ଜନ୍ମଷ୍ଟାମୀ ପାଇଁ ଏହି ସମୟରେ ଭକ୍ତଙ୍କ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର
ପୁରୀ: ଶ୍ରୀକ୍ଷେତ୍ର ପୁରୀକୁ ଆସୁଥିବା ଭକ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା। ଭାଦ୍ରବ କୃଷ୍ଣ ଅଷ୍ଟମୀ ଅବସରରେ ଆସନ୍ତାକାଲି (ସେପ୍ଟେମ୍ବର ୪) ଶ୍ରୀଜଗନ୍ନାଥ ମନ୍ଦିରରେ ଅନୁଷ୍ଠିତ ହେବ ପବିତ୍ର କୃଷ୍ଣ ଜନ୍ମନୀତି। ଏହି ଅବସରରେ ପ୍ରାୟ ୫ ଘଣ୍ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ!-->…
Read More...
Read More...