Yearly Archives

2022

ପଦ୍ମପୁରକୁ ଜିଲ୍ଲା ଗଠନ ଦାବି ପ୍ରତି ଆମର ପୂର୍ଣ୍ଣ ସମର୍ଥନ ରହିଛି: ବିଜେଡି

ଭୁବନେଶ୍ୱର: ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ପାଇଁ ବିଜୁ ଜନତା ଦଳର ପୂର୍ଣ୍ଣ ସମର୍ଥନ ରହିଛି । ଏହି ଦାବି ପୂରଣ ପାଇଁ ଗଠିତ କ୍ରିୟାନୁଷ୍ଠାନ କମିଟି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଆଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀ ମଧ୍ୟ ଯୁକ୍ତିଯୁକ୍ତ ଦାବିକୁ ଶୁଣିବା ସହିତ ସକରାତ୍ମକ
Read More...

୬ ବର୍ଷ ପରେ ମିଳିଲା ହଜିଲା ପୁଅ, ପରିବାର ସମେତ ଗାଁ ରେ ଖୁସିର ଲହରୀ

ବାଲିଗୁଡ଼ା: ୬ ବର୍ଷ ପରେ ହଜିଲା ପୁଅକୁ ଫେରିପାଇଲେ ପରିବାର ଲୋକେ । ଦୀର୍ଘ ବର୍ଷ ପରେ ନିଜ ପୁଅକୁ ପାଖରେ ପାଇ ବିଭୋର ପରିବାର ବର୍ଗ । ଗାଁ ରେ ଖେଳିଯାଇଛି ଖୁସିର ଲହରୀ । ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅଞ୍ଚଳରେ । ଗତ ୨୦୧୬ ମସିହାରେ କନ୍ଧମାଳ ଜିଲ୍ଲା
Read More...

ଗୁଣି ଗାରେଡିକୁ ନେଇ ଗାଁରେ ଅଶାନ୍ତି

ଗଞ୍ଜାମ:ପୁଣି ଅନ୍ଧ ବିଶ୍ୱାସକୁ ନେଇ ଗାଁରେ ଗଢ଼ି ଉଠିଛି ଅସନ୍ତୋଷ । ବିଜ୍ଞାନ କେତେ ଉପରକୁ ଯାଇ ଅଗ୍ରଗତି କରି ମଙ୍ଗଳ ଗ୍ରହକୁ ଯିବା ଏବଂ ଚନ୍ଦ୍ର ପୃଷ୍ଟରେ ଘର କରିବାର ଭିତ୍ତିଭୂମି ସଫଳ ହୋଇଥିବା ବେଳେ ଆଜି ମଧ୍ୟ କେତେକ ଗ୍ରାମରେ ଗୁଣି ଗାରେଡିକୁ ନେଇ ଲୋକଙ୍କ ମନରୁ ସନ୍ଦେହ ଦୂର
Read More...

ବ୍ଳକ ସ୍ତରୀୟ ବିଜ୍ଞାନମେଳା ପାଇଁ ପ୍ରସ୍ତୁତି ବୈଠକ

ପାଟଣାଗଡ଼ : ସ୍ଥାନୀୟ ରମାଇଁ ଉଚ୍ଚ ବିଦ୍ୟାଳୟ ସମ୍ମିଳନୀ କକ୍ଷରେ ସକାଳ ୧୦ଟା ସମୟରେ ଆବାହକ ତଥା ରମାଇଁ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ୟାମସୁନ୍ଦର ବିଶ୍ୱାଳ ଏବଂ ବ୍ଳକ ବିଜ୍ଞାନ ସଂଯୋଜକ ଓଁକାର ରଞ୍ଜନ ମିଶ୍ରଙ୍କ ସଂଯୋଜନା କ୍ରମେ ବ୍ଳକ ଶିକ୍ଷା ଅଧିକାରୀ ଶଙ୍କର ପ୍ରସାଦ ମାଝୀଙ୍କ
Read More...

ଯୋଡା ଓ ବଡବିଲ ଶିଳ୍ପାଞ୍ଚଳର ବିକାଶରେ ଜେଏସ୍‌ଡବ୍ଲୁ ଭାଗିଦାରି

ଯୋଡ଼ା: ସ୍ୱଚ୍ଛ ସବୁଜ ଶିଳ୍ପାଞ୍ଚଳର ବିକାଶ ପାଇଁ ସବୁବେଳେ ଆଗେଇ ଆସିଛି ଜେଏସ୍‌ଡବ୍ଲୁ । ଲୋକମାନଙ୍କୁ ସମସ୍ତ ସୁବିଧା କରିବା ସହିତ ସ୍ୱାସ୍ଥ୍ୟ ଓ ସେବା ଉପରେ ଅଧିକ ଗୁରୁତ୍ୱ ଦେଇଛି । ଏହା ସହିତ ସ୍ଥାନୀୟ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଦେବା ପାଇଁ ବିଭିନ୍ନ କାର୍ଯ୍ୟକ୍ର୍ରମ ଜରିଆରେ ଲୋକଙ୍କ
Read More...

ବୌଦ୍ଧରେ ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଚଂପିଆନସିପ ଉଦଘାଟିତ

ବୌଦ୍ଧ,୧୧/୧୧- ରାଜ୍ୟ ବ୍ୟାଡମିଣ୍ଟନ ଆସୋସିଏସନ ଦ୍ୱାରା ମାନ୍ୟତାପ୍ରାପ୍ତ ରାଜ୍ୟସ୍ତରୀୟ ୧୯ ବର୍ଷରୁ କମ୍‌ ବୟସ ବର୍ଗର ବ୍ୟାଡମିଣ୍ଟନ ଚଂପିଆନସିପ ବୌଦ୍ଧର ଇନଡୋର ଷ୍ଟାଡିୟମରେ ଆଜି ଉଦଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ ଯୋଗଦେଇ ଏହି ଚଂପିଆନସିପ
Read More...

ପାଣ୍ଡ୍ୟା ହୋଇପାରନ୍ତି ଟି-୨୦ ପୂର୍ଣ୍ଣକାଳୀନ ଅଧିନାୟକ, ନ୍ୟୁଜିଲାଣ୍ଡ ସିରିଜ ପରେ ହୋଇପାରେ ନିଷ୍ପତ୍ତି

ନୂଆଦିଲ୍ଲୀ : ଆଇସିସି ଟି -୨୦ ବିଶ୍ୱକପ ୨୦୨୨ ର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍‌ ୧୦ ନଭେମ୍ବରରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିଲା । ଭାରତକୁ ଟାଇଟଲ ପାଇଁ ଏକ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ ଭାବରେ ବିବେଚନା କରାଯାଉଥିଲା, କିନ୍ତୁ ଟିମ୍‌ ଇଣ୍ଡିଆ ୧୦ ୱିକେଟରେ ଇଂଲଣ୍ଡଠାରୁ ହାରିବା
Read More...

ସରକାରୀ ଯୋଜନା କାହା ପାଇଁ ? ଝାଟିମାଟି ଘରେ ବିତୁଛି ଜୀବନ

ଫୁଲବାଣୀ :- କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କେଳାପଡା ପଞ୍ଚାୟତ ଗେରୁପଡାର ବୈରିକୁମ୍ପା ଗ୍ରାମରେ ଶୁବଳ ବେହେରା ଦୀର୍ଘ ବର୍ଷରୁ ସ୍ତ୍ରୀ ପୁଅ ଝିଅଙ୍କୁ ନେଇ ଭଙ୍ଗାରୁଜା ଘରେ ରହି ଆସୁଛନ୍ତି । ତାଙ୍କ ପାଇଁ ଭରଷା କହିଲେ ତିଆରି କରିଥିବା ଝାଟିମାଟି ଘର । ଦୀର୍ଘ ବର୍ଷ ହେବ ବୈରୁକୁମ୍ପା
Read More...

ବ୍ଲକ୍‌ ସ୍ତରୀୟ ଭିନ୍ନକ୍ଷମ ପିଲାମାନଙ୍କ ପାଇଁ ପ୍ରତିଯୋଗିତା

ଫୁଲବାଣୀ :- କନ୍ଧମାଳ ଜିଲ୍ଲାର ସଦର ମହକୁମା ଏଜେଓ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକ୍‌ ସ୍ତରୀୟ ଭିନ୍ନକ୍ଷମ ପିଲାମାନଙ୍କ ପାଇଁ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଏଜେଓ ଉଚ୍ଚ ନ୍ୟାୟାଳୟର ଫୁଲବାଣୀର ପ୍ରଧାନଶିକ୍ଷକ ଦିଲ୍ଲିପ କୁମାର ପ୍ରଧାନ ଓ ସହ
Read More...

ଭାରତକୁ ବିଶ୍ୱଗୁରୁ କରିବାପାଇଁ ଭାରତୀୟ ଭାଷାରେ ଶିକ୍ଷା ପ୍ରଦାନ ଜରୁରୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର: ମାତୃଭାଷାରେ ଶିକ୍ଷାଦାନ ଲାଗି ନୂତନ ଜାତୀୟ ଶିକ୍ଷାନୀତିରେ ପ୍ରାଧାନ୍ୟ ଦେଇଛନ୍ତି ସରକାର। ତୃଣମୂଳ ସ୍ତରରେ ମେଧା ବିକାଶପାଇଁ ସରକାର ଗୁରୁତ୍ୱ ଦେଉଛନ୍ତି। ବୈଷୟିକ ଶିକ୍ଷା ସମ୍ପର୍କିତ ଶବ୍ଦାବଳୀକୁ ସହଜରେ ବୁଝିବାପାଇଁ ମାତୃଭାଷା ଏକାନ୍ତ ପ୍ରୟୋଜନ। ମାତୃଭାଷାରେ
Read More...