଥୀକ ବର୍ଷ ୨୦୧୫/୧୬ ରୁ ଗ୍ରାମ୍ୟ ଉନ୍ନୟନ ରାସ୍ତାରୁ ଗାଁ ପର୍ଯ୍ୟନ୍ତ ପ୍ରାୟ ୩ କିଲୋମିଟର ରାସ୍ତା ନିର୍ମାଣ ପାଇଁ ୫ଲକ୍ଷ ଟଙ୍କା ମଞ୍ଜୁରୀ ମିଳିଥିଲେ
Read More...

କୋଣାର୍କ ଚନ୍ଦ୍ରଭାଗାରେ ଉଦଘାଟିତ ହେଲା ଆର୍ନ୍ତଜାତୀୟ ବାଲୁକା କଳା ମହୋତ୍ସବ

ପୁରୀ : କୋଣାର୍କ ଚନ୍ଦ୍ରଭାଗାରେ ଉଦଘାଟିତ ହୋଇଛି ଆର୍ନ୍ତଜାତୀୟ ବାଲୁକା କଳା ମହୋତ୍ସବ ୨୦୨୨ । ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ର ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ ଏହା ଦେଶ ଦେଶ ମଧ୍ୟରେ କଳା ସଂସ୍କୃତିକୁ ଯୋଡିବାରେ ମୁଖ୍ୟ ମାଧ୍ୟମ ହେବ ବୋଲି ପର୍ଯ୍ୟଟନ ମନ୍ତ୍ରୀ
Read More...

ଗଜପତି ଜିଲ୍ଲାସ୍ତରୀୟ ସ୍ୱାସ୍ଥ୍ୟ ବିଭାଗ ତରଫରୁ ବିଶ୍ୱ ଏଡସ ଦିବସ ପାଳିତ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଚିକିତ୍ସା ଅଧିକାରୀ କାର୍ଯ୍ୟାଳୟର ପ୍ରଶିକ୍ଷଣ କେନ୍ଦ୍ର ଠାରେ ପ୍ରତି ବର୍ଷ ପରି ଚଳିତ ବର୍ଷ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଡିସେମ୍ବର ୧ ତାରିଖକୁ ବିଶ୍ୱ ଏଡ୍ସ ଦିବସ ପାଳିତ
Read More...

ବୌଦ୍ଧରେ ବିଶ୍ୱ ଏଡ୍‌ସ ଦିବସ ପାଳିତ :
ସଚେତନତା ଓ ସତର୍କତା ବଳରେ ଏଡ୍‌ସକୁ ରୋକିହେବ

ବୌଦ୍ଧ, ୧/୧୨ (ହୀ.ପ୍ର): ଆଇସିଟିସି ଓ ଡିଏସ୍‌ଆରସିର ମିଳିତ ଆନୁକୂଲ୍ୟରେ ବୌଦ୍ଧ ଜିଲ୍ଲାରେ ବିଶ୍ୱ ଏଡ୍‌ସ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଏକ ବିରାଟ ଶୋଭାଯାତ୍ରା ବିଭିନ୍ନ ବିଶ୍ୱବିଦ୍ୟାଳୟର ଏନ୍‌ସିସି,ଆରଆରସି, ଏନ୍‌ୱାଇକେ, ଏଏସଏସ, ସ୍କାଉଟ ଓ
Read More...