Monthly Archives

June 2026

ପାଠ୍ୟପୁସ୍ତକରେ ଭୁଲ୍‌କୁ ନେଇ ମୁଖ୍ୟମନ୍ତ୍ରୀ ଗମ୍ଭୀର, ତୁରନ୍ତ ତ୍ରୁଟି ସୁଧାରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବିଦ୍ୟାଳୟ ପାଠ୍ୟପୁସ୍ତକରେ ପରିଲକ୍ଷିତ ହୋଇଥିବା ତ୍ରୁଟିକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନ ଠାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି।ଆଭାସୀ ମାଧ୍ୟମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ମୁଖ୍ୟ ଶାସନ ସଚିବ
Read More...

ସ୍ପେନ ବିପକ୍ଷରେ ଇତିହାସ ରଚିଲା କେପ୍‌ ଭର୍ଡେ

ଆଟଲାଣ୍ଟା: ବିଶ୍ୱ ମାନ୍ୟତାର ୬୭ତମ ସ୍ଥାନରେ ଥିବା କେପ ଭର୍ଡେ ତା’ର ପଦାର୍ପଣ ବିଶ୍ୱକପ୍‌ ମ୍ୟାଚ୍‌ରେ ଇତିହାସ ରଚିଛି। ଟୁର୍ନାମେଣ୍ଟର ଅନ୍ୟତମ ଫେଭରିଟ ସ୍ପେନ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌କୁ କେପ ଭର୍ଡେ ବିନା ଗୋଲରେ ଡ୍ର’ ଭାବେ ଶେଷ କରିଛି। ଚଳିତ ଟୁର୍ନାମେଣ୍ଟରେ ଏହା
Read More...

ଆଡମିଟ୍‌ କାର୍ଡ ଦେଖାଇଲେ ନିଟ୍ ପରୀକ୍ଷାର୍ଥୀଙ୍କୁ ମାଗଣା ବସ୍‌ ସେବା

ଭୁବନେଶ୍ବର : ଆସନ୍ତା ୨୧ରେ ନିଟ୍ ପରୀକ୍ଷାର୍ଥୀଙ୍କ ପାଇଁ ନିଃଶୁଳ୍କ ବସ୍ ସେବାର ବ୍ୟବସ୍ଥା କରାଯାଇଛି। ଓଏସ୍‌ଆରଟିସି, ମୁଖ୍ୟମନ୍ତ୍ରୀ ବସ୍ ସେବା ଓ ଆମ ବସ୍ ମାଧ୍ୟମରେ ପ୍ରମୁଖ ରେଳ ଷ୍ଟେସନ ଏବଂ ବସଷ୍ଟାଣ୍ଡରୁ ପରୀକ୍ଷା କେନ୍ଦ୍ର ପର୍ଯ୍ୟନ୍ତ ବସ୍ ସେବା ଉପଲବ୍ଧ ହେବ। ପରୀକ୍ଷା ସରିବା ପରେ
Read More...

Vaibhav Sooryavanshi Ban Debate: କ୍ରିକେଟ୍ ପଡ଼ିଆରେ ମହାଭାରତ ! ବ୍ୟାନ୍ ହେବେ କି ବୈଭବ ସୂର୍ଯ୍ୟବଂଶୀ?

ହାଇ ଭୋଲ୍ଟେଜ ମ୍ୟାଚରେ ଦେଖିବାକୁ ମିଳିଲା ହାଇ-ଲେଭେଲ୍ ଡ୍ରାମା । ଭଦ୍ରଲୋକଙ୍କ ଖେଳ କୁହାଯାଉଥିବା କ୍ରିକେଟ୍ ପଡ଼ିଆରେ ଦେଖିବାକୁ ମିଳିଲା ଆଶ୍ଚର୍ଯ୍ୟଜନକ ଦୃଶ୍ୟ । ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ମ୍ୟାଚ୍‌ରେ ଭାରତୀୟ ଦଳର ୧୫ ବର୍ଷୀୟ ଷ୍ଟାର୍ ଖେଳାଳି ବୈଭବ ସୂର୍ଯ୍ୟବଂଶୀ
Read More...

ଭତ୍ତାକୁ ନେଇ ବଡ ସୂଚନା ଦେଲେ ମନ୍ତ୍ରୀ

ଭୁବନେଶ୍ୱର,୧୬।୬: ହିତାଧିକାରୀଙ୍କ ପାଇଁ ଆସିଲା ଖୁସିଖବର। ଖୁବ୍‌ଶୀଘ୍ର ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଯିବ ଭତ୍ତା ଟଙ୍କା । ଏନେଇ ମଙ୍ଗଳବାର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ଆଉ କିଛି ଦିନ ପରେ
Read More...

ବିନା ପ୍ରେସକ୍ରିପସନରେ ମିଳିବନି କୌଣସି ବି ସିରପ୍ , ବିଜ୍ଞପ୍ତି ଜାରି କଲେ ସରକାର

ନୂଆଦିଲ୍ଲୀ- କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ମଙ୍ଗଳବାର ଦିନ ଏକ ବିଜ୍ଞପ୍ତି ଜାରି କରି କହିଛି ଯେ କଫ ସିରପ୍ ସମେତ ସିରପ୍-ଆଧାରିତ ଔଷଧ ଆଉ ଡାକ୍ତରଙ୍କ ପ୍ରେସକ୍ରିପସନ୍ ବିନା ମିଳିବ ନାହିଁ। ଗ୍ରାହକମାନଙ୍କୁ ଏବେ ଏପରି ଔଷଧ କିଣିବା ପାଇଁ ଡାକ୍ତରଙ୍କ
Read More...

୧୦୦ ପ୍ରଭାବଶାଳୀ କ୍ରୀଡା ବ୍ୟକ୍ତିତ୍ୱଙ୍କ ତାଲିକାରେ ଏକମାତ୍ର ଭାରତୀୟ ସ୍ମୃତି ମନ୍ଧାନା

ନୂଆଦିଲ୍ଲୀ- ଭାରତୀୟ ମହିଳା କ୍ରିକେଟ୍ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ୍ ଏବଂ ଉପ-ଅଧିନାୟିକା ସ୍ମୃତି ମନ୍ଧାନା ଆଉ ଏକ ପ୍ରମୁଖ ଆନ୍ତର୍ଜାତୀୟ ସଫଳତା ହାସଲ କରିଛନ୍ତି। ଟାଇମ୍ ପତ୍ରିକା ତାଙ୍କୁ ୨୦୨୬ର ୧୦୦ ପ୍ରଭାବଶାଳୀ କ୍ରୀଡା ବ୍ୟକ୍ତିତ୍ୱଙ୍କ ତାଲିକାରେ ସାମିଲ କରିଛି। ସେ ଏହି ତାଲିକାରେ
Read More...

ରାଷ୍ଟ୍ରପତିଙ୍କ ଗାଁ ବୁଲିବେ ପ୍ରଧାନମନ୍ତ୍ରୀ, ରଖିଲେ କଥା

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୨୦ ତାରିଖରେ ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଅବସରରେ ସେ ମୟୂରଭଞ୍ଜ ଜିଲା ରାଇରଙ୍ଗପୁରକୁ ଯିବେ। ପରେ ସେ ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି ଉତ୍ସବ କାର୍ଯ୍ୟକ୍ରମରେ ଯୋଗଦେବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଉକ୍ତ
Read More...

ବନ ବିଭାଗରେ ବଡ଼ ଅଦଳବଦଳ

ଭୁବନେଶ୍ୱର: ବନ ବିଭାଗର ସହକାରୀ ବନ ସଂରକ୍ଷକ (ଏସିଏଫ୍) ଓ ରେଞ୍ଜରଙ୍କ ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ କରାଯାଇଛି । ମୋଟ ୬୧ଜଣ ଏସିଏଫ୍ ବିଭିନ୍ନ ବନଖଣ୍ଡକୁ ବଦଳି ହୋଇଛନ୍ତି । ସେହିପରି ୧୨୪ ଜଣ ରେଞ୍ଜରଙ୍କୁ ମଧ୍ୟ ବିଭିନ୍ନ ପଦବିରେ ଅବସ୍ଥାପିତ କରାଯାଇଛି । ଏନେଇ ଜଙ୍ଗଲ, ପରିବେଶ ଓ
Read More...

ବିଶ୍ବ ରକ୍ତଦାତା ଦିବସରେ ସ୍ବେଛାକୃତ ରକ୍ତଦାନ ଶିବିର, ୬୫ ୟୁନିଟ୍ ରକ୍ତ ସଂଗ୍ରହ

ବାଲିଗୁଡ଼ା: ଜୁନ୍ ୧୪ ତାରିଖ, ବିଶ୍ବ ରକ୍ତଦାତା ଦିବସ । ଏହି ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବାଲିଗୁଡ଼ାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ "ବିପଦର ବନ୍ଧୁ" ର ସମସ୍ତ ସଦସ୍ୟ,ସଦସ୍ୟା ପୂର୍ଣ୍ଣ
Read More...