Yearly Archives

2022

୫ ମାସ ହେଲା ଦରମା ପାଇନଥିବା ଗ୍ରାମ ରୋଜଗାର ସେବକଙ୍କ ଦାବିପତ୍ର ପ୍ରଦାନ

ଖପ୍ରାଖୋଲ,୧୯/୧୧: ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକର ଗ୍ରାମ ରୋଜଗାର ସେବକମାନେ ୫ ମାସ ହେଲା ଦରମା ପାଇନଥିବା ଅଭିଯୋଗ ହୋଇଛି । ସାତ ଦିନ ମଧ୍ୟରେ ପାଉଣା ନମିଳିଲେ କାର୍ଯ୍ୟବନ୍ଦ କରିବାକୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମିରଞ୍ଜନ ରାଉତଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିବା ଜଣାପଡିଛି ।
Read More...

ତିନି ଦଫା ଦାବିରେ ବିଇଓଙ୍କୁ ଦାବିପତ୍ର ପ୍ରଦାନକଲେ ପ୍ରାଥମିକ ଶିକ୍ଷକ ସଂଘ

ନନ୍ଦାହାଣ୍ଡି,୧୯/୧୧- ନବରଙ୍ଗପୁର ଜିଲ୍ଳା ନନ୍ଦାହାଣ୍ଡି ବ୍ଳକର ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ତରଫରୁ ମୁଖ୍ୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ତିନି ଦଫା ଦାବୀପତ୍ର ପ୍ରଦାନ କରାଯାଇଛି । ସଂଘର କାର୍ଯ୍ୟକାରୀ ସଭାପତି ଭୁବନେଶ ନାୟକଙ୍କ ନେତୃତ୍ୱରେ ଡଙ୍ଗରଭେଜା
Read More...

ପ୍ରାଥମିକ ଶିକ୍ଷକ ସଂଘର ୩ ଦଫା ଦାବି ପତ୍ର ପ୍ରଦାନ

ବୌଦ୍ଧ,୧୯/୧୧- ବୌଦ୍ଧ ବ୍ଲକ ପ୍ରାଥମିକ ଶିକ୍ଷକ (ଏନପିଏସ) ସଂଘର ସଭାପତି ରାଜକୁମାର ପ୍ରଧାନଙ୍କ ନେତୃତ୍ୱରେ ଏକ ବିଶାଳ ଶୋଭାଯାତ୍ରା ବୌଦ୍ଧ ଟାଉନହଲ ଠାରୁ ବାହାରି ବିଇଓଙ୍କୁ ୩ ଦଫା ଦାବିପତ୍ର ପ୍ରଦାନ କରିଛନ୍ତି । ପ୍ରତ୍ୟେକ ସୋପାନରେ ରାଜ୍ୟସରକାରଙ୍କ ପାତରଅନ୍ତର ଓ ସଂଘ ବିଭାଜନ ନୀତି
Read More...

ଅଗ୍ନି ବିପନ୍ନଙ୍କୁ ସହାୟତାର ହାତ ବଢାଇଲେ ଟାକରା ସରପଞ୍ଚ

ଦଶପଲ୍ଲା,୧୯/୧୧: - ଗତକାଲି ଅପରାହ୍ନ ୨ ଘଟିକା ସମୟରେ ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍‌ ଅନ୍ତର୍ଗତ ଟାକରା ଗ୍ରାମପଂଚାୟତ ବୁଗୁଡା ଗ୍ରାମର ଚିତ୍ରସେନ ଭୋଇଙ୍କ ଘରେ ଆକସ୍ମିକ ଭାବରେ ନିଆଁ ଲାଗି ୪ ବଖରା ଘର ପୋଡିଯିବା ସହିତ ସମସ୍ତ ଆସବାବପତ୍ର , ଗଚ୍ଛିତ ଥିବା ଖାଦ୍ୟ ସାମଗ୍ରୀ ମଧ୍ୟ ପୋଡି
Read More...

‘ଦମନ’ ଚଳଚ୍ଚିତ୍ରକୁ ଟିକସ ମୁକ୍ତ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୮/୧୧ : ଓଡିଶା ସରକାରଙ୍କ ମ୍ୟାଲେରିଆ ନିରାକରଣ କାର୍ଯ୍ୟକ୍ରମ ଉପରେ ନିର୍ମିତ ଚଳଚ୍ଚିତ୍ର ‘ଦମନ’ର ପ୍ରଦର୍ଶନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ପୂର୍ଣ୍ଣ ଟିକସ ମୁକ୍ତ ଘୋଷଣା କରିଛନ୍ତି । ବାସ୍ତବ ଜୀବନରେ ମାଲକାନଗିରିର ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ଜଣେ
Read More...

ଫାଇଲ ଆଣି ନଥିବାରୁ ଆଇନଜୀବୀଙ୍କୁ ଭର୍ତ୍ସନା କଲେ ସିଜେଆଇ

ନୂଆଦିଲ୍ଲୀ,୧୮/୧୧: କେସ୍‌ ଫାଇଲ ନଆଣିବା ଜଣେ ଆଇନଜୀବୀଙ୍କ ପାଇଁ ମହଙ୍ଗା ପଡ଼ିଛି । ଏଭଳି ଅତି ଦାୟିତ୍ୱହୀନ କାର୍ଯ୍ୟ ପାଇଁ ତାଙ୍କୁ ପ୍ରଧାନ ବିଚାରପତିଙ୍କ ଠାରୁ ତାଗିଦ ଶୁଣିବାକୁ ପଡ଼ିଛି । ଆଜି ଜଣେ ଆଇନଜୀବୀ ଗୋଟିଏ ମାମଲାରେ ନିଜର ପକ୍ଷ ରଖିବାକୁ ସିଜେଆଇଙ୍କ କୋର୍ଟରେ ହାଜର ହୋଇଥିଲେ ।
Read More...

କୁଇ ସାମାଜ ସମିତି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ଫୁଲବାଣୀ :୧୭ ଦଫା ଦାବିପୂରଣ ନେଇ କୁଇ ସମାଜ ସେବା ସମିତି ପକ୍ଷରୁ ଶୁକ୍ରବାର ଦିନ ଏକ ସାମ୍ବାଦିକ ସମ୍ମିଳନୀ ସ୍ଥାନୀୟ କୁଇ ସମାଜ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା । ଦାବୀ ମଧ୍ୟରେ ରହିଛି ଜଙ୍ଗଲ ଜମି ପଟ୍ଟା, ମେଡିକାଲ କଲେଜକୁ ସ୍ଥାନୀୟ ଆଦିବାସୀ ନେତାଙ୍କ ନାମରେ ନାମିତ କରିବା,
Read More...

ଦେଶରେ ଦୁଇ ସନ୍ତାନ ଜନ୍ମ ନିୟମ ଲାଗୁ ଆବେଦନ କୋର୍ଟରେ ଖାରଜ

ନୂଆଦିଲ୍ଲୀ,୧୮/୧୧ : ଜନସଂଖ୍ୟା ବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ ଦୁଇ ସନ୍ତାନ ଜନ୍ମ ନିୟମ ଲାଗୁ କରିବା ଲାଗି ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଦାବିକରି ଆଗତ ହୋଇଥିବା ପିଟିସନକୁ ଆଜି ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । କୋର୍ଟ କହିଛନ୍ତି ଯେ ଏହା
Read More...

କଟକ ସମେତ ୫ଟି ସହରରେ ହେବ ହକି ବିଶ୍ୱକପ୍‌ ଉତ୍ସବ

ଭୁବନେଶ୍ୱର,୧୮/୧୧ : ଆଗକୁ ହେବାକୁ ଥିବା ପୁରୁଷ ବିଶ୍ୱକପ୍‌ ହକି-୨୦୨୩କୁ ନେଇ ଓଡ଼ିଶାର କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ବଶ୍‌ ଉକ୍ରଣ୍ଠା ଦେଖିବାକୁ ମିଳୁଛି । ସେମାନେ ଏହାକୁ ଆଗ୍ରହର ସହ ଅପେକ୍ଷା କରି ବସିଥିବା ବେଳେ ଆଜି ରାଜ୍ୟ ସରକାର ଏହାର ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି । ଆଜି
Read More...

ନିୟତି ଭିନ୍ନକ୍ଷମ ଅନୁଷ୍ଠାନ ଆନୁକୁଲ୍ୟରେ ଶୀତବସ୍ତ୍ର ବଣ୍ଟନ

ପାରଳାଖେମୁଣ୍ଡି : ଆଜି ପୂର୍ବାହ୍ନରେ ନିୟତିର ସମସ୍ତ ଛାତ୍ରଛାତ୍ରୀ (ହିତାଧିକାରୀ) ଏବଂ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ୪୦ରୁ ଉର୍ଦ୍ଧ୍ୱ ସେଇଟି ପୋଷାକ ବିଶିଷ୍ଟ ଶିକ୍ଷାବିତ୍‌ ତଥା ବୁଦ୍ଧିଜୀବୀ ମହେଶ ଚରଣ ଦାଶଙ୍କ ଦ୍ୱାରା ବଣ୍ଟନ କରାଯାଇଛି । ମୁଖ୍ୟ ଅତିଥି ଭାବେ ଗଜପତିର ଆରକ୍ଷୀ ଅଧିକ୍ଷକ
Read More...