Monthly Archives

March 2023

ଓଡ଼ିଶା ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ଭାରତ୍ତୋଳନ ଓ ମୁଷ୍ଟି ଯୁଦ୍ଧ

ପାରଳାଖେମୁଣ୍ଡି: ଓଡ଼ିଶା ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ଭାରତ୍ତୋଳନ ଓ ମୁଷ୍ଟିଯୁଦ୍ଧ ଗଞ୍ଜାମ ଜିଲ୍ଲାର କୁଇଜ ଅଫ ଦି ମିଶନ ସ୍କୁଲ ବ୍ରହ୍ମପୁର ଠାରେ ଆୟୋଜିତ ରାଜ୍ୟ ସ୍ତରୀୟ ମୁଷ୍ଟି ଯୁଦ୍ଧ ଚଉଦ ବର୍ଷରୁ କମ ପ୍ରତିଯୋଗିତାରେ ଗଜପତି ଜିଲ୍ଲାର ୪୨. ୪୪ କିଲୋ ଗ୍ରାମ ଜଗନ ବେହେରା ପ୍ରଥମ
Read More...

ବାଲିଗୁଡା ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ: ସଭାପତି ହରିଶ୍ଚନ୍ଦ୍ର, ସମ୍ପାଦକ ଅନିଲ ନିର୍ବାଚିତ

ବାଲିଗୁଡା: କନ୍ଧମାଳ ଜିଲ୍ଲା ବାଲିଗୁଡା ଓକିଲ ସଂଘ ର ୨୦୨୩-୨୪ ବର୍ଷ ନିମନ୍ତେ ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଭାପତି ଭାବେ ଟି.ହରିଶ୍ଚନ୍ଦ୍ର ରାଓ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଥିବା ବେଳେ ସମ୍ପାଦକ ଭାବେ ଅନିଲ କୁମାର ଦାସ ନିକଟତମ ପ୍ରତିଦ୍ୱନ୍ଦୀ
Read More...

ବିକାଶ ଡିଗ୍ରୀ ନର୍ସିଂ ମହାବିଦ୍ୟାଳୟରେ ବିଶ୍ୱ ଯକ୍ଷ୍ମା ଦିବସ ପାଳିତ

ଭବାନୀପାଟଣା: ଭବାନୀପାଟଣା ସ୍ଥିତ ବିକାଶ ଡିଗ୍ରୀ ନର୍ସିଂ ମହାବିଦ୍ୟାଳୟରେ ଆଜି ବିଶ୍ୱ ଯକ୍ଷ୍ମା ଦିବସ ଅନୁଷ୍ଠାନର ନିର୍ଦ୍ଦେଶକ ଡି . ରାମ କୁମାରଙ୍କ ତତ୍ତ୍ୱାବଧାନରେ ପାଳିତ ହୋଇଯାଇଛି । ଛାତ୍ରଛାତ୍ରୀମାନେ ଦେପୁର ଗ୍ରାମଠାରେ ଗୀତିନାଟିକା ମାଧ୍ୟମରେ ଯକ୍ଷ୍ମା ସମ୍ବନ୍ଧୀୟ ଏକ ଆଲୋଚନାଚକ୍ର
Read More...

ହରଭଙ୍ଗା ବ୍ଲକରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ

ହରଭଙ୍ଗା,୨୫/୩- ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଏକ କିଡ଼ନୀ ପ୍ରପୀଡ଼ିତ, ଜଙ୍ଗଲ ଘେରା ଉପାନ୍ତ ଅଞ୍ଚଳ ହୋଇଥିବାବେଳେ ସରକାରଙ୍କ ବିଭିନ୍ନ ଯୋଜନା ଏହି ଅଞ୍ଚଳରେ ବାଟମାରଣା, ଅଧାପନ୍ତରା ହେବା ସହିତ ଦିନକୁ ଦିନ ଏହି ଅଞ୍ଚଳର ବିକାଶ ସୁପ୍ତ ହେବାକୁ ବସିଛି । ପାନୀୟଜଳ, ଗମନାଗମନ, ସରକାରଙ୍କ
Read More...

ପରିତ୍ୟକ୍ତ କୂଅରୁ ବଳଦ ଉଦ୍ଧାର

ହରଭଙ୍ଗା : ହରଭଙ୍ଗା ବ୍ଲକ ରାମଗଡ ପଂଚାୟତ ଅନ୍ତର୍ଗତ କୋଇଲିସୂତା ଗ୍ରାମର ଏକ ପରିତ୍ୟକ୍ତ କୂଅରୁ ଆଜି ଶନିବାର ଏକ ବଳଦ ଉଦ୍ଧାର କରାଯାଇଛି । ଘଟଣା ଅନୁଯାଇ ଆଜି ପ୍ରାୟ ସକାଳ ୯ଘଣ୍ଟା ସମୟରେ ରାମଗଡ ଗ୍ରାମର ଶୁକ୍ରୁ ଜଗଦଲାଙ୍କ ଏକ ବଳଦ କୋଇଲି ସୂତା ଗ୍ରାମର ଏକ ପରିତ୍ୟକ୍ତ କୂଅରେ କୌଣସି
Read More...

ନଳକୂପରୁ ବାହାରୁଛି ସୁନା ଭଳି ପଦାର୍ଥ, ସୁନା ଖଣି ନେଇ ଚର୍ଚ୍ଚା

ପାଟଣାଗଡ଼/ ଖପ୍ରାଖୋଲ : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ୍‌ ଅଞ୍ଚଳରେ ସୁନା ଖଣି ଥିବା ନେଇ ଏବେ ସବୁଠି ଚର୍ଚ୍ଚା । ଖପ୍ରାଖୋଲ ବ୍ଲକ୍‌ ନାନ୍ଦୁପଲା ଗାଁର ଜାବେଦ ମହମ୍ବଦ ନାମକ ଜଣେ ଚାଷୀ ଛଞ୍ଚାଣ ବାହାଲି ଗାଁ ନିକଟରେ କିଛିଦିନ ତଳେ ଏକ ଗଭୀର ନଳକୂପ ଖୋଲିଥିବା ବେଳେ
Read More...

ଫୁଲବାଣୀ ଓକିଲ ସଂଘର ସଭାପତି ହେଲେ ଭଗବାନ ମହାନ୍ତି

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ଓକିଲ ସଂଘର ନିର୍ବାଚନ ଫଳାଫଳ ପ୍ରକାଶିତ ହୋଇଛି । ସଭାପତି ଭାବେ ବରିଷ୍ଠ ଆଇନଜୀବୀ ଭଗବାନ ମହାନ୍ତି ନିର୍ବାଚିତ ହୋଇଥିବା ବେଳେ ସମ୍ପାଦକ ଭାବେ କମଳ କୁମାର ବେହେରା ନିର୍ବାଚିତ ହୋଇଛନ୍ତି । ସେହିପରି ଉପସଭାପତି ଭାବେ ବୀଣାପାଣି ପ୍ରଧାନ, ସହ ସମ୍ପାଦକ
Read More...

ଖଡ଼ିଆଳ ବିଧାନସଭା ନିର୍ବାଚନ ଲଢ଼ିବେ ଅବସରପ୍ରାପ୍ତ ଆୟକର କମିଶନର ଶ୍ରୀକାନ୍ତ ଚାଟାର୍ଜୀ

ନୂଆପଡା : ନିର୍ବାଚନ ଲଢ଼ିବେ ପୂର୍ବତନ ଆୟକର କମିଶନର ଶ୍ରୀକାନ୍ତ ଚାଟାର୍ଜୀ । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏହା ଘୋଷଣା କରିଛନ୍ତି । ବିଧାନସଭା ନିର୍ବାଚନ ଗୋଟିଏ ବର୍ଷ ବାକିଥିବା ବେଳେ ସେ ଖଡ଼ିଆଳ ନିର୍ବାଚନ ମଣ୍ଡଳୀ ପାଇଁ ବିଧାୟକ ପ୍ରାର୍ଥୀ ଭାବରେ ସେ ଲଢେଇ କରିବେ ବୋଲି ଆଜି
Read More...

ଜିଲ୍ଲାସ୍ତରୀୟ ବିଶ୍ୱ ଯକ୍ଷ୍ମା ଦିବସ ପାଳିତ

ସୁବର୍ଣ୍ଣପୁର : ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ଜିଲ୍ଲାସ୍ତରୀୟ ବିଶ୍ୱ ଯକ୍ଷ୍ମା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ସରକାରୀ ମହିଳା ସ୍ୱାସ୍ଥ୍ୟକର୍ମୀ ତାଲିମ କେନ୍ଦ୍ର ଠାରେ ଅନୁଷ୍ଠିତ ସଚେତନତା ସଭାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ବିଶ୍ୱ ରଂଜନ ପତି
Read More...

ଜିଲ୍ଲାପାଳ ଲୋକାର୍ପଣ କଲେ ପାଞ୍ଚ ମେଟ୍ରିକ ଟନ ବିଶିଷ୍ଟ ୪ଟି ଶୀତଳ ଗୃହ

ସୁବର୍ଣ୍ଣପୁର : ଆଜି ସୋନପୁର ଉପକଣ୍ଠ କଳାପଥର ସ୍ଥିତ ଉପବଜାର ପ୍ରାଙ୍ଗଣ ଠାରେ ୫ ମେଟ୍ରିକ ଟନ ବିଶିଷ୍ଟ ୪ଗୋଟି ଶୀତଳ ଗୃହର ଲୋକାର୍ପଣ ସୁବର୍ଣ୍ଣପୁର ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେଙ୍କ ଦ୍ୱାରା ହୋଇଯାଇଛି । ଓଡିଶା କ୍ଷୁଦ୍ର ଶିଳ୍ପ ନିଗମ କଟକ ଜରିଆରେ ଜିଲ୍ଲାର ଡୁଙ୍ଗୁରିପାଲି
Read More...