Yearly Archives

2023

କନ୍ଧମାଳ, ଅନୁଗୋଳ ଓ ଗଜପତି ଜିଲ୍ଲାରେ “ଆମ ଓଡିଶା ନବୀନ ଓଡିଶା’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର:୨ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀ ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ମାଧ୍ୟମରେ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ। ଏହି କାର୍ଯ୍ୟକ୍ରମର ଫୋକସ୍‌ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ । ଆଜି ଭୁବନେଶ୍ବରରୁ
Read More...

ତୀରନ୍ଦାଜରେ ବୌଦ୍ଧର କୃତିତ୍ୱ

ବୌଦ୍ଧ,୬/୧୧:- କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଦ୍ୱାରା ହାଇଦ୍ରାବାଦରେ ଆୟୋଜିତ ୫୭ତମ ଜାତୀୟ ଓ ଆଞ୍ଚଳିକ ଖେଳ ପ୍ରତିଯୋଗିତା ୨୦୨୩-୨୪ରେ ତୀରନ୍ଦାଜ ଖେଳରେ (ବାଳକ ବିଭାଗ) ବୌଦ୍ଧ କେନ୍ଦ୍ରୀୟ ବିଦ୍ୟାଳୟର ଏକାଦଶ ଶ୍ରେଣୀର ସୁରଜ କୁମାର ମେହେର ୪୦ ମିଟରରେ ପ୍ରଥମ ସ୍ଥାନ ଅଧିକାର କରି
Read More...

ଦିଲ୍ଲୀକୁ ଫେରିଲା ଯୁଗ୍ମ-ଅଯୁଗ୍ମ ଫର୍ମୂଲା: ୧୩ରୁ ୨୦ ତାରିଖ ପର୍ଯ୍ୟନ୍ତ କଡ଼ାକଡ଼ି ହେବ ନୂଆ ନିୟମ

ଦିଲ୍ଲୀକୁ ପୁଣି ଫେରିଲା ଯୁଗ୍ମ-ଅଯୁଗ୍ମ ଫର୍ମୂଲା । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତି ନିଆଯାଇଛି । ସରକାରଙ୍କ ନିଷ୍ପତି ଅନୁସାରେ, ନଭେମ୍ବର ୧୩ ରୁ ୨୦ ତାରିଖ ପର୍ଯ୍ୟନ୍ତ ରାଜଧାନୀରେ ଯୁଗ୍ମ-ଅଯୁଗ୍ମ ଫର୍ମୂଲା ଲାଗୁ ହେବ । ଏହାସହ
Read More...

ଲୁହରେ ଭିଜିଲା ଯବାନଙ୍କ ଗାଁ ମାଟି

ବୀର ଯବାନଙ୍କୁ ଝୁରି ବାହୁନି ବାହୁନି କାନ୍ଦୁଛି ଗାଁ ମାଟି । ଜନ୍ମମାଟିରେ ପହଞ୍ଚିଲା ଶହୀଦ ଓଡ଼ିଆ ଯବାନ ପ୍ରତାପ ରଞ୍ଜନ ପରିଡ଼ାଙ୍କ ପାର୍ଥିବ ଶରୀର । ଶହୀଦ ପ୍ରତାପଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ବିଭିନ୍ନ ଛକ ଓ ରାସ୍ତା ଘାଟରେ ଲୋକଙ୍କ ଭିଡ଼ ଜମିଥିଲା। ମେଘାଳୟରେ ସନ୍ଦେହଜନକ ଭାବେ
Read More...

ସରୁନି ଗୋଲାପୀ ନୋଟ୍ !

ଲୋକଙ୍କ ପାଖୁ ସରୁନି ଗୋଲାପୀ ନୋଟ୍ । ୨୦୦୦ ଟଙ୍କା ବଦଳ କରିବାକୁ ଆଜି ବି ଆରବିଆଇ ଆଗରେ ଲାଗିଛି ଲମ୍ବା ଲାଇନ୍ । ଧାଡିରେ ଛିଡ଼ା ହୋଇଛନ୍ତି, ଦିନ ମଜୁରିଆ,ଖଟିଖିଆ । ଦୁଇ ଦିନ ଛୁଟି ପରେ ଆଜି ବି ପୂର୍ବ ଭଳି ଭୁବନେଶ୍ୱର ଆରବିଆଇ ଆଗରେ ଭିଡ଼ ଦେଖିବାକୁ ମିଳିଛି ।ଗତ କିଛିଦିନ ହେବ ୨୦୦୦
Read More...

ଟୁଟୁଙ୍କୁ ମିଳିଲାନି ଜାମିନ, ଆସନ୍ତା ୮ ତାରିଖରେ ହେବ ପରବର୍ତ୍ତୀ ଶୁଣାଣି

ବିବାଦୀୟ ସିନେ ପ୍ରଯୋଜକ ଟୁଟୁ ନାୟକଙ୍କ ଜାମିନ ଶୁଣାଣି ଘୁଞ୍ଚିଲା । ଆସନ୍ତା ୮ ତାରିଖରେ ହେବ ଟୁଟୁ ନାୟକଙ୍କ ଜାମିନ ଆବେଦନର ଶୁଣାଣି । ଗତ ଶନିବାର ଜାମିନ ଆବେଦନ ଶୁଣାଣିକୁ ସଂରକ୍ଷିତ ରଖିଥିଲେ କୋର୍ଟ । ଆସନ୍ତା ୮ ତାରିଖରେ ଏସଡିଜିଏମ କୋର୍ଟରେ ଜାମିନନେଇ ପୁନଃଶୁଣାଣି ହେବାନେଇ ସୂଚନା
Read More...

ଖସିବ ପାରଦ; ବଢ଼ିବ ଶୀତ

ରାଜ୍ୟରେ ଶୀତ ଆରମ୍ଭ ହୋଇଗଲାଣି। ଦିନକ ପରେ ରାଜ୍ୟରେ ଶୀତର ପ୍ରକୋପ ବଢ଼ିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍‌ କରି ସୂଚନା ଦିଆଯାଇଛି।ପାଣିପାଗର କେନ୍ଦ୍ରର ସୂଚନା ଅନୁସାରେ, ଆଗାମୀ ୨୪ ଘଣ୍ଟାରେ ରାଜ୍ୟରେ ରାତ୍ରି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର
Read More...

କଥା ରଖିଲେ ଭି.କେ. ପାଣ୍ଡିଆନ୍‌, ଜୟପୁର କୁ ଉଡ଼ିଲା ଦ୍ବିତୀୟ ବିମାନ

ଭୁବନେଶ୍ୱର: ଭୁବନେଶ୍ୱରରୁ ଜୟପୁରକୁ ଉଡ଼ିଲା ଦ୍ୱୀତିୟ ବିମାନ । କୋରାପୁଟ ଜିଲ୍ଳା ଜୟପୁରକୁ ଉଡ଼ିଲା ଦ୍ୱିତୀୟ ବିମାନ । ଭୁବନେଶ୍ୱରରୁ ଇଣ୍ଡିଆୱାନ୍ ଏୟାର ବିମାନଟି ଆଜି ସକାଳ ୭:୧୦ ରେ ଉଡ଼ାଣ ଭରି ସକାଳ ୮:୪୫ ରେ ଜୟପୁରରେ ପହଞ୍ଚିଛି । ସେହିପରି ଏହା ୯ଟାରେ ଜୟପୁରରୁ ଛାଡି ୧୦:୩୫ ରେ
Read More...

ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ଏବେ ପାକିସ୍ତାନର ଏଣ୍ଟ୍ରି, ପାଲେଷ୍ଟାଇନକୁ କାଶ୍ମିର ସହ ହେଲା ତୁଳନା।

ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ଏବେ ପାକିସ୍ତାନରେ ଏଣ୍ଟ୍ରି । ଗାଜା ଷ୍ଟ୍ରିପରେ ଇସ୍ରାଏଲର ବୋମା ବିସ୍ଫୋରଣ ମଧ୍ୟରେ ପାକିସ୍ତାନର ନେତାମାନେ ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନ ହମାସର ନେତାଙ୍କୁ ଭେଟିଛନ୍ତି । ଯେଉଁଥିରେ ପାଲେଷ୍ଟାଇନକୁ କାଶ୍ମୀର ସହିତ ତୁଳନା କରାଯାଇଛି। ପାକିସ୍ତାନର ଏକ
Read More...

କାଳ ହେଲା ମାଛ ଧରିବା, ପାଣିରେ ବୁଡି ଧୀବର ମୃତ

ହରଭଙ୍ଗା : ଜୀବନ ଜୀବିକା ନେଲା ନିରୀହ ଜୀବନ । ଏମିତି ଏକ ଘଟଣା ଆଜି ହରଭଙ୍ଗା ବ୍ଲକ ତିଲେଶ୍ୱର ପଞ୍ଚାୟତ ଅନ୍ତର୍ଗତ କୃଷ୍ଣ ପାଲି ଗ୍ରାମରେ ଘଟିଛି । ସୂଚନା ମୁତାବକ କୃଷ୍ଣ ପାଲି ଗ୍ରାମର ସୁନିଲ ବେହେରା (୩୫)ଜଣେ ଧିବର (କୈବର୍ତ୍ତ )ସମ୍ପ୍ରଦାୟର ହୋଇଥିବା ବେଳେ ନିଜ କୁଳ ବେଉସା ମାଛ ମାରି
Read More...