ରାମ ଲିଙ୍ଗେଶ୍ୱର ସେବା ସମବାୟ ସମିତି ପରିଦର୍ଶନ କଲେ ଯୋଗାଣ ଅଧିକାରୀ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୋଶାଣୀ ବ୍ଳକର କେରାଣ୍ଡି ପଞ୍ଚାୟତର ନୂଆ କେରାଣ୍ଡି ଗ୍ରାମରେ ଥିବା ରାମ ଲିଙ୍ଗେଶ୍ୱର ସେବା ସମବାୟ ସମିତି ପରିଦର୍ଶନ କଲେ ଜିଲ୍ଲା ଯୋଗାଣ ଅଧିକାରୀ ପ୍ରଫୁଲ୍ଲ କୁମାର ବେହେରା । ଚାଷୀଙ୍କ ଠାରୁ ଧାନ କ୍ରୟ କରିବା ସକାଶେ ଆଜିଠାରୁ ଟୋକେନ୍ ଦେଇ ମିଲର ମାନେ!-->…
Read More...
Read More...