Yearly Archives

2022

ନିଟ୍‌ ୩.୦ ଓ ଆଂଚଳିକ ଭାଷାରେ ଏଆଇସିଟିଇର ବୈଷୟିକ ପୁସ୍ତକର ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର: ଦେଶରେ ଶୁଭାରମ୍ଭ ହୋଇଥିବା ନିଟ୍‌ ୩.୦(ନ୍ୟାସନାଲ ଏଜ୍ୟୁକେସିନାଲ ଏଲାଇନ୍ସ ଫର୍‌ ଟେକ୍ନୋଲୋଜି) ଅନ୍ତର୍ଗତ ୧୨ ଲକ୍ଷ ସାମାଜିକ-ଆର୍ଥିକ ଅନଗ୍ରସର ଛାତ୍ରଛାତ୍ରୀଙ୍କୁ ୨୫୩ କୋଟି ମୂଲ୍ୟର ମାଗଣା ନିଟ୍‌ ଇଡ଼ି-ଟେକ୍‌ କୋର୍ସ ବଂଟନ ଛାତ୍ର ସମାଜ ପାଇଁ ପ୍ରଧାନମନ୍ତ୍ରୀଙ୍କ
Read More...

ଜୋହାନ୍ସବର୍ଗ ଟେଷ୍ଟ, ଭାରତ ପ୍ରଥମ ଇନିଂସରେ ୨୦୨ରେ ଅଲଆଉଟ୍‌

ଜୋହାନ୍ସବର୍ଗ : ଏଠାରେ ଆଜିଠୁ ବିନା ବିରାଟ କୋହଲିରେ ଆରମ୍ଭ ହୋଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଭାରତକୁ ପ୍ରାରମ୍ଭିକ ଝଟକା ଲାଗିଛି । ଘରୋଇ ଦଳର ପ୍ରଭାବି ବୋଲିଂ ଯୋଗୁ ଭାରତ ପ୍ରଥମ ଦିବସରେ ମାତ୍ର ୬୩.୧ ଓଭର ଖେଳି ୨୦୨ରେ ଅଲଆଉଟ ହୋଇଯାଇଛି । ଅଧିନାୟକ କେଏଲ
Read More...

ଏହି ରାଜ୍ୟର ଅଧିକାଂଶ ରଣଜି ଖେଳାଳି କରୋନା ସଂକ୍ରମିତ

କୋଲକାତା : ବେଙ୍ଗାଲ ରଣଜି ଟିମର ଅଧିକାଂଶ ସଦସ୍ୟ କରୋନା ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ସେମାନଙ୍କୁ ଆଇସୋଲେସନରେ ରଖାଯାଇଛି । ଆଜି କ୍ରିିକେଟ ଆସୋସିଏସନ ଅଫ ବେଙ୍ଗାଲ(ସିଏବି) ଏହି ସୂଚନା ଦେଇଛି । ସିଏବି କହିଛି ଯେ ସୁରକ୍ଷା ଦୃଷ୍ଟିରୁ ସମସ୍ତଙ୍କର
Read More...

ମଦ୍ୟପ ଯୁବକଙ୍କ ଉନ୍ମୁକ୍ତ କାଣ୍ଡ ; ଝୁଲାପୋଲ ଉପରେ ଚଢ଼ି ଦେଖାଇଲେ ବିପଦଜନକ ଷ୍ଟଣ୍ଟ, ଦେଖନ୍ତୁ ଭିଡିଓ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା କୁଟିକିଆ ଝୁଲା ପୋଲ ଉପରେ ଦୁଇଜଣ ମଦ୍ୟପ ଯୁବକଙ୍କ ବିପଦପୂର୍ଣ୍ଣ ଷ୍ଟଣ୍ଟ କରୁଥିବା ଭିଜୁଆଲ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସୂଚନା ପ୍ରକାରେ ଗତକାଲି ବାଲିଗୁଡ଼ା ଠାରୁ ୧୦ କିଲୋମିଟର ଦୂରରେ ଥିବା କୁଟିକିଆ ନିକଟସ୍ଥ ଖଡ଼ଗ ନଦୀ
Read More...

ଜିଲ୍ଲାରେ ୧୫ରୁ ୧୮ ବର୍ଷ କିଶୋରମାନଙ୍କୁ କୋଭିଡ ଟିକାକରଣ ଶୁଭାରମ୍ଭ

ପୁରୀ : ଜିଲ୍ଲରେ ୧୫ରୁ ୧୮ ବର୍ଷ ବୟସ ପର୍ଯ୍ୟନ୍ତ କିଶୋର ମାନଙ୍କୁ କୋଭିଡ ଟିକାକରଣ ଆରମ୍ଭ ହୋଇଛି । ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା କମଳା ଦେବୀ ମାତୃ ମଙ୍ଗଳ ସ୍ୱାସ୍ଥ୍ୟକେନ୍ଦ୍ରରେ ଜିଲ୍ଲାରେ ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି । ଜିଲ୍ଲାରେ ଏହି ବୟସ ବର୍ଗରେ ୯୦ ହଜାର ୯୬୧ ଜଣ ଥିବାବେଳେ
Read More...

ତିନି ଦିନ ପରେ ଜଗା ଦର୍ଶନ କଲେ ଭକ୍ତ

ପୁରୀ : ତିନି ପରେ ଜଗା ଦର୍ଶନ ପାଇଛନ୍ତି ଭକ୍ତ । କୋଭିଡ ଗାଇଡ଼ ଲାଇନ ମାନି ଭକ୍ତ ମାନେ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି । ନୂଆ ବର୍ଷରେ ମହାପ୍ରଭୁଙ୍କ ଦର୍ଶନରୁ ବଂଚିତ ଥିବା ଭକ୍ତ ମହାପ୍ରଭୁଙ୍କ ଦର୍ଶନ ନେଇ ବେଶ ଉତଫୁଲିତ ଅଛନ୍ତି ।ନୂଆ ବର୍ଷରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ନେଇ
Read More...

ପୂର୍ଣ୍ଣକାଳୀନ ମୁଖ୍ୟ କୋଚ ପଦକୁ ସାକଲେନଙ୍କ ନା

କରାଚୀ : ପାକିସ୍ତାନ ଜାତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ପଦ ଗ୍ରହଣ କରିବାକୁ ସାକଲେନ ମୁସ୍ତାକ ମନା କରିଦେଇଛନ୍ତି । ପିସିବିକୁ ଲେଖିଥିବା ଏକ ଚିଠିରେ ସେ ଉଲ୍ଲେଖ କରିଛନ୍ତି ଯେ କେତେକ ବ୍ୟକ୍ତିଗତ କାର୍ଯ୍ୟବ୍ୟସ୍ତତା କାରଣରୁ ସେ ଏହି ଦାୟିତ୍ୱ ପୂର୍ଣ୍ଣକାଳୀନଭାବେ ଗ୍ରହଣ କରିବାକୁ ଅକ୍ଷମ ।
Read More...

ଦେଶର ପ୍ରଥମ ଶିକ୍ଷିକା ମାତା ସାବିତ୍ରୀବାଇ ଫୁଲେଙ୍କ ଜନ୍ମ ଦିବସ ପାଳିତ

ଫୁଲବାଣୀ : ଜାଗ୍ରତ କନ୍ଧମାଳ ଓଡିଶା ସାମାଜିକ ସଂଗଠନର ମହିଳା ସଂଗଠିକା ଶ୍ରୀମତି ପାର୍ବତୀ ନାୟକଙ୍କ ନେତୃତ୍ୱରେ ମାତା ସାବିତ୍ରୀ ବାଇ ଫୁଲେଙ୍କ ଜନ୍ମ ଦିବସ ଫୁଲବାଣୀ ସହରର ସଗଡିଆ ସାହି ଠାରେ ପାଳିତ ହୋଇଯାଇଛି । ଆଜିର ଦିନ ଅର୍ଥାତ ୩.୧-୧୮୩୧ ମସିହା ମହାରାଷ୍ଟ୍ରର ନଇଗାଁରେ ତାଙ୍କର ଜନ୍ମ
Read More...

୧୫ ରୁ ୧୮ ବର୍ଷ ପିଲାଙ୍କ ଟିକାକରଣ କାର୍ଯ୍ୟକ୍ରମର ଉଦଘାଟନ

ନବରଙ୍ଗପୁର: ଜିଲ୍ଲାରେ ଆରମ୍ଭ ହେଲା ୧୫ ରୁ ୧୮ ବର୍ଷ ବୟସ୍କଙ୍କ ଟିକାକରଣ କାର୍ଯ୍ୟକ୍ରମ । ଏଥି ନିମନ୍ତେ ସମସ୍ତ ପ୍ରସ୍ତୁତି ସରିଯାଇଛି । ମୁଖ୍ୟ ଚିକିତ୍ସାଳୟରେ ଆୟୋଜିତ ସ୍ୱତନ୍ତ୍ର ଟିକାକରଣ କେନ୍ଦ୍ରକୁ ଜିଲ୍ଲାପାଳ ଡକ୍ଟର କୋମଳ ଲୋଚନ ମିଶ୍ର ଉଦଘାଟନ କରିଥିଲେ । ଜିଲ୍ଲାର ୧୦ଟି ବ୍ଲକ ଓ
Read More...

କନ୍ଧସମାଜ ପଞ୍ଚରାର ତ୍ରିସ୍ତରୀୟ ନିର୍ବାଚନରେ ଆସନ ସଂରକ୍ଷଣ ପାଇଁ ଦାବୀପତ୍ର ପ୍ରଦାନ

ବୌଦ୍ଧ,୩/୧- ଆଗକୁ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ରାଜ୍ୟ ସରକାରଙ୍କ ଦ୍ୱାରା ଦ୍ୱିତୀୟ ଦଫାରେ ବୌଦ୍ଧଜିଲ୍ଲା ପାଇଁ ଜାରି କରାଯାଇଥିବା ସରପଞ୍ଚ ପଦବୀ ଗୁଡ଼ିକ ମଧ୍ୟରୁ କୌଣସି ପଞ୍ଚାୟତ ରେ ଅନୁସୂଚିତ ଜନଜାତିଙ୍କ ଲାଗି ସଂରକ୍ଷଣ ବ୍ୟବସ୍ଥା ରହିନଥିବା ଜଣାପଡିବା ପରେ ଏହି
Read More...