Yearly Archives

2022

ଟାଟା ପାୱାର୍‌ର ମନମାନି, ଉପଭୋକ୍ତା ହନ୍ତସନ୍ତ

ଦଶପଲ୍ଲା : ନୟାଗଡ ଜିଲ୍ଲାର ସହରାଞ୍ଚଳ ସମେତ ଗ୍ରାମାଞ୍ଚଳରେ ବିଭିନ୍ନ ଆଳ ଦେଖାଇ ଟାଟା ପାୱାର ଗ୍ରାହକଙ୍କୁ ଶୋଷଣ କରୁଛି । ଏପରି ଗୁରୁତର ଅଭିଯୋଗ ଆଣିଛନ୍ତି ନୟାଗଡ ଜିଲ୍ଲାର ବିଦ୍ୟୁତ୍‌ ଉପଭୋକ୍ତାମାନେ । ଗତ ରବିବାର ଦିନ ରକ୍ଷଣାବେକ୍ଷଣ ପାଇଁ ରବିବାର ସକାଳ ୮ଟାରୁ ସନ୍ଧ୍ୟା ୬ଟା
Read More...

ଅଧୁରା ରହିଲା ଶିବଙ୍କ ଦର୍ଶନ : ବସଧକ୍କାରେ ଚାଲିଗଲା ସ୍ତ୍ରୀଙ୍କ ଜୀବନ, ସ୍ୱାମୀ ଗୁରୁତର

ସୁବର୍ଣ୍ଣପୁର: ଜିଲ୍ଲାର ୫୭ନମ୍ବର ଜାତୀୟ ରାଜପଥ କଲାପଥର ଛକ ନିକଟରେ ସଡ଼କ ଦୁର୍ଘଟଣା ଘଟି ସ୍ତ୍ରୀଙ୍କ ଜୀବନ ଯାଇଥିବା ବେଳେ ସ୍ୱାମୀ ଗୁରୁତର ଅବସ୍ଥାରେ ଜିଲ୍ଲା ଡାକ୍ତରଖାନାରେ ଚିକିତ୍ସାଧୀନ ଥିବାଭଳି ଏକ ଦୁଃଖଦପୂର୍ଣ୍ଣ ଘଟଣା ଘଟଛି । ସକାଳୁ ସକାଳୁ ମହାପ୍ରଭୁ ଶିବଙ୍କ ଦର୍ଶନ ପାଇଁ
Read More...

ନାଗରିକ କ୍ରିୟାନୁଷ୍ଠାନ କମିଟି ଦ୍ୱାରା ଆୟୋଜିତ ସମ୍ବଲପୁର ବନ୍ଦ ସଫଳ

ସମ୍ବଲପୁର : ଓଡ଼ିଶାର ପଶ୍ଚିମାଞ୍ଚଳକୁ ନେଇ ସ୍ୱତନ୍ତ୍ର ରାଜ୍ୟ ଗଠନ, ସମ୍ବିଧାନ ର ଅଷ୍ଟମ ସୂଚୀରେ ସମ୍ବଲପୁରୀ ଭାଷାକୁ ସାମିଲ, ସମ୍ବଲପୁର ରେ ଓଡ଼ିଶା ହାଇକୋର୍ଟର ଏକ ସ୍ଥାୟୀ ବେଞ୍ଚ ସ୍ଥାପନ ସହିତ ସମ୍ବଲପୁରକୁ ଏକ ପ୍ରୟୋଗଶାଳା ରୂପେ ବ୍ୟବହାର ନ କରିବା ଆଦି ବିଭିନ୍ନ ଦାବିକୁ ନେଇ ଆଜି
Read More...

ନିର୍ମାଣ କାମ ନସରୁଣୁ ଦବିଗଲା ଛାତ

ଖପ୍ରାଖୋଲ,୨୩/୧୧: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ନାନ୍ଦୁପଲା ପଞ୍ଚାୟତର କନ୍ଦରାଭଟାରେ ପବିତ୍ର ଶୈବପୀଠ ଜଳ ମହାଦେବ ମନ୍ଦିର ଅବସ୍ଥିତ ରହିଛି । ଏହା ଏକ ସର୍ବପୁରାତନ ଶୈବପୀଠ ହୋଇଥିବାବେଳେ ଭକ୍ତଙ୍କ ମନସ୍କାମନା ପୂରଣ ହେଉନଥିବାରୁ ପାପନାସିନୀ ଝରଣାରେ ସ୍ନାନ କରି
Read More...

ପୁଣି ଫେଲ ହେଲେ ପନ୍ତ, ଟିମ୍‌ ଇଣ୍ଡିଆରୁ ପଡିପାରନ୍ତି ବାଦ

ନୂଆଦିଲ୍ଲୀ : ଟିମ୍‌ ଇଣ୍ଡିଆର ୱିକେଟ୍‌ କିପର ବ୍ୟାଟ୍ସମ୍ୟାନ୍‌ ଋଷଭ ପନ୍ତ ତାଙ୍କ ଖରାପ ଫର୍ମ ଦେଇ ଗତି କରୁଛନ୍ତି । ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ପନ୍ତଙ୍କୁ ମଧ୍ୟ ଦଳରେ ସାମିଲ କରାଯାଇଛି କିନ୍ତୁ ସେଠାରେ ମଧ୍ୟ ସେ ରନ୍‌ ପାଇଁ ସଂଘର୍ଷ କରୁଥିବା ଦେଖିବାକୁ ମିଳିଛି । ନ୍ୟୁଜିଲ୍ୟାଣ୍ଡ ବିପକ୍ଷ
Read More...

ସେଞ୍ଚୁରିୟାନ ବୈଷୟିକ ବିଶ୍ୱ ବିଦ୍ୟାଳୟରେ ଅନ୍ତର୍ଜାତୀୟ ଭୌଗୋଳିକ ସୂଚନା ପ୍ରଣାଳୀ ଦିବସ ପାଳିତ

ପାରଳାଖେମୁଣ୍ଡି : ସେଞ୍ଚୁରିୟାନ ବୈଷୟିକ ବିଦ୍ୟାଳୟ ପାରଳାଖେମୁଣ୍ଡି ଠାରେ ଦ୍ୱିତୀୟ ଆନ୍ତଃର୍ଜାତୀୟ ଭୌଗୋଳିକ ସୂଚନା ପ୍ରଣାଳୀ ଦିବସ ୨୦୨୨ ହଇବ୍ରିଡ଼ ପୋଷ୍ଟର ଉପସ୍ଥାପନ ସିଭିଲ ଇଂଜିନିୟରିଂ ବିଭାଗ ଏବଂ ସେଣ୍ଟର ଫର ଡାଟା ସାଇନ ଦ୍ୱାରା ଆୟୋଜିତ ହୋଇଥିଲା । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଏହି
Read More...

ମିଡିଆ ଉପରେ ବର୍ଷିଲେ ଅକ୍ଷୟ ପରିଜା

ଭୁବନେଶ୍ୱର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା ଆଜି ପୁଣି ଥରେ ଇଡିରେ ହାଜର ହୋଇଛନ୍ତି । ତେବେ ଇଡିରେ ହାଜର ବେଳେ କିଛି ଗଣମାଧ୍ୟମ ଉପରେ ଅକ୍ଷୟ ପରିଜା ବର୍ଷିଛନ୍ତି । ସେ କହିଛନ୍ତି ଯେ କିଛି ଚ୍ୟାନେଲ ଦାୟିତ୍ୱହୀନ ଭାବେ ଖବର
Read More...

ବିଭିନ୍ନ ଦାବି ନେଇ ଅଙ୍ଗନବାଡ଼ି କର୍ମୀଙ୍କ ବିକ୍ଷୋଭ ପ୍ରଦର୍ଶନ

ପାରଳାଖେମୁଣ୍ଡି: ଅଲ୍‌ ଓଡିଶା ଅଙ୍ଗନବାଡ଼ି ଲେଡିସ ୱାକର୍ସ ଆସୋସିଏସନ ପକ୍ଷରୁ ଗଜପତି ଜିଲ୍ଲା ମୋହନା ବ୍ଲକର ୩୯ ପଞ୍ଚାୟତର ଅଙ୍ଗନବାଡ଼ି କର୍ମୀମାନେ ମୋହନା ବ୍ୟାଙ୍କ୍‌ ନିକଟରେ ଏକତ୍ରିତ ହୋଇ ଶତାଧିକ କର୍ମୀ ବିଶାଳ ଶୋଭାଯାତ୍ରା ବାହରି ହାତରେ ପ୍ଲାକାର୍ଡ ଧରି ୮ ଦଫା ଦାବୀର ସ୍ଲୋଗାନ ଦେଇ
Read More...

ପୁରୀ ଏସପିଙ୍କ ନାମରେ ଫେସବୁକରେ ଫେକ ଆକାଉଣ୍ଟ କରି ଟଙ୍କା ଲୁଟ ଉଦ୍ୟମ

ପୁରୀ : ପୁରୀ ଏସପିଙ୍କ ନାମରେ ଫେସବୁକରେ ଫେକ ଆକାଉଣ୍ଟ କରି ଟଙ୍କା ଲୁଟ ଉଦ୍ୟମ । ଅଭିଯୋଗ ପରେ ଗିରଫ ହେଲେ ଅଭିଯୁକ୍ତ ଯୁବକ ମନୋଜ ସାହୁ । ୨୨ ବର୍ଷୀୟ ଯୁବକଙ୍କ ଘର ଯାଜପୁର କୋରେଇ ଅଂଚଳରେ । ତାହାରପୁର କୋରେଇ ଅଞ୍ଚଳର ଏହି ଯୁବକ ଜଣକ ପୁରୀ ଏସ୍‌ପିଙ୍କ ନାମରେ ଫେକ ଫେସବୁକ ଆକାଉଣ୍ଟ କରି
Read More...

ଦ୍ୱିତୀୟ ମା ଭୈରବୀ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ଉଦଘାଟିତ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକ ପୁରୁଣାକଟକ ମିନି ଷ୍ଟାଡିୟମ ଠାରେ ଚଳିତ ବର୍ଷ ଦ୍ୱିତୀୟ ମା ଭୈରବୀ ମହୋତ୍ସବ ଉଦଘାଟିତ ହୋଇଯାଇଛି । ପ୍ରଥମେ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ଭୈରବୀଙ୍କ ମନ୍ଦିର ପ୍ରାଙ୍ଗଣ ଠାରୁ ମାଁଙ୍କ ଜ୍ୟୋତି ଓ ପ୍ରତିମାକୁ ନେଇ ଏକ ବିରାଟ ପଟୁଆର ସହିତ ଢୋଲ
Read More...