Yearly Archives

2022

ଶିକ୍ଷୟତ୍ରୀଙ୍କ ଉପରେ ଚଢିଗଲା ଟ୍ରକ୍‌, ଚାଲିଗଲା ଜୀବନ

ଢେଙ୍କାନାଳ : ସ୍କୁଟିରେ ଯାଉଥିବା ଜଣେ ଶିକ୍ଷୟତ୍ରୀଙ୍କ ଉପରେ ଚଢ଼ିଗଲା ପରିବା ବୋଝେଇ ଟ୍ରକ। ଫଳରେ ଘଟଣା ସ୍ଥଳରେ ଏହି ଶିକ୍ଷୟତ୍ରୀଙ୍କର ମୃତ୍ୟୁ ଘଟିଛି। ଢେଙ୍କାନାଳ ସହରର ମହିଷାପାଟ ଅଞ୍ଚଳରେ ଏପରି ଦୁର୍ଘଟଣା ଘଟିଛି । ସରସ୍ୱତୀ ଶିଶୁ ମନ୍ଦିରର ଶିକ୍ଷୟତ୍ରୀ ସୁମିତ୍ରା ଜେନା ତାଙ୍କ…
Read More...

କେରାଣ୍ଡି ପଞ୍ଚାୟତର ନାଏବ ସରପଞ୍ଚ ହେଲେ ଆମିଟି ମହାଲକ୍ଷ୍ମୀ

ପରାଳଖେମୁଣ୍ଡି : ଗଜପତି ଜିଲ୍ଲା ଗୋଶାଣି ବ୍ଳକର କେରାଣ୍ଡି ପଞ୍ଚାୟତରେ ନାଏବ ସରପଞ୍ଚ ସକାଶେ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ନିର୍ବାଚନ କମିଶନଙ୍କ ଦ୍ୱାରା ନିୟୋଜିତ ପ୍ରସିଡିଙ୍ଗ ଅଫିସର ଭାବେ ଚେଲି ତ୍ରିପତି ରାଓ ମନୋନୀତ ହୋଇଥିଲେ । ଆଜି ସମସ୍ତ ନିର୍ବାଚିତ ୱାର୍ଡ ସଭ୍ୟ ଓ ସରପଞ୍ଚଙ୍କ…
Read More...

ବିଜୟ ଉତ୍ସବ ପାଳିଲା କଣ୍ଟାବାଞ୍ଜି ବିଜେପି

କଣ୍ଟାବାଞ୍ଜି : ଚାରୋଟି ରାଜ୍ୟରେ ଭାରତୀୟ ଜନତା ପାର୍ଟର ପୂର୍ଣ୍ଣ ବହୁମତ ସରକାର ଓ ବିଜୟ ଲାଭ ଶୁଣି କଣ୍ଟାବାଞ୍ଜି ବିଜେପିରେ ଉତ୍ସାହ ଦେଖାଦେଇଥିବା ଜଣାପଡିଛି । ଯାହା ଦେଖିବାକୁ ମିଳିଛି ସ୍ଥାନୀୟ ଇନ୍ଦିରା ଛକରେ ଆୟୋଜିତ ଉତ୍ସବ ସମାରୋହରେ । ବିଜେପି ଲହର ଦ୍ରୁତ ରହିଥିବାରୁ ପୌର…
Read More...

ସେଞ୍ଚୁରିୟାନ ବିଶ୍ୱ ବିଦ୍ୟାଳୟରେ ଉତ୍କଳ କୃଷିମେଳା ଆୟୋଜିତ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ଉପକଣ୍ଠସ୍ଥ ସେଞ୍ଚୁରିୟାନ ବିଶ୍ୱ ବିଦ୍ୟାଳୟରେ ଦୁଇ ଦିନ ପାଇଁ ଉତ୍କଳ କୃଷି ମେଳା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଡକ୍ଟର ଏମ୍‌ ଦେବେନ୍ଦ୍ର ରେଡ୍ଡି ଡୀନ ଏମ୍‌ ଏସ ସ୍ୱାମୀନାଥନ କୃଷି ବିଦ୍ୟାଳୟ ସ୍ୱାଗତ…
Read More...

କିଆକଟା ସରପଞ୍ଚ ଭାବେ ଦାୟିତ୍ୱ ଗ୍ରହଣ କଲେ ଗାୟତ୍ରୀ ବେହେରା

କିଆକଟା : ଅନୁଗୋଳ ଜିଲ୍ଲା ଆଠମ୍ଲଲିକ ବ୍ଲକ ଅନ୍ତର୍ଗତ କିଆକଟା ଗ୍ରାମ ପଞ୍ଚାୟତର ନୂତନ ସରପଞ୍ଚ ଗାୟତ୍ରୀ ବେହେରା ଆଜି ଆନୁଷ୍ଠାନିକ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ସେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧୀକାରୀଙ୍କୁଠାରୁ ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି । ଆଜି ଶ୍ରୀମତୀ ଗାୟତ୍ରୀ…
Read More...

ନନ୍ଦନକାନନରେ ନୂଆ ଅତିଥି

ବାରଙ୍ଗ: ଆଜି ସକଳେ ନନ୍ଦନକାନନରେ ଧଳା ବାଘୁଣୀ ରୁପା ତାର ପ୍ରଥମ ଶାବକ ଜନ୍ମ ଦେଇଛି । ବର୍ତ୍ତମାନ ସୁଧା ଗୋଟିଏ ଶାବକ ଜନ୍ମ ହୋଇଥିବା ବେଳେ ପ୍ରସବ ପ୍ରକ୍ରିୟା ଜାରି ରହିଛି । ପ୍ରସବ ପ୍ରକ୍ରିୟା ଜାରି ରହିଥିବାରୁ ଆଜି ମଧ୍ୟାହ୍ନ ସୁଦ୍ଧା ଆଉ ଅଧିକ ଶାବକ ଜନ୍ମ ହେବାର ସମ୍ଭାବନା ରହିଛି ।…
Read More...

ୟୁକ୍ରେନରୁ ଫେରିଲେ ମେଡିକାଲ ଛାତ୍ର ପ୍ରିୟବ୍ରତ: ଯୁଦ୍ଧର ଭୟଙ୍କର ବିଭୀଷିକା ବର୍ଣ୍ଣନା କଲେ

ସୁବର୍ଣ୍ଣପୁର: ୟୁକ୍ରେନରୁ ସମସ୍ତ ଛାତ୍ରଙ୍କୁ ଭାରତ ମାଟିକୁ ସୁରକ୍ଷିତ ଫେରେଇ ଆଣି ଥିବାରୁ ଭାରତ ସରକାରଙ୍କୁ ଧନ୍ୟବାଦ ଦେଲେ ସୁବର୍ଣ୍ଣପୁର ଜିଲ୍ଲାବାସୀ । ଯୁଦ୍ଧର ଘନଘଟା ମଧ୍ୟରେ ଫସିରହିଥିଲେ ଅନେକ ଛାତ୍ର ଛାତ୍ରୀ ତେବେ ସୁବର୍ଣ୍ଣପୁରର ପ୍ରିୟବ୍ରତ ସାହୁ ମଧ୍ୟ ପ୍ରାୟ ୧୫ଦିନ ପର୍ଯ୍ୟନ୍ତ…
Read More...

ସରକାରୀ ଅଫିସରେ ଲାଗିବନି ମୁଖ୍ୟମନ୍ତ୍ରୀ ଫଟୋ

ଚଣ୍ଡିଗଡ :ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂହ ମାନ୍‌ ଶପଥ ଗ୍ରହଣ କରିବା ପରେ ରାଜ୍ୟର କୌଣସି ସରକାରୀ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ସ୍ଥାନ ପାଇବ ନାହିଁ । ଏହା ପରିବର୍ତ୍ତେ କେବଳ ଭଗତ ସିଂହ ଓ ବାବା ସାହେବ ଆମ୍ବେଦକରଙ୍କ ଫଟୋ ଶୋଭା ପାଇବ ବୋଲି ମାନ୍‌ ଘୋଷଣା କରିଛନ୍ତି ।…
Read More...

ଏପ୍ରିଲ ୨୯ରୁ ମାଟ୍ରିକ ପରୀକ୍ଷା, ଜାଣନ୍ତୁ କେମିତି ଦିଆଯିବ ମାର୍କ

୨୦୨୨ ମସିହାର ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍‌ ପରୀକ୍ଷା ଆସନ୍ତା ଅପ୍ରେଲ ୨୯ ତାରିଖରୁ ହେବ । ଏହା ଆସନ୍ତା ମଇ ୬ ତାରିଖ ପର୍ଯ୍ୟନ୍ତ ଚାଲିବ । ଶ୍ରେଣୀ ଗୃହରେ ଶାରୀରିକ ଭାବେ (ଅଫଲାଇନ)ରେ ସକାଳ ୮ଟାରୁ ପରୀକ୍ଷା ହେବ । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ପ୍ରେସ୍‌…
Read More...

୪ରାଜ୍ୟରେ ବିଜେପିର ବିଜୟ ପରେ ପ୍ରତିକ୍ରିୟା ରଖିଲେ ପ୍ରଶାନ୍ତ କିଶୋର, କହିଲେ ଏହି ବଡକଥା

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ, ଉତ୍ତରପ୍ରଦେଶ, ଗୋଆ ଏବଂ ମଣିପୁର ବିଧାନସଭା ନିର୍ବାଚନରେ ବିଜେପି ବହୁତ ଭଲ ପ୍ରଦର୍ଶନ କରିଛି ଏବଂ ଏହି ରାଜ୍ୟଗୁଡିକରେ ବିଜେପି ସରକାର ଗଠନ ପ୍ରାୟ ନିଶ୍ଚିତ । ଉତ୍ତରପ୍ରଦେଶ ଏବଂ ଉତ୍ତାଖଣ୍ଡରେ ବିଜେପି ବହୁମତ ହାସଲ କରିଛି । ଭାରତୀୟ ରାଜନୈତିକ ରଣନୀତିଜ୍ଞ…
Read More...