Yearly Archives

2022

ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ନନ୍ଦାହାଣ୍ଡି : ଗରିବର ଗରିବି ଆଜି ଦେଉଛି ଅସହ୍ୟ ଯନ୍ତ୍ରଣା । ତେଣେ ହସ ଖୁସିର ସଂସାରରେ ଲଦି ହୋଇ ଯାଇଛି ଦୁଃଖର ପାହାଡ଼ । ଭାଗ୍ୟ ଯଦି ଖେଳ ଖେଳେ ତାହେଲେ ଗୁହାରି କରିବେ ବା କାହାକୁ । ନିଜ କର୍ମକୁ ନିନ୍ଦି ଭଗବାନ ଭରସାରେ ରହି ଯାଇଛନ୍ତି ପରିବାର । ଏବେ କେବଳ ଅପେକ୍ଷା ସରକାରୀ
Read More...

ସ୍ୱଚ୍ଛ ଓ ନିର୍ମଳ ଶାସନ ବିଜେଡିର ଏକମାତ୍ର ଏଜେଣ୍ଡା : ନବୀନ

ପୁରୀ: ବିଜେଡି ଏବେ ଆଉ ଦଳ ନୁହଁ,ଏକ ସାମାଜିକ ଆନ୍ଦୋଳନ । ଓଡ଼ିଶାର ଉନ୍ନତି ସହ ସ୍ୱଚ୍ଛ ଓ ନିର୍ମଳ ଶାସନ ବିଜେଡିର ଏକମାତ୍ର ଏଜେଣ୍ଡା । ମହିଳା ସଶକ୍ତିକରଣକୁ ଆମ ଦଳ ଓ ସରକାର ସର୍ବାଧିକ ଗୁରୁତ୍ୱ ଦେଇଆସୁଛି । ଓଡ଼ିଶାବାସୀ ଦୀର୍ଘ ବର୍ଷ ହେବ ଆମକୁ ସେବା କରିବାକୁ ସୁଯୋଗ ଦେଇଛନ୍ତି । ଏ
Read More...

ବୌଦ୍ଧ ଜିଲ୍ଲା ବିଜେପି ପକ୍ଷରୁ ସତ୍ୟାଗ୍ରହ ଅନୁଷ୍ଠିତ

ବୌଦ୍ଧ : ବୌଦ୍ଧ ଜିଲ୍ଲା ବିଜେପି ତରଫରୁ ୧୦ ଗୋଟି ମଣ୍ଡଳ ସ୍ତରରେ ଆଜି ସତ୍ୟାଗ୍ରହ ଅନୁଷ୍ଠିତ ହୋଇଯାଇଛି । ବୌଦ୍ଧ ଜିଲ୍ଲା ନଗର ମଣ୍ଡଳ ତରଫରୁ ବୌଦ୍ଧ ସହର ତହସିଲ ଅଫିସ ପାଖରେ ଥିବା ଡ. ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ତଳେ ସମସ୍ତ ବିଜେପି ନେତୃବୃନ୍ଦ ପ୍ରମୁଖ ସକାଳ ସାଢେ଼ ୯.୩୭ ମିନିଟ ଠାରୁ
Read More...

ଉତ୍କଳ ସମ୍ମିଳନୀ ଗଜପତି ଶାଖାର ନୂତନ କର୍ମକର୍ତ୍ତା ନିର୍ବାଚନ

ପାରଳଖେମୁଣ୍ଡି : ଆଜି ପୂର୍ବାହ୍ନରେ ସ୍ଥାନୀୟ ଉତ୍କଳ ହିତୈଷିଣୀ ସମାଜ ସଭା ଗୃହରେ ଉତ୍କଳ ସମ୍ମିଳନୀ ଗଜପତି ଶାଖାର ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି ।ଉପଦେଷ୍ଟା ମଣ୍ଡଳୀରେ ମୁଖ୍ୟ ଉପଦେଷ୍ଟା ଭାବେ ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର,ଉପଦେଷ୍ଟା ଭାବେ ଆଚାର୍ଯ୍ୟ
Read More...

ମନମୋହୁଛି ନୟାଗଡ଼ ମହୋତ୍ସବ

ଦଶପଲ୍ଲା : ଆରମ୍ଭ ହୋଇଯାଇଛି ନୟାଗଡ ମହୋତ୍ସବ । ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷା ଓ ଖାଉଟି କଲ୍ୟାଣ ଏବଂ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହାକୁ ଉଦଘାଟନ କରିଛନ୍ତି । ଉଦଘାଟନୀ ସଭାରେ ପୁରୀ ସାଂସଦ ପିନାକୀ ମିଶ୍ର, ନୟାଗଡ଼ ବିଧାୟକ ଡ. ଅରୁଣ କୁମାର
Read More...

ଏବିଭିପିର ରାଜ୍ୟ ସହ ସମ୍ପାଦିକା ହେଲେ କନ୍ଧମାଳର ସଞ୍ଜନା କହଁର

ଫୁଲବାଣୀ :- ଅନୁଗୋଳ ଠାରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି )ର ରାଜ୍ୟ ଅଧିବେଶନ ଅନୁଷ୍ଟିତ ହୋଇଯାଇଛି । ଏଥିରେ କନ୍ଧମାଳ ଜିଲ୍ଲାର ଛାତ୍ରୀ ନେତ୍ରୀ ସୁଶ୍ରୀ ସଞ୍ଜନା କହଁରଙ୍କୁ ଏବିଭିପିର ରାଜ୍ୟ ସହ -ସମ୍ପାଦିକା ଭାବେ ନୂତନ ଦାୟିତ୍ୱ ଦିଆଯାଇଛି । କନ୍ଧମାଳର ଆଉ ଜଣେ ଛାତ୍ରୀ
Read More...

ମହାବୀରଙ୍କ ମଥାଚିତା ଚୋରି

ଦଶପଲ୍ଲା : ମହାବୀର କ୍ଷେତ୍ର ବା ପ୍ରଭୂ ମହାବୀରଙ୍କ ନାମ ଶୁଣିଲେ ଦେଶ ତଥା ରାଜ୍ୟର କୋଣ ଅନୁକୋଣରେ ଦଶପଲ୍ଲା ବେଶ୍‌ ଜଣାଶୁଣା । ଦୈନିକ ପ୍ରଭୁ ମହାବୀରଙ୍କ ଆଶିଷ ପାଇଁ ଭକ୍ତଙ୍କ ସମାଗମ ହେଉଥିବା ବଳେ ପ୍ରତିବର୍ଷ ଦଶପଲ୍ଲାର ପ୍ରସିଦ୍ଧ ଲଙ୍କାପୋଡି ଯାତ୍ରା ଅନୁଷ୍ଠିତ ହୋଇଆସୁଛି । ଏହାରି
Read More...

ଅଶ୍ୱିନଙ୍କୁ ‘ବୈଜ୍ଞାନିକ’ ଆଖ୍ୟା ଦେଲେ ସେହ୍ବାଗ

ନୂଆଦିଲ୍ଲୀ: ବାଂଲାଦେଶ ବିପକ୍ଷରେ ରବିଚନ୍ଦ୍ରନ ଅଶ୍ୱିନ ଏବଂ ଶ୍ରେୟସ ଆୟର ଭାରତକୁ ପରାଜୟରୁ ମୁହଁରୁ ରକ୍ଷା କରିଥିଲେ। ଏହି ବିଜୟ ସହିତ ଭାରତୀୟ ଦଳ ମଧ୍ୟ ବାଂଲାଦେଶ ବିପକ୍ଷ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜକୁ ୨-୦ରେ ଜିତିଛି। ୧୪୫ ରନ୍‌ର ଟାର୍ଗେଟକୁ ପଛରେ ପକାଇ ଭାରତ ୭୪ ରନରେ ୭
Read More...

ବିବି କଲେଜ ୧୯୯୫ ମସିହା ବ୍ୟାଚର ବନ୍ଧୁ ମିଳନ ଉତ୍ସବ

ଚଣ୍ଡିଖୋଲ: ଚଣ୍ଡିଖୋଲ ବାବା ଭୈରବାନନ୍ଦ ସ୍ୱୟଂ ଶାସିତ ମହାବିଦ୍ୟାଳୟର ୧୯୯୫ ମସିହା ସ୍ନାତକ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କଲେଜ ପରିସରରେ ଥିବା ନବ ମାଳତୀ ପ୍ରେକ୍ଷାଳୟରେ ଗୁରୁ ପୂଜନ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଅଧ୍ୟାପକ ଡ. ଦିଲିପ ନାୟକ
Read More...

ଜୟ କିଷାନ କୃଷକ ସୁରକ୍ଷା ସଂଗଠନ ପକ୍ଷରୁ ବୃଦ୍ଧବୃଦ୍ଧାଙ୍କୁ ଶୀତବସ୍ତ୍ର ବଣ୍ଟନ

ପାଟଣାଗଡ : ଖପ୍ରାଖୋଲ ବ୍ଳକର ଜୟ କିଷାନ ସୁରକ୍ଷା ସଂଗଠନ ଜୁରିଆ ପକ୍ଷରୁ ଅସହାୟ ବୃଦ୍ଧବୃଦ୍ଧାମାନଙ୍କୁ ଶୀତବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବ୍ଳକର ଚଙ୍ଗରିଆ ପଞ୍ଚାୟତର ରେଙ୍ଗାଲଜୁରୀ, ଦୁନ୍ଦେଲ, ଚଙ୍ଗରିଆ ଆଦି ଗ୍ରାମର ପ୍ରାୟ ଶତାଧିକରୁ ଅଧିକ ଅସହାୟ
Read More...