Monthly Archives

June 2026

ଭିଜିଲାନ୍ସ ଜାଲରେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ

ସମ୍ବଲପୁର: ଭିଜିଲାନ୍ସ ଜାଲରେ ସମ୍ବଲପୁର ସିଏଡିଏ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ପଦ୍ମଲୋଚନ ନାୟକ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ରେଡ୍। ଏହି ରେଡ୍‌ରେ ୪ ଜଣ ଡିଏସପି, ୧୩ ଜଣ ଇନ୍ସପେକ୍ଟର ଓ ୭ ଜଣ ଏଏସଆଇ ସାମିଲ ଅଛନ୍ତି। କଟକ, ବାଲେଶ୍ଵର, ସମ୍ବଲପୁର,
Read More...

ପାଖେଇ ଆସୁଛି ରଥଯାତ୍ରା ; ଆରମ୍ଭ ହେଲା ତିନିରଥର ଦୁଆର ବେଢ଼ା ନିର୍ମାଣ କାର୍ଯ୍ୟ

ପୁରୀ- ତିନିରଥର ଦୁଆର ବେଢ଼ା ପ୍ରସ୍ତୁତ ପାଇଁ ମୁଖ୍ୟ ମହାରଣାଙ୍କ ଉପସ୍ଥିତିରେ ସାଥି ମହାରଣା ଏବଂ ଭୋଇ ସେବକଙ୍କ ସହଯୋଗରେ ତିନିରଥର ୧୨ ଗୋଟି ଦୁଆର ବେଢ଼ା ମଧ୍ୟରୁ ତିନିରଥର ଦୁଇଟି ଲେଖାଏଁ ଦୁଆର ବେଢ଼ା ଶେଷ ହୋଇଛି।ଶେଷ ପର୍ଯ୍ୟାୟରେ ତିନିରଥର ବେଦୀ ଚାରି ପାର୍ଶ୍ୱ ର ପଟାବାଡ଼ିଆ କାର୍ଯ୍ୟ।
Read More...

ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ- ତାମିଲ ସିନେମାରେ ଥାଲାପଥି ଭାବରେ ଜଣାଶୁଣା ବିଜୟ ବର୍ତ୍ତମାନ ତାମିଲନାଡୁର ମୁଖ୍ୟମନ୍ତ୍ରୀ। ସେ ଜୁନ୍ ୨୨ ତାରିଖରେ ତାଙ୍କର ୫୨ତମ ଜନ୍ମଦିନ ପାଳନ କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି ଅନେକ ରାଜନୈତିକ ବ୍ୟକ୍ତିତ୍ୱ ପର୍ଯ୍ୟନ୍ତ, ଅନେକ ତାଙ୍କୁ
Read More...

ଭାରତର ପରାଜୟରେ ହରମନପ୍ରୀତ ନିରାଶ, କହିଲେ ବଡ କଥା

ନୂଆଦିଲ୍ଲୀ- ମହିଳା T20 ବିଶ୍ୱକପ୍ 2026 ର 18 ତମ ମ୍ୟାଚ୍ ରେ ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଛଅ ୱିକେଟରେ ପରାଜୟ ବରଣ କରିଛି। ଭାରତୀୟ ଅଧିନାୟକ ହରମନପ୍ରୀତ କୌର ପରାଜୟ ପରେ ଦଳର ଫିଲ୍ଡିଂକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ତଥାପି, ଲିଗ୍ ପର୍ଯ୍ୟାୟରେ ଭାରତ ଏବେ ବି ଦୁଇଟି ମ୍ୟାଚ୍
Read More...

ବିଜେଡିର ଆବେଦନକୁ ଖାରଜ କଲେ ବିଧାନସଭା ବାଚସ୍ପତି

ଭୁବନେଶ୍ବର: ରାଜ୍ୟସଭା ନିର୍ବାଚନରେ କ୍ରସ୍‌ ଭୋଟିଂ ଅଭିଯୋଗକୁ ନେଇ ବିଜୁ ଜନତା ଦଳ ପକ୍ଷରୁ ଦାଖଲ କରାଯାଇଥିବା ଅଯୋଗ୍ୟତା ଆବେଦନକୁ ଖାରଜ କରାଯାଇଛି। ଆବେଦନକୁ ଖାରଜ କରାଛନ୍ତି ବିଧାନସଭା ବାଚସ୍ପତି ସୁରମା ପାଢ଼ୀ ।ଚଳିତ ବର୍ଷ ମାର୍ଚ୍ଚରେ ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନ ସମୟରେ କ୍ରସ୍‌
Read More...

ରିଷଭ ପନ୍ତଙ୍କ ଦିଲ୍ଲୀ କ୍ୟାପିଟାଲ୍ସକୁ ଫେରିବା ନିଶ୍ଚିତ! କୁଲଦୀପ ଲକ୍ଷ୍ନୌରେ ଯୋଗ ଦେଇପାରନ୍ତି

ନୂଆଦିଲ୍ଲୀ: IPL 2027 ପୂର୍ବରୁ ଏକ ବଡ଼ ବାଣିଜ୍ୟ ଚୁକ୍ତି ହୋଇପାରେ। ଷ୍ଟାର ୱିକେଟକିପର-ବ୍ୟାଟସମ୍ୟାନ୍ ଏବଂ ଭାରତୀୟ ଦଳର ଖେଳାଳି ରିଷଭ ପନ୍ତ ତାଙ୍କର ପୂର୍ବ ଫ୍ରାଞ୍ଚାଇଜ୍, ଦିଲ୍ଲୀ କ୍ୟାପିଟାଲ୍ସକୁ ଫେରିବାର ସମ୍ଭାବନା ଅଛି। ବଦଳରେ, ସ୍ପିନର କୁଲଦୀପ ଯାଦବଙ୍କୁ ଲକ୍ଷ୍ନୌ
Read More...

ପାହାଡପୁରରେ ପ୍ରଧାନମନ୍ତ୍ରୀ ମୋଦୀ

ଭୁବନେଶ୍ୱର : ମୟୁରଭଞ୍ଜ ପାହାଡପୁରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପାହାଡପୁର ହେଲିପାଡରେ ଓହ୍ଲାଇଲେ ପ୍ରଧାନମନ୍ତ୍ରୀ। ଏମଆଇ-୧୭ ହେଲିକପ୍ଟର ଯୋଗେ ପାହାଡପୁରରେ ପହଞ୍ଚିଛନ୍ତି। ପୂର୍ବରୁ ପାହାଡପୁରରେ ପହଞ୍ଚି ସାରିଛନ୍ତି ରାଷ୍ଟ୍ରପତି। ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ଅନ୍ୟ
Read More...

India Vs Pakistan : ଜାତିସଂଘରେ ଅନୁପମା ସିଂହଙ୍କ ମହାଗର୍ଜନ, କାନ୍ଦିଲା ପାକିସ୍ତାନ !

ଜାତିସଂଘ ବା UN ମଞ୍ଚରେ ସାରା ବିଶ୍ୱ ଆଗରେ ପାକିସ୍ତାନର ମୁଖା ଖୋଲିଦେଲା ଭାରତ। ପାକିସ୍ତାନକୁ ଗୋଟିଏ 'ଫ୍ରାଙ୍କେନଷ୍ଟାଇନ୍ ଷ୍ଟେଟ୍' ବୋଲି କହି ସିଧାସଳଖ ଆଟାକ୍ କଲେ ଭାରତୀୟ କୂଟନୀତିଜ୍ଞ ଅନୁପମା ସିଂହ । ଯେଉଁ ଆତଙ୍କବାଦକୁ ପାକିସ୍ତାନ ଜନ୍ମ ଦେଇଥିଲା, ସେହି ଆତଙ୍କବାଦ ଏବେ ତାକୁ ହିଁ
Read More...

ଆଧ୍ୟାତ୍ମିକତା ଓ ଲୋକ ସଂସ୍କୃତିର ବିରଳ ସମାହାର ‘ଶୀତଳ ଷଷ୍ଠୀ’- ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର/ସମ୍ବଲପୁର: ଓଡ଼ିଶାର ଗୌରବମୟ ସାଂସ୍କୃତିକ ତଥା ଆଧ୍ୟାତ୍ମିକ ପର୍ବ ‘ପବିତ୍ର ଶୀତଳ ଷଷ୍ଠୀ’ ଅବସରରେ ସମଗ୍ର ଓଡ଼ିଶାବାସୀ, ବିଶେଷ କରି ସମ୍ବଲପୁରର ଗୁରୁଜନ, ମା’, ଭଉଣୀ ଓ ଭାଇମାନଙ୍କୁ ଏକ ଭିଡିଓ ବାର୍ତ୍ତା ଯୋଗେ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ର ଶିକ୍ଷା
Read More...

ବୌଦ୍ଧ ଜିଲ୍ଲାରେ ଜୁନ ୨୦ ପର୍ଯ୍ୟନ୍ତ ବଢିଲା ସ୍କୁଲ ଛୁଟି

ବୌଦ୍ଧ: ଜିଲ୍ଲାରେ ଗ୍ରୀଷ୍ମପ୍ରବାହର ପ୍ରକୋପ ଅବ୍ୟାହତ ରହିଥିବାରୁ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ର, ବିଦ୍ୟାଳୟ, ମହାବିଦ୍ୟାଳୟ, ବୈଷୟିକ ଓ ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକୁ ଆସନ୍ତା ୨୦ ଜୁନ ୨୦୨୬
Read More...