Monthly Archives

January 2024

ରାମଲାଲାଙ୍କ ପ୍ରେମରେ ମସଗୁଲ ନୂଆପାଟଣାବାସୀ

ଆଠଗଡ: ଅଯୋଧ୍ୟା ରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ଆଜି ବେସ୍‌ ଉତ୍ସବ ମୁଖର ଗାଁ ଠାରୁ ସହର ।ଆଜି ସମସ୍ତେ ରାମଲାଲାଙ୍କ ପ୍ରେମରେ ନିଜକୁ ସମର୍ପିତ କରିଦେଇଛନ୍ତି । ସମଗ୍ର ଭାରତରେ ଆଜି ରାମମୟ ହୋଇଯାଇଛି । ଏଥିରୁ ବାଦ୍‌ ଯାଇନି କଟକ ଜିଲ୍ଲାର
Read More...

ନୂଆଗାଁ ବ୍ଲକ ବିଭିନ୍ନ ଗ୍ରାମ ରାମଲାଲାଙ୍କ ଆଗମନରେ ଉତ୍ସବ ମୁଖର

ନୂଆଗାଁ : ନୂଆଗାଁ ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମ ଉତ୍ସବ ମୁଖର ହୋଇ ଉଠିଛି । ଆଜି ଦୀର୍ଘ ୫୦୦ବର୍ଷ ପରେ ଅଯୋଧ୍ୟାରେ ରାମ ଲାଲାଙ୍କ ବିଗ୍ରହ ପ୍ରାଣ ପ୍ରତିଷ୍ଠା ସହିତ ମନ୍ଦିର ଶୁଭାରମ୍ଭ ହୋଇଯାଇଛି । ସେହି ଉଦ୍ଦେଶ୍ୟରେ ସାରା ଭାରତ ବର୍ଷ ଗ୍ରାମଠାରୁ ସହର ପର୍ଯ୍ୟନ୍ତ ଉତ୍ସବ ମୁଖର
Read More...

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହର ସିଧା ପ୍ରସାରଣ ଦେଖିଲେ ମୁଖ୍ୟମନ୍ତ୍ରୀ ଓ 5T ଅଧ୍ୟକ୍ଷ

ଭୁବନେଶ୍ୱର : ଅଯୋଧ୍ୟା ଦିବ୍ୟ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା । ସମାରୋହର ସିଧା ପ୍ରସାରଣ ଦେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ଦିବ୍ୟ ଦୁର୍ଲ୍ଲଭ ମୁହୂର୍ତ୍ତକୁ ଦର୍ଶନ କଲାବେଳେ ହାତଯୋଡି ପ୍ରାର୍ଥନା କରିଛନ୍ତି ନବୀନ ।
Read More...

ପୂର୍ବତଟ ରେଳବାଇ ପଦୋନ୍ନତି ସଂଘର ବାର୍ଷିକ ବନ୍ଧୁ ମିଳନ

ଭୁବନେଶ୍ୱର ; ପୂର୍ବତଟ ରେଳବାଇ ପଦୋନ୍ନତି ସଂଘ (ଇସିଓଆରପିଓଏ) ପକ୍ଷରୁ ଚନ୍ଦକା ନିକଟରେ ବାର୍ଷିକ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଶହେ ରୁ ଅଧିକ ରେଳବାଇ ପଦୋନ୍ନତି ଅଧିକାରୀ ଏବଂ ସେମାନଙ୍କ ପରିବାର ର ଏକ ଜୀବନ୍ତ ସମାବେଶ ଦେଖିବାକୁ ମିଳିଥିଲା, ଯାହା ଏକତା ଏବଂ ମିଳିତ
Read More...

ଷଷ୍ଠ ରଜ୍ୟସ୍ତରୀୟ ବୁଦ୍ଧଦେବ ଫୁଟବଲ୍‌ କପ୍‌, ସେମିରେ ବୁଦ୍ଧଦେବ କ୍ଳବ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍‌ ପ୍ରଗଲପୁର ତସରା ଖେଳ ପଡ଼ିଆ ଠାରେ ବୁଦ୍ଧଦେବ କ୍ଲବ୍‌ ଆନୁକୁଲ୍ୟରେ ଆୟୋଜିତ ହୋଇଥିବା ଷଷ୍ଠ ରାଜ୍ୟସ୍ତରୀୟ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟ ରବିବାର ଦ୍ୱିତୀୟ ଦିନରେ ପହଁଚିଛି । ଦ୍ୱିତୀୟ ଦିନ ଖେଳରେ ପ୍ରଗଳପୁର ବୁଦ୍ଧଦେବ କ୍ଳବ ସହିତ ଚକାଡୋଳା କ୍ଳବ
Read More...

ଉଦଯାପିତ ହେଲା ପୁରନ୍ଦର ସ୍ମାରକୀ ରାଜ୍ୟସ୍ତରୀୟ ନାଟ ମହୋତ୍ସବ, ଅନ୍ତିମ ସଂଧ୍ୟାରେ ପ୍ରଦର୍ଶୀତ ହେଲା ତିନୋଟି ନାଟକ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁରର ରୟାଲ ପଡିଆ ମୁକ୍ତମଞ୍ଚରେ ଚାଲିଥିବା ପୁରନ୍ଦର ସ୍ମାରକୀ ରାଜ୍ୟସ୍ତରୀୟ ନାଟ୍‌ ମହୋତ୍ସବ ଆଜି ଉଦଯାପିତ ହୋଇଯାଇଛି । ତୃତୀୟ ଦିନରେ ଆଜି ତିନୋଟି କୋଶଲି-ସମ୍ବଲପୁରୀ ନାଟକ ପରିବେଷିତ ହୋଇଛି । କେରାପଦର, ବୋଡେନ, ନୂଆପଡାର ଜ୍ଞାନୋଦୟ ନାଟ୍ୟ ଅନୁଷ୍ଠାନର
Read More...

ଦଶପଲ୍ଲା କପ୍‌ ଫୁଟବଲ ଟୁର୍ଣ୍ଣାମେଣ୍ଟ, ଦିଲ୍ଲୀ ଚାମ୍ପିଅନ

ଦଶପଲ୍ଲା : ସ୍ପୋର୍ଟିଭ ସ୍ପୋର୍ଟ୍ସ ସୋସାଇଟି ଆନୁକୂଲ୍ୟରେ ସ୍ଥାନୀୟ ଗାନ୍ଧୀ ମୈଦାନରେ ସର୍ବଭାରତୀୟ ଦଶପଲ୍ଲା କପ ଫୁଟବଲ ଫାଇନାଲ ପ୍ରତିଯୋଗିତାରେ ଆଜି ଶୋଧପୁର କ୍ଲବ,କୋଲକାତା, ୱେଷ୍ଟବେଙ୍ଗଲ ସହିତ ଦିଲ୍ଲୀ ଫୁଟବଲ୍‌ ଟିମ୍‌ର ଖେଳ ଅନୁଷ୍ଠିତ ହୋଇଥିଲା । ପ୍ରଥମ ୧୫ ମିନିଟ ମଧ୍ୟରେ ଦିଲ୍ଲୀ ଦଳ
Read More...

ସପ୍ତାହକ ମଧ୍ୟରେ ପୁଣି ବଜ୍ରକାପ୍ତା ଉଦ୍ଧାର, ଜଣେ କୋର୍ଟ ଚାଲାଣ

ନନ୍ଦାହାଣ୍ଡି : ପୁଣି ନବରଙ୍ଗପୁରରେ ବଜ୍ରକାପ୍ତା ଉଦ୍ଧାର । ନବରଙ୍ଗପୁର ଜିଲ୍ଲାରେ ସପ୍ତାହକ ମଧ୍ୟରେ ଦୁଇଟି ବଜ୍ରକାପ୍ତା ଚୋରା ଚାଲାଣ ଘଟଣା ସାମ୍ନାକୁ ଆସିଛି । ବଜ୍ରକାପ୍ତା ଚୋରା ଚାଲାଣ ବେଳେ ମାଡି ବସିଛି ନବରଙ୍ଗପୁର ବନ ବିଭାଗ । ଆଜି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ସଦର
Read More...

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଦିନ ମଦ ମାଂସ ବିକ୍ରି ବନ୍ଦ କରିବା ପାଇଁ ଅନୁରୋଧ କଲା ବଜରଙ୍ଗ ଦଳ

ବୌଦ୍ଧ,୨୦/୧:- ଶହ ଶହ ବର୍ଷର ପ୍ରତୀକ୍ଷା ପରେ ପ୍ରଭୁ ରାମଲାଲା ଅଯୋଧ୍ୟା ଆସିବେ ଓ ଭବ୍ୟ ଶ୍ରୀରାମ ମନ୍ଦିର ସହ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ । ଏଥିପାଇଁ ସମସ୍ତ ଭକ୍ତଙ୍କ ମନରେ ଉତ୍ସାହ ଆନନ୍ଦ ଖେଳିଯାଇଛି । ଏ ନେଇ ସାରା ଭାରତର ପ୍ରତ୍ୟେକ ମନ୍ଦିରକୁ ଓ ପ୍ରତ୍ୟେକ ପରିବାରକୁ ଅକ୍ଷତ,
Read More...

ଗୋଟିଏ ସ୍ଥାନରେ ମହାପ୍ରଭୁଙ୍କ ୨୫ ପ୍ରକାର ବେଶ ଦେଖୁଛନ୍ତି ଶ୍ରଦ୍ଧାଳୁ

ପୁରୀ : ଗୋଟିଏ ସ୍ଥାନରେ ଏକାସାଙ୍ଗରେ ମହାପ୍ରଭୁଙ୍କ ୨୫ ପ୍ରକାର ବେଶ ଦେଖି ପାରୁଛନ୍ତି ଶ୍ରଦ୍ଧାଳୁ । ଶ୍ରୀକ୍ଷେତ୍ରରେ ଜଗନ୍ନାଥ ବଲ୍ଳଭରେ ମହାପ୍ରଭୁଙ୍କ ୨୫ ପ୍ରକାର ବେଶ ଦେଖି ଆତ୍ମ ବିଭୋର ହେଉଛନ୍ତି ଭକ୍ତ । ଭବ୍ୟ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଗତ ୧୭ ତାରିଖରେ ଲୋକାର୍ପିତ
Read More...