Monthly Archives

September 2026

ଲଘୁଚାପ କ୍ଷେତ୍ର ସୃଷ୍ଟି, ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର, ୧୦/୦୯: ଉତ୍ତର ବଙ୍ଗୋପସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଓଡ଼ିଶାରେ ଆସନ୍ତା କିଛି ଦିନ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ବିଶେଷକରି ଦକ୍ଷିଣ ଓଡ଼ିଶା ଓ ଏହାର ପାର୍ଶ୍ୱବର୍ତ୍ତୀ ଜିଲ୍ଲାଗୁଡ଼ିକର କେତେକ…
Read More...

ଓରାଙ୍ଗଉଟାନ୍ ଶାବକଙ୍କୁ ନେଇ ନନ୍ଦନକାନନରୁ ଆସିଲା ବଡ ଖବର

ଭୁବନେଶ୍ଵର : ନନ୍ଦନକାନନରେ ସୁସ୍ଥ ଅଛନ୍ତି ୫ ଓରାଙ୍ଗଉଟାନ୍ ଶାବକ । ମା’ ସ୍ନେହ ପ୍ରେମରୁ ବଞ୍ଚିତ ଏହି ଶାବକଙ୍କ ସେବାଯତ୍ନରେ ଯେପରି କୌଣସି ଅବହେଳା ନହୁଏ ସେଥି ପ୍ରତି ଯତ୍ନଶୀଳ ଅଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ । ଏବେ ପ୍ରାୟ ଏକ ମାସ ସଙ୍ଗରୋଧ ଗୃହରେ ରହିବେ। ଡବା କ୍ଷୀର ସହିତ ଫଳ ରସ…
Read More...

ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜରୁ ହର୍ଷିତ ଆଉଟ୍

ନୂଆଦିଲ୍ଲୀ: ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଟି-୨୦ ସିରିଜ୍ ସେପ୍ଟେମ୍ବର ୧୩ ତାରିଖରେ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆ ପାଇଁ ଖରାପ ଖବର ଆସୁଛି। ଇଂଲଣ୍ଡ ଗସ୍ତ ସମୟରେ ଆହତ ହୋଇଥିବା ଦ୍ରୁତ ବୋଲର ହର୍ଷିତ ରାଣା ପୁଣି ଥରେ ଆହତ ହୋଇଛନ୍ତି। ତାଙ୍କର…
Read More...

ୟୁଏଇର ମନ୍ତ୍ରୀ ଅବ୍ଦୁଲ୍ଲା ବିନ୍ ତୌକ୍ ଅଲ୍ ମାରିଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସାକ୍ଷାତ

ଭୁବନେଶ୍ବର- ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ୟୁଏଇର କ୍ୟାବିନେଟ୍ ସଦସ୍ୟ ତଥା ଅର୍ଥନୀତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ଏବଂ ଅନ୍ତର୍ଜାତୀୟ ବିନିଯୋଗ ପରିଷଦର ଅଧ୍ୟକ୍ଷ ମହାମହିମ ଅବ୍ଦୁଲ୍ଲା ବିନ୍ ତୌକ୍ ଅଲ୍ ମାରିଙ୍କ ସହ ବୈଠକ କରିଛନ୍ତି। ଓଡ଼ିଶା ଏବଂ ୟୁଏଇ ମଧ୍ୟରେ…
Read More...

ନନ୍ଦନକାନନ ଆସିଲେ ୫ ଓରାଙ୍ଗଉଟାନ, ଏସଟିଏଫ୍ କରିବ ତଦନ୍ତ

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ବିଚିତ୍ରପୁର ଜଙ୍ଗଲରୁ ଉଦ୍ଧାର ହୋଇଥିବା ୫ଟି ଓରାଙ୍ଗଉଟାନକୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ସ୍ଥାନାନ୍ତର କରାଯାଇଛି । ସେମାନଙ୍କୁ ବର୍ତ୍ତମାନ ପାଇଁ ଅଲଗା କରି ରଖାଯାଇଛି । ନନ୍ଦନକାନନ ପକ୍ଷରୁ ସେମାନଙ୍କୁ ସମସ୍ତ ପ୍ରକାର ଖାଦ୍ୟ ପାନୀୟ ଆଦି…
Read More...

ପରଦାରେ ଘାଣ୍ଟିବ ଅନୁଭବଙ୍କ ‘ରାବଣ’

ଓଡ଼ିଆ ଚଳଚ୍ଚିତ୍ର ଜଗତରେ ପୁଣି ଥରେ ଝଡ଼ ସୃଷ୍ଟି କରିବାକୁ ପ୍ରସ୍ତୁତ ହେଉଛନ୍ତି ଓଲିଉଡ୍‌ର ମେଗା ସୁପରଷ୍ଟାର୍ ଅନୁଭବ ମହାନ୍ତି। ତାଙ୍କ ଅଭିନୀତ ଆଗାମୀ ବହୁଚର୍ଚ୍ଚିତ ଏବଂ ମେଗା ବଜେଟ୍ ଆକ୍ସନ୍ ସାଗା‘ ର । ବ ଣ : ଚୋଜେନ୍ ବାଏ ଫେଟ୍, ନଟ୍ ବାଏ ବ୍ଲଡ'ର ଅଫିସିଆଲ୍ ଟିଜର୍ ଇତିମଧ୍ୟରେ…
Read More...

ଏସିଆନ ଗେମ୍ସକୁ ନେଇ ବିସିସିଆଇ ନେଲା ବଡ ନିଷ୍ପତ୍ତି

ନୂଆଦିଲ୍ଲୀ: ଆସନ୍ତା ଏସିଆନ୍ ଗେମ୍ସ ୨୦୨୬କୁ ଦୃଷ୍ଟିରେ ରଖି ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ଏକ ବଡ଼ ନିଷ୍ପତ୍ତି ନେଇଛି। ପ୍ରତିଯୋଗିତା ସମୟରେ ଭାରତୀୟ ପୁରୁଷ ଓ ମହିଳା କ୍ରିକେଟ୍ ଟିମ୍ ଆୟୋଜକଙ୍କ ଦ୍ୱାରା ବ୍ୟବସ୍ଥା କରାଯାଇଥିବା ଅଫିସିଆଲ୍ ହୋଟେଲରେ ହିଁ ଅବସ୍ଥାନ…
Read More...

ନଭେମ୍ବରରୁ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ ସିଧା ବିମାନ

ଭୁବନେଶ୍ୱର: ଓଡ଼ିଶାର ଆନ୍ତର୍ଜାତିକ ବିମାନ ସଂଯୋଗକୁ ପୁଣି ମିଳିବାକୁ ଯାଉଛି ବଡ଼ ଉତ୍ସାହ। ଇଣ୍ଡିଗୋର ଭୁବନେଶ୍ୱର-ବ୍ୟାଙ୍କକ ସିଧା ବିମାନ ସେବା ଆସନ୍ତା ନଭେମ୍ବରରୁ ପୁନଃ ଆରମ୍ଭ ହେବାର ସମ୍ଭାବନା ରହିଛି। ଜୁଲାଇ ମାସରେ ସେବା ବନ୍ଦ ହୋଇଥିବା ପରେ ବର୍ତ୍ତମାନ ଏହି ରୁଟ୍ ପାଇଁ ବୁକିଂ…
Read More...

ସୁନା ଦରକୁ ନେଇ କନଫ୍ୟୁଜ ଗ୍ରାହକ; ଖସୁଛି କମ୍, ବଢୁଛି ବେଶୀ

ଭୁବନେଶ୍ବର- କ’ଣ ଆପଣ ସୁନା କିଣିବାକୁ ଚାହୁଁଛନ୍ତି କି ? ଯଦି ହଁ ତେବେ ସୁନା କିଣିବା ପୂର୍ବରୁ ବଢୁଥିବା ଏବଂ ହ୍ରାସ ପାଉଥିବା ଦର ଉପରେ ମଧ୍ୟ ନଜର ରଖନ୍ତୁ । କାହିଁକିନା ଏହି ମୂଲ୍ୟବାନ ଧାତୁର ଦର କେତେବେଳେ ଉପରମୁହାଁ ରହୁଛି ତ ଆଉ କେତେବେଳେ ହ୍ରାସ ପାଉଛି, ଯାହା ଗ୍ରାହକଙ୍କୁ କନଫ୍ୟୁଜ…
Read More...

ଆସନ୍ତାକାଲିଠୁ କାଚିବ ବର୍ଷା, ପୁଣି ବେହାଲ ହେବ ଉତ୍ତର ଓଡିଶା

ଭୁବନେଶ୍ୱର: ଆସନ୍ତା ୯ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବାର ସମ୍ଭାବନା ରହିଛି। ଆଗାମୀ ସେପ୍ଟେମ୍ୱର ୯ ତାରିଖ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ବର୍ଷାର ପରିମାଣ ବଢିବା ସହଚକେତେକ ସ୍ଥାନରେ ପ୍ରବଳ ବର୍ଷା…
Read More...