Yearly Archives

2022

ନବରଙ୍ଗପୁରରେ ସହୀଦ ଲକ୍ଷ୍ମଣ ନାୟକ ଜୟନ୍ତୀ ପାଳିତ

ନବରଙ୍ଗପୁର : ଭାରତ ସ୍ୱାଧିନତା ସଂଗ୍ରାମ ଇତିହାସରେ ଅଭିଭକ୍ତ କୋରାପୁଟ ଜିଲ୍ଲାର ଅଗ୍ରଣୀ ବୀର ସ୍ୱାଧିନତା ସଂଗ୍ରାମୀଙ୍କ ମଧ୍ୟରେ ସହୀଦ ଲକ୍ଷ୍ମଣ ନାୟକ ଅନ୍ୟତମ । ନିଜର ମା ମାଟି, ଦେଶର ସ୍ୱାଧିନତା ପାଇଁ ମହାତ୍ମା ଗାନ୍ଧୀଙ୍କ କର ବା ମାର ଡାକରାରେ ଉଦବୁଦ୍ଧ ହୋଇ ଇଂରେଜ ସରକାର ବିରୁଦ୍ଧରେ
Read More...

ନୟାଗଡ଼ ରାଜନୀତିରେ ରାଣୀ-ଇରାନୀ ଲଢେଇ !

ଦଶପଲ୍ଲା : କୁହାଯାଏ ରାଜନୀତିରେ ସବୁକିଛି ସମ୍ଭବ । ନୟାଗଡ ଜିଲ୍ଳାରେ ରାଜନୀତି ଘଡିକେ ଘୋଡା ଛୁଟୁଛି । ବିଜେଡି, ବିଜେପି, କଂଗ୍ରେସ ମଧ୍ୟରେ ରାଜନୈତିକ ଛକାପଞ୍ଝାକୁ ନେଇ ରାଜନୈତିକ ମହଲରେ ବେଶ୍‌ ଆଲୋଚନା ହେଉଛି । ଗୋଟିଏ ପଟେ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ରାଜନୈତିକ ପତିଆରାକୁ ନେଇ
Read More...

ପଶ୍ଚିମାଞ୍ଚଲ ଏକତା ମଞ୍ଚ ତରଫରୁ ରାଜ୍ୟ ସରକାରଙ୍କୁ କୃତଜ୍ଞତା

ସମ୍ବଲପୁର : ଓଡ଼ିଶାର ପଶ୍ଚିମାଞ୍ଚଳର ଭାଷା ସାହିତ୍ୟ ସଂସ୍କୃତିର ଅବିଚ୍ଛେଦ୍ୟ ଅଂଚଳ ଭାବେ ପରିଗଣିତ ବୌଦ୍ଧ ଏବଂ ନୂଆପଡା ଜିଲ୍ଲାକୁ ଉତ୍ତରାଂଚଳ ରାଜସ୍ୱ କମିଶନରଙ୍କ ଅଧିନକୁ ଆଣିବା ପାଇଁ ରାଜ୍ୟ ସରକାର ବିଜ୍ଞପ୍ତି ଜାରି କରିଥିବାରୁ ଅଂଚଳବାସୀଙ୍କ ଦୀର୍ଘଦିନର ଦାବି ପୂରଣ ହୋଇଛି ।
Read More...

ଓଜେଏସ ପରୀକ୍ଷାରେ କୃତିତ୍ୱ ହାସଲ କରିଥିବା ସାଧକଙ୍କୁ ସମ୍ବର୍ଦ୍ଧନା

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ରାମ ନଗର ହାଇଟେକ ପ୍ଲାଜାରେ ଓଡ଼ିଶା ଜୁଡିସିଆଲ ସର୍ଭିସ (ଓଜେଏସ) ପରୀକ୍ଷାରେ କୃତିତ୍ୱ ହାସଲ କରିଥିବା ନୂଆଗଡ଼ ବ୍ଳକ ଗୋଲୀ ଗ୍ରାମର ସାଧକ କାର୍ଜିଙ୍କୁ ହାଇଟେକ ଗ୍ରୁପର ଅଧ୍ୟକ୍ଷ ଡକ୍ଟର ତିରୁପତି ପାଣିଗ୍ରାହୀ
Read More...

କଂଗ୍ରେସ କାଉନସିଲରଙ୍କୁ ଏନଏସି ପକ୍ଷରୁ ଅଣଦେଖା ଅଭିଯୋଗ, ଅଫିସ ଆଗରେ ଧାରଣା ଦେଲେ

ବାଲିଗୁଡ଼ା : ଦୁଇ କଂଗ୍ରେସ କାଉସିଲରଙ୍କୁ ଏନ୍‌ଏସି ପକ୍ଷରୁ ଅଣଦେଖା ଅଭିଯୋଗ । ନ୍ୟାୟ ଦାବିରେ ୭ଦଫା ଦାବି ନେଇ ଏନ୍‌ଏସି କାର୍ଯ୍ୟାଳୟ ବାରଣ୍ଡାରେ ଧାରଣାରେ ବସିଛନ୍ତି ଦୁଇ କାଉନସିଲର । ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନ୍‌ଏସିରେ । ସୂଚନା ପ୍ରକାରେ
Read More...

ବେଙ୍ଗଲ ମାଷ୍ଟର୍ସ ଆଥେଲଟକ୍ସ ଆସୋସିଏସନ ପ୍ରତିଯୋଗିତାରେ କିଶୋର ଚନ୍ଦ୍ର ରଥଙ୍କ ସଫଳତା

ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡିର କ୍ରୀଡ଼ାବିତ କିଶୋର ଚନ୍ଦ୍ର ରଥ ବେଙ୍ଗଲ ମାଷ୍ଟର୍ସ ଆଥେଲେଟକ୍ସ ଆସୋସିଏସନ ଦ୍ୱାରା ମୋଗେଲ ଜିଲ୍ଲାର ଚିନ୍‌ ଚୁରା ମଇଦାନରେ ଆୟୋଜିତ ହୋଇଥିବା ଦୁଇ ଦିନିଆ ଦୌଡ଼ ପ୍ରତିଯୋଗିତାରେ ଭାଗ ନେଇ ତାମ୍ର ପଦକ ହାସଲ କରି ଗୌରବ ଆଣିଛନ୍ତି । ଏହି ପ୍ରତିଯୋଗିତାରେ
Read More...

କୋର୍ଟରେ ସ୍ବୀକାର କଲା ଶ୍ରଦ୍ଧା ହତ୍ୟାକାରୀ ଅଫତାବ, ରାଗରେ ହତ୍ୟା କରିଥିଲି

ନୂଆଦିଲ୍ଲୀ: ପ୍ରେମିକା ଶ୍ରଦ୍ଧା ୱାକର୍‌ଙ୍କୁ ହତ୍ୟା କରିବା କଥା ଅଦାଲତରେ ସ୍ବୀକାର କରିଛି ଅଫ୍‌ତାବ ଆମିନ ପୁନାୱାଲା। ସେ ରାଗର ବଶବର୍ତ୍ତୀ ହୋଇ ଶ୍ରଦ୍ଧାଙ୍କ ହତ୍ୟା କରିଥିବା କଥା ଆଜି ଦିଲ୍ଲୀ ‌କୋର୍ଟରେ ସ୍ବୀକାର କରିଛି। ମାତ୍ର ଗଣମାଧ୍ୟମରେ ତା ବିଷୟରେ ଯାହା ସବୁ ଚର୍ଚ୍ଚା ହେଉଛି ସେ
Read More...

ସଂଯୁକ୍ତ ଜନ ଅଭିଯୋଗ ଶୁଣାଣି ସହ ଗ୍ରାମ୍ୟ ମୁଖୀ ପ୍ରଶାସନ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ରାୟଗଡ ବ୍ଳକ ଅନ୍ତର୍ଗତ ଏଙ୍ଗାରସିଙ୍ଗ ଗ୍ରାମ ପଞ୍ଚାୟତଠାରେ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣି ସହ ଗ୍ରାମ୍ୟ ମୁଖୀ ପ୍ରଶାସନ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା, ବ୍ଳକ ଅଧ୍ୟକ୍ଷା ପୂର୍ଣ୍ଣବାସୀ ନାୟକ, ଆରକ୍ଷୀ
Read More...

ଆଇଟିଡିଏ ସମ୍ମିଳନୀ କକ୍ଷରେ ବିଶ୍ୱ ମତ୍ସ୍ୟ ଦିବସ ପାଳିତ

ଫୁଲବାଣୀ : ନଭେମ୍ବର ୨୧ ତାରିଖକୁ ବିଶ୍ୱ ମତ୍ସ୍ୟ ଦିବସ ରୂପେ ପାଳନ କରାଯାଉଛି । ଏହି ଅବସରରେ ଫୁଲବାଣୀ ଆଇଟିଡିଏ ସମ୍ମିଳନୀ କକ୍ଷରେ ଜିଲ୍ଲା ମତ୍ସ୍ୟ ବିଭାଗ ପକ୍ଷରୁ ବିଶ୍ୱ ମତ୍ସ୍ୟ ଦିବସ ପାଳନ କରାଯାଇଛି । ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ
Read More...

“ସଙ୍ଗୀତଜ୍ଞ ତ୍ରିପୁରାରି ସାବତ ଥିଲେ ଦକ୍ଷିଣ ଓଡ଼ିଶାର ଜାଗ୍ରତ ସାଂସ୍କୃତିକ ପ୍ରହରୀ’

ଗଞ୍ଜାମ/ବ୍ରହ୍ମପୁର : ଅଗ୍ରଣୀ ସାଂସ୍କୃତିକ ପ୍ରତିଷ୍ଠାନ "ଜାତୀୟ ସଙ୍ଗୀତ କଳା କେନ୍ଦ୍ର" ପକ୍ଷରୁ ୭୪ତମ ବାର୍ଷିକୋତ୍ସବ କଳା କେନ୍ଦ୍ର ପରିସରସ୍ଥ ଭଞ୍ଜ ମଣ୍ଡପ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ କଳା କେନ୍ଦ୍ରର ପ୍ରତିଷ୍ଠାତା ସଙ୍ଗୀତଜ୍ଞ ତ୍ରିପୁରାରି ସାବତଙ୍କ ଜନ୍ମ ଶତ
Read More...