ଜୟ କିଷାନ କୃଷକ ସୁରକ୍ଷା ସଂଗଠନ ପକ୍ଷରୁ ବୃଦ୍ଧବୃଦ୍ଧାଙ୍କୁ ଶୀତବସ୍ତ୍ର ବଣ୍ଟନ

0 94

ପାଟଣାଗଡ : ଖପ୍ରାଖୋଲ ବ୍ଳକର ଜୟ କିଷାନ ସୁରକ୍ଷା ସଂଗଠନ ଜୁରିଆ ପକ୍ଷରୁ ଅସହାୟ ବୃଦ୍ଧବୃଦ୍ଧାମାନଙ୍କୁ ଶୀତବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବ୍ଳକର ଚଙ୍ଗରିଆ ପଞ୍ଚାୟତର ରେଙ୍ଗାଲଜୁରୀ, ଦୁନ୍ଦେଲ, ଚଙ୍ଗରିଆ ଆଦି ଗ୍ରାମର ପ୍ରାୟ ଶତାଧିକରୁ ଅଧିକ ଅସହାୟ ବୃଦ୍ଧବୃଦ୍ଧାମାନଙ୍କୁ ଶୀତବସ୍ତ୍ର ପ୍ରଦାନ କାରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସଂଗଠନର ବିପିନ ବରିହା, କୁରେଶ୍ୱର ବରିହା, ସରୋଜ ସାହୁ ପ୍ରମୁଖଙ୍କ ସମେତ ଅନ୍ୟ ସଦସ୍ୟମାନେ ସାମିଲ ଥିଲେ ।

hiranchal ad1
Leave A Reply

Your email address will not be published.

20 − 9 =