Monthly Archives

August 2026

କେବେ ପାଳନ ହେବ ରକ୍ଷା ବନ୍ଧନ ଜାଣନ୍ତୁ

ପୁରୀ : ରକ୍ଷା ବନ୍ଧନ ପର୍ବ ତଥା ପୂର୍ଣ୍ଣମୀ ପୂଜା ପାଳନକୁ ନେଇ ସାଧାରଣରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ଆସନ୍ତା ୨୭ ତାରିଖ ଗୁରୁବାର କିମ୍ବା ୨୮ ତାରିଖ ଶୁକ୍ରବାରରେ ଏହି ପର୍ବ ପାଳନ କରାଯିବ ବୋଲି ଭିନ୍ନ ମତ ପ୍ରକାଶ ପାଉଛି । ପଞ୍ଜିକା ଅନୁସାରେ ୨୭ ତାରିଖ ସକାଳ ପ୍ରାୟ ୯ଟାରୁ ପରଦିନ
Read More...

କଂଗ୍ରେସ ଉପରେ ପ୍ରବଳ ବର୍ଷିଲେ ଶାହ

ନୂଆଦିଲ୍ଲୀ- ଦେଶର ଜାତୀୟ ଗୀତ ବନ୍ଦେ ମାତରମ ଗାନକୁ ନେଇ ବିବାଦ। ସରକାରୀ କାର୍ଯ୍ୟକ୍ରମରେ ବନ୍ଦେ ମାତରମର ୬ଟି ଷ୍ଟାଞ୍ଜା ଗାନ କରିବାକୁ ସରକାର କରିଥିବା ନିୟମକୁ ମାନିବାକୁ ମନା କରି ଦେଇଛି କଂଗ୍ରେସ। ୬ ଷ୍ଟାଞ୍ଜା ବଦଳରେ କଂଗ୍ରେସ ୧୯୩୭ରେ ଅନୁମୋଦନ ପ୍ରାପ୍ତ ବନ୍ଦେ ମାତରମର କେବଳ ପ୍ରମୁଖ
Read More...

ମାଡି ଆସିଲା ବନ୍ୟାପାଣି, ଫଶିଛନ୍ତି ହାତୀପଲ

ପାଟଣା: ବୈତରଣୀ ନଦୀ ପାର୍‌ ହେବା ସମୟରେ ବନ୍ୟାପାଣି ଯୋଗୁ ଫସିଛନ୍ତି ହାତୀପଲ। ପାଟଣା ରେଞ୍ଜ ତଣ୍ଡ ବିଟ୍‌ ତଣ୍ଡ ବୈତରଣୀ ନଦୀକୂଳର ଏକ ପଥର ଖୋଲରେ ଅଟକି ରହିଛନ୍ତି ୯ ଟିକିଆ ହାତୀପଲ। ବୈତରଣୀ ନଦୀରେ ବନ୍ୟାଜଳ ପ୍ରଖର ସ୍ରୋତରେ ପ୍ରବାହିତ ହେଉଥିବାରୁ ଅଟକି ରହିଛନ୍ତି ହାତୀପଲ। ହାତୀପଲଙ୍କ
Read More...

ଶ୍ରୀଲଙ୍କାକୁ ବଡ ଝଟକା, ବାଦ ପଡିଲେ ଏହି ଦୁଇ ଖେଳାଳି

ନୂଆଦିଲ୍ଲୀ:ଭାରତ ବିପକ୍ଷ ସିରିଜର ଦ୍ୱିତୀୟ ତଥା ନିର୍ଣ୍ଣାୟକ ଟେଷ୍ଟ ମ୍ୟାଚ୍ ପୂର୍ବରୁ ଶ୍ରୀଲଙ୍କା ଦଳକୁ ଲାଗିଛି ବଡ ଝଟକା । ପ୍ରଥମ ଟେଷ୍ଟରେ ପରାଜୟର ସମ୍ମୁଖୀନ ହୋଇଥିବା ଶ୍ରୀଲଙ୍କା ଦଳକୁ ଏବେ ପ୍ରମୁଖ ଖେଳାଳିଙ୍କୁ ହରାଇବାକୁ ପଡ଼ିଛି। ଅଭିଜ୍ଞ ବ୍ୟାଟର ଦିନେଶ ଚାଣ୍ଡିମାଲ ଆହତ ହେତୁ
Read More...

ଏହି ଜିଲ୍ଲାଗୁଡିକରେ ନିଆଣ୍ଟିଆ ବର୍ଷା

ଭୁବନେଶ୍ୱର: ଚଳିତ ମୌସୁମୀରେ ରାଜ୍ୟରେ ଏଯାବତ ସ୍ୱାଭାବିକଠାରୁ ଅଧିକ ବର୍ଷା ରେକର୍ଡ କରାଯାଇଛି । ମୌସୁମୀ ପ୍ରବେଶ କରିବାଠାରୁ ଜୁନ ପହିଲାରୁ ୧୯ ଅଗଷ୍ଟ ମଧ୍ୟରେ ରାଜ୍ୟରେ ୧୦୦୬ ମିଲିମିଟର୍ ବୃଷ୍ଟିପାତ ହୋଇଛି । ଯାହା ସ୍ୱାଭାବିକ ବର୍ଷା ୭୮୬.୫ ମିମି ତୁଳନାରେ ୨୨୦ ମିମି ଅଧିକ ରହିଥିବା
Read More...

ମାଷ୍ଟରକ୍ୟାଣ୍ଟିନ ହିଂସା ଘଟଣାରେ ୧୧୩ ଗିରଫ

ଭୁବନେଶ୍ୱର: ମାଷ୍ଟରକ୍ୟାଣ୍ଟିନ ଛକରେ ଅନଲାଇନ ଟ୍ୟାକ୍ସି, ଅଟୋ ଓ ବାଇକ ଚାଳକଙ୍କ ଆନ୍ଦୋଳନ ବେଳେ ସୃଷ୍ଟି ହୋଇଥିବା ହିଂସା ଓ ବିଶୃଙ୍ଖଳା ଏବେ ଆନ୍ଦୋଳନକାରୀଙ୍କ ପାଇଁ ମହଙ୍ଗା ପଡ଼ିଛି। କମିଶନରେଟ୍ ପୋଲିସ ଏହି ଘଟଣାରେ ୧୧୩ ଜଣଙ୍କୁ ଗିରଫ କରିଥିବାବେଳେ, ୪୦୦ରୁ ଅଧିକ ଅଟୋରିକ୍ସାର ପରମିଟ୍
Read More...

ରାଜସ୍ୱ ବିଭାଗ ପକ୍ଷରୁ ‘ଅମସାଥି ଚାଟ୍‌ବଟ୍‌ ଆପ୍‌’ର ଶୁଭାରମ୍ଭ, ମିଳିବ ୧୬ ସେବା

ଭୁବନେଶ୍ୱର: ରାଜସ୍ୱ ବିଭାଗର ବିଭିନ୍ନ ସେବା ପାଇଁ ଏଣିକି ନାଗରିକଙ୍କୁ ବାରମ୍ବାର ସରକାରୀ ଅଫିସ୍‌ ଦୌଡ଼ିବାକୁ ପଡ଼ିବ ନାହିଁ। ଘରେ ବସି ହାତପାହାନ୍ତାରେ ପାଆନ୍ତୁ ରାଜସ୍ୱ ବିଭାଗର ବିଭିନ୍ନ ସେବା। ଏଥିପାଇଁ ରାଜସ୍ୱ ବିଭାଗ ପକ୍ଷରୁ ‘ଅମସାଥି ଚାଟ୍‌ବଟ୍‌ ଆପ୍‌’ର ଶୁଭାରମ୍ଭ କରାଯାଇଛି।
Read More...

ଶ୍ରୀଲଙ୍କାକୁ ୧୬୫ ରନରେ ପରାସ୍ତ କଲା ଭାରତ

ନୂଆଦିଲ୍ଲୀ- ଦେବଦତ୍ତ ପାଡିକ୍କଲଙ୍କ ଶତକ ଏବଂ ମାନବ ସୁଥାରଙ୍କ ୧୦ ୱିକେଟ୍ ସଫଳତା ଯୋଗୁଁ ଭାରତ ଗାଲେରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଶ୍ରୀଲଙ୍କାକୁ ୧୬୫ ରନ୍ ରେ ପରାସ୍ତ କରି ଦୁଇ ମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ହୋଇଛି। ଭାରତ ଶ୍ରୀଲଙ୍କାକୁ ଜିତିବା ପାଇଁ ୩୭୨ ରନ୍ ର
Read More...

ଆସୁଛି ପୁଣି  ଏକ ଲଘୁଚାପ, ୨୨ରୁ ରାଜ୍ୟରେ ପୁଣି ବଢ଼ିବ ବର୍ଷା ପରିମାଣ

ଭୁବନେଶ୍ୱର : ଆସୁଛି ପୁଣି ଏକ ଲଘୁଚାପ। ଆସନ୍ତା ୨୨ ତାରିଖରୁ ରାଜ୍ୟରେ ପୁଣି ବର୍ଷା ପରିମାଣ ବଢ଼ିବ । ଆସନ୍ତା ୨୫ ତାରିଖ ବେଳକୁ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଅଛି । ଏହା ଆଗରୁ ବର୍ଷା ପରିମାଣ ବଢ଼ିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।ଉତ୍ତର ଓଡ଼ିଶା ଓ ଉପକୂଳ
Read More...

ସ୍ୱାସ୍ଥ୍ୟ ବୀମା କଭର ପାଞ୍ଚ ଗୁଣ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ ବିଜୟ

ଚେନ୍ନାଇ- ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ବୁଧବାର ରାଜ୍ୟବାସୀ ଏବଂ କ୍ଷୀର ଉତ୍ପାଦକମାନଙ୍କ ପାଇଁ ଦୁଇଟି ପ୍ରମୁଖ ନିଷ୍ପତ୍ତି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ବ୍ୟାପକ ସ୍ୱାସ୍ଥ୍ୟ ବୀମା ଯୋଜନା ଅଧୀନରେ ବାର୍ଷିକ ସ୍ୱାସ୍ଥ୍ୟ ବୀମା କଭରକୁ ୫ ଲକ୍ଷ ଟଙ୍କାରୁ ୨୫ ଲକ୍ଷ ଟଙ୍କାକୁ
Read More...