Monthly Archives

May 2026

ଶ୍ରେୟସ ଆୟର ହେବେ ଭାରତର ନୂତନ ଟି-୨୦ ଅଧିନାୟକ !

ନୂଆଦିଲ୍ଲୀ: ସୂର୍ଯ୍ୟକୁମାର ଯାଦବ ନେତୃତ୍ବରେ ଭାରତ ଟି-୨୦ ବିଶ୍ୱକପ୍ 2026 ଟାଇଟଲ୍ ଜିତିଥିଲା। କିନ୍ତୁ ତାଙ୍କର ଲଗାତାର ଖରାପ ଫର୍ମ ଯୋଗୁଁ ତାଙ୍କୁ ଦଳରୁ ବାଦ ପଡିପାରନ୍ତି। ଏପରି ପରିସ୍ଥିତିରେ, ଚୟନକର୍ତ୍ତାମାନେ ଶ୍ରେୟସ ଆୟରଙ୍କୁ ନୂତନ ଅଧିନାୟକ ଭାବରେ ବାଛି ପାରନ୍ତି।ଇଂରାଜୀ
Read More...

ବାଲିଅନ୍ତା ହତ୍ୟା ଘଟଣାର ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ – ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ହଇଚଇ ସୃଷ୍ଟି କରିଛି ବାଲିଅନ୍ତା ହତ୍ୟା ଘଟଣା। ଭୁବନେଶ୍ୱରର ବାଲିଅନ୍ତା ଅଞ୍ଚଳରେ ଜଣେ ଯୁବକଙ୍କୁ ହତ୍ୟା ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଏହି ଘଟଣା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ପୁଲିସ ମହାନିର୍ଦ୍ଦେଶକ ଶ୍ରୀ ୱାଇ.ବି
Read More...

 ଅପରେସନ ସିନ୍ଦୂରକୁ ବର୍ଷେ; ସେନାଙ୍କ ଉଦ୍ଦେଶ୍ୟରେ ବଡ କଥା କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ‘ଅପରେସନ ସିନ୍ଦୂର’କୁ ବର୍ଷେ ପୂରଣ ହୋଇଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ତାଙ୍କ ଆକାଉଣ୍ଟର ଡିସ୍‌ପ୍ଲେ ଫଟୋରେ ଏହାର ଏକ ଫଟୋକୁ ସ୍ଥାନିତ କରିଛନ୍ତି। ଏହାସହିତ ଜାତୀୟ ପତାକା ମଧ୍ୟ ରଖିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ‘ଏକ୍ସ’ରେ ତାଙ୍କ
Read More...

ଟିଭିକେରେ ସାମିଲ ହେବେ ତ୍ରିଶା, ଲଢିବେ ଉପ ନିର୍ବାଚନ !

ଚେନ୍ନାଇ: ରାଜନୀତିରେ ପ୍ରବେଶ କରି ଥଲାପତି ବିଜୟ ମିଳିଛି ବିପୁଳ ସଫଳତା । ଖୁବଶୀଘ୍ର ଟିଭିକେ ତାମିଲନାଡ଼ୁରେ ସରକାର ଗଠନ କରିବ । ଏବେ ତାଙ୍କ ବାନ୍ଧବୀ ତଥା ଲୋକପ୍ରିୟ ଅଭିନେତ୍ରୀ ତ୍ରିଶା କ୍ରିଷ୍ଣନ ମଧ୍ୟ ରାଜନୀତିରେ ପାଦ ଥାପିବା ନେଇ ସୂତ୍ରରୁ ଜଣାପଡ଼ିଛି । ସେ ବିଜୟଙ୍କ ଦଳ ତାମିଲଗା
Read More...

ନିଶା କାରବାର ରୋକିବାକୁ ପୋଲିସ୍ ପକ୍ଷରୁ ବଡ଼ ପଦକ୍ଷେପ ; ୭୦ କୋଟି ଟଙ୍କାର ବେଆଇନ୍ ଗଞ୍ଜେଇ ଜବତ

ବାଲିଗୁଡ଼ା: ନିଶା କାରବାର ବିରୋଧରେ କନ୍ଧମାଳ ଏସପି ହରିଶ୍ ବିଶିଙ୍କ ନିର୍ଦ୍ଦେଶକ୍ରମେ ପୋଲିସର ସ୍ପେଶାଲ୍ ଡ୍ରାଇଭ୍ । ୭୦ କୋଟି ଟଙ୍କାର ଗଞ୍ଜେଇ ଜବତ କରିଛି କନ୍ଧମାଳ ପୋଲିସ୍ । ଜିଲ୍ଲାକୁ ମାଓ ମୁକ୍ତ କରିବା ପରେ ଏବେ ଜିଲ୍ଲାରୁ ବେଆଇନ୍ ଗଞ୍ଜେଇ ଚାଷ ଓ ଚୋରା ଚାଲାଣ ରୋକିବା ପାଇଁ ଚାଲିଛି
Read More...

ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ । ଏକ ମଡେଲ୍ ଅନୁଯାୟୀ ୧୦ରେ ଲଘୁଚାପ ଦାନା ବାନ୍ଧିବାର ସମ୍ଭାବନା ରହିଛି । ଶ୍ରୀଲଙ୍କା ଓ ତାମିଲନାଡୁ ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ବିଭିନ୍ନ ମଡେଲ୍‌ ଆକଳନ ଆକଳନ କରିଛନ୍ତି । ହେଲେ ଏହି ଲଘୁଚାପ କ୍ଷେତ୍ର ପରବର୍ତ୍ତି
Read More...

ଏପ୍ରିଲ ମାସରେ ୧୬% ହ୍ରାସ ହୋଇଛି ଏଲ୍‌ପିଜି ଚାହିଦା

ନୂଆଦିଲ୍ଲୀ; ଏପ୍ରିଲ ମାସରେ ଦେଶରେ ୧୬% ହ୍ରାସ ହୋଇଛି ଏଲ୍‌ପିଜି ଚାହିଦା। ଆମେରିକା-ଇରାନ ଯୁଦ୍ଧ ଯୋଗୁ ସାରା ବିଶ୍ୱରେ ଅଶୋଧିତ ତେଲ ଏବଂ ଏଲ୍‌ପିଜି ଯୋଗାଣ ପ୍ରଭାବିତ ରହିଛି । ଏହାର ପ୍ରଭାବ ଦେଶ ମଧ୍ୟରେ ଉଭୟ ଘରୋଇ ଏବଂ କମର୍ସିଆଲ ଏଲ୍‌ପିଜି ଉପରେ ପଡିଛି। ସରକାରୀ ଆକଳନ ମୁତାବକ,
Read More...

ଚିନ୍ନାସ୍ୱାମୀ ଷ୍ଟାଡିୟମ୍ ନୁହେଁ, ଏହିଠାରେ ଖେଳାଯିବ ଆଇପିଏଲ ଫାଇନାଲ

ନୂଆଦିଲ୍ଲୀ: IPL 2026 ନକଆଉଟ୍ ମ୍ୟାଚ୍ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି, ଯାହା କ୍ରିକେଟ୍ ପ୍ରେମୀଙ୍କୁ ଆଶ୍ଚର୍ଯ୍ୟ କରିଛି। IPL ର 19 ତମ ସିଜିନ୍ ର 'ଗ୍ରାଣ୍ଡ ଫିନାଲେ' ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମ୍ ରେ ନୁହେଁ, ବରଂ ବିଶ୍ୱର ସର୍ବବୃହତ କ୍ରିକେଟ୍ ଗ୍ରାଉଣ୍ଡ,
Read More...

ପଶ୍ଚିମବଙ୍ଗରେ ବଡ ହଲଚଲ ; ଏହି ଅଫିସରମାନଙ୍କୁ କାର୍ଯ୍ୟାଳୟ ପ୍ରବେଶ ମନା, ମମତା ଦେଇଥିଲେ ନିଯୁକ୍ତି

ନୂଆଦିଲ୍ଲୀ; ପଶ୍ଚିମବଙ୍ଗରେ ସରକାର ପରିବର୍ତ୍ତନ ପୂର୍ବରୁ ଏକ ବଡ଼ ପ୍ରଶାସନିକ ନିଷ୍ପତ୍ତି ନିଆଯାଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦ୍ୱାରା ନିଯୁକ୍ତ ଅବସରପ୍ରାପ୍ତ ଅଧିକାରୀମାନଙ୍କୁ ଏବେ ସରକାରୀ କାର୍ଯ୍ୟାଳୟରେ ପ୍ରବେଶ କରିବାକୁ ବାରଣ କରାଯାଇଛି। ନୂତନ ବିଜେପି ସରକାର ଗଠନ
Read More...

ରାଜ୍ୟରେ ଖୁବ୍‌ଶୀଘ୍ର ଆରମ୍ଭ ହେବ ଏସ୍‌ଆଇଆର୍‌

ଭୁବନେଶ୍ୱର : ରାଜ୍ୟରେ ଖୁବ୍‌ଶୀଘ୍ର ଆରମ୍ଭ ହେବ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌)। ଏ ନେଇ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟ ସହ ବୈଠକ ବସିଥିଲା। ସମ୍ଭବତଃ ଚଳିତ ମାସରେ ହିଁ ଏହାର ପ୍ରକ୍ରିୟା ଆରମ୍ଭ ହୋଇଯିବ । ଏ ନେଇ ଯେ କୌଣସି ଦିନ ବିଜ୍ଞପ୍ତି ଘୋଷଣା ଜାରି ହୋଇପାରେ
Read More...