Yearly Archives

2026

ଜନ୍ମଦିନ ପାର୍ଟିରୁ ଫେରୁଥିଲେ, ବାଟରେ ଜଗିଥିଲା ଜମ

ନୂଆଦିଲ୍ଲୀ- ଆନ୍ଧ୍ର ପ୍ରଦେଶର ପାଲନାଡୁ ଜିଲ୍ଲାରେ ଗୁରୁବାର ସକାଳେ ଏକ ଘରୋଇ ବସ୍ ଏବଂ ଏକ ଅଟୋ-ରିକ୍ସା ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ସାତ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଛଅ ଜଣ ମହିଳା ଅଛନ୍ତି। ଚାରି ଜଣ ଶିଶୁ ସମେତ ଆଠ ଜଣ ଆହତ ହୋଇଛନ୍ତି।ପୋଲିସ କହିଛି ଯେ…
Read More...

ନେପାଳକୁ ସାହାଯ୍ୟର ହାତ ବଢାଇଲେ ଏହି ସବୁ ଦେଶ

ନୂଆଦିଲ୍ଲୀ- ନେପାଳ ବନ୍ୟାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ନେପାଳକୁ ସାହାଯ୍ୟ କରିବା ପାଇଁ ଅନେକ ଦେଶ ଆଗକୁ ଆସିଛନ୍ତି। ଭାରତ ନେପାଳକୁ ବିପୁଳ ପରିମାଣର ରିଲିଫ୍ ସାମଗ୍ରୀ ପଠାଇଛି। ଆମେରିକା ନେପାଳକୁ ଆର୍ଥିକ ସହାୟତା ଘୋଷଣା କରିଛି। ଏହା ବ୍ୟତୀତ, ନେପାଳରେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ…
Read More...

ମେଡିକାଲରୁ ବିଚାରାଧୀନ କଏଦୀ ଚମ୍ପଟ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ମେଡିକାଲରୁ ବିଚାରାଧୀନ କଏଦୀ ଫେରାର ଘଟଣା । ଫେରାର ହେବାର ୩୬ଘଣ୍ଟା ପରେ ବି ତାର ପତ୍ତା ମିଳିନି । ଗତକାଲି ଚିକିତ୍ସା ପାଇଁ ଆସିଥିବା ବେଳେ ଶୌଚ ଯିବା ବାହାନାରେ ଫେରାର ହୋଇ ଯାଇଥିଲା କଏଦୀ । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି କଏଦୀ ନିଜ ଘରକୁ ଯାଇ ତାର…
Read More...

ଆସନ୍ତାକାଲି ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଗଞ୍ଜାମ ଜିଲ୍ଲା ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆସନ୍ତା ୨୭ ତାରିଖରେ ଗୋପାଳପୁର ନିର୍ବାଚନମଣ୍ଡଳୀ ଧବଳେଶ୍ୱର ପୀଠକୁ ଆସିବେ । ବିସ୍ଥାପିତଙ୍କୁ ପଟ୍ଟା ବଣ୍ଟନ ସହ ସାଧାରଣ ସଭାରେ ଜନସାଧାରଣଙ୍କୁ ସମ୍ବୋଧିତ କରିବେ । ଦୁଇ ବର୍ଷରେ ଗଞ୍ଜାମର ବିକାଶମୂଳକ…
Read More...

୨୫ ଲକ୍ଷ ଯୁବକ ଯୁବତୀ ପାଇବେ ଟାବଲେଟ୍

ଲକ୍ଷ୍ନୌ: ରାଜ୍ୟର ଆହୁରି ୨୫ ଲକ୍ଷ ଯୁବକ ଯୁବତୀଙ୍କ ପାଇଁ ଖୁବ୍ ଶୀଘ୍ର ଟାବଲେଟ୍ ପାଇବାର ପଥ ପରିଷ୍କାର ହୋଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ସ୍ୱାମୀ ବିବେକାନନ୍ଦ ଯୁବ ସଶକ୍ତିକରଣ ଯୋଜନା ଅଧୀନରେ ୨୫ ଲକ୍ଷ ଟାବଲେଟ୍ କିଣିବା…
Read More...

ସେପ୍ଟେମ୍ବର ୨୨ରୁ ବିଧାନସଭାର ମୌସୁମୀ ଅଧିବେଶନ

ଭୁବନେଶ୍ବର : ଆସନ୍ତା ୨୨ ତାରିଖରୁ ମୌସୁମୀ ଅଧିବେଶନ । ସେପ୍ଟେମ୍ବର ୨୨ ତାରିଖରୁ ଚାଲିବ ବିଧାନସଭାର ମୌସୁମୀ ଅଧିବେଶନ । ଅକ୍ଟୋବର ୩ ତାରିଖ ଯାଏଁ ଚାଲିବ ଏହି ଅଧିବେଶନ । ଏଥର ମୌସୁମୀ ଅଧିବେଶନରେ ରହିଛି ୯ଟି କାର୍ଯ୍ୟ ଦିବସ । ଏଥି ମଧ୍ୟରୁ ଗୋଟିଏ ଦିନ ଛୁଟି ରହିଥିବା ବେଳେ ଦୁଇ ଦିନ…
Read More...

ସାରକୁ ନେଇ ମନ୍ତ୍ରୀ କହିଲେ ବଡ କଥା, ଚାଷୀଙ୍କୁ ମିଳିଲା ଆଶ୍ବସ୍ତି

ଭୁବନେଶ୍ୱର: ରାଜ୍ୟରେ ଚଳିତବର୍ଷ ସାର ଯୋଗାଣ ବ୍ୟବସ୍ଥା ସୁରୁଖୁରୁରେ ଚାଲିଛି। ସାରର ଅଭାବ ଯେପରି ନହୁଏ, ସେନେଇ ସରକାରଙ୍କ ପକ୍ଷରୁ କଡ଼ା ନଜର ରଖାଯାଇଛି। ଏନେଇ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ବଡ଼ ସୂଚନା ଦେଇଛନ୍ତି।ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଏଯାବତ୍ କୃଷି ବିଭାଗ ପକ୍ଷରୁ ୨…
Read More...

ଏଥର ବ୍ୟାଟ୍ ନୁହେଁ ବଲରେ କମାଲ କଲେ ସୂର୍ଯ୍ୟବଂଶୀ

ନୂଆଦିଲ୍ଲୀ: ବେଙ୍ଗାଲୁରୁସ୍ଥିତ ବିସିସିଆଇ ସେଣ୍ଟର ଅଫ୍ ଏକ୍ସିଲେନ୍ସରେ ଚାଲିଥିବା ଦୁଲୀପ ଟ୍ରଫିର କ୍ୱାର୍ଟରଫାଇନାଲ୍ ମ୍ୟାଚ୍‌ରେ ଇଷ୍ଟ ଜୋନ୍ ପକ୍ଷରୁ ଦମଦାର ବୋଲିଂ କରିଛନ୍ତି ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ। ଦ୍ୱିତୀୟ ଇନିଂସରେ ସେ ମାତ୍ର ୩ ଓଭରରେ ୧୧ ରନ୍ ଦେଇ ୨ଟି ଉଇକେଟ ହାସଲ…
Read More...

ରାହୁଲଙ୍କ ଉପରେ ରାଗିଲେ ଶଙ୍କରାଚାର୍ଯ୍ୟ, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ମନୁସ୍ମୃତି ସମ୍ପର୍କିତ ବୟାନକୁ ନେଇ ଶଙ୍କରାଚାର୍ଯ୍ୟ ସ୍ବାମୀ ଅବିମୁକ୍ତେଶ୍ୱରାନନ୍ଦ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ମନୁସ୍ମୃତି ଏବଂ ସନାତନ ସାଂସ୍କୃତିକ ଚିନ୍ତାଧାରା ଉପରେ ରାହୁଲ ଗାନ୍ଧୀ ଦେଇଥିବା ବୟାନ ତାଙ୍କର ଘୋର…
Read More...

୩୦ ତାରିଖ ପର୍ଯ୍ୟନ୍ତ ଜାରି ରହିବ ପ୍ରବଳ ବର୍ଷା

ଭୁବନେଶ୍ୱର: ମାସ ଶେଷ ବେଳକୁ ପୁଣି ସକ୍ରିୟ ହୋଇଛି ଲଘୁଚାପ। ଏହାର ପ୍ରଭାବରେ ସାରା ଓଡ଼ିଶାରେ ବର୍ଷାର ପ୍ରକୋପ ବଢ଼ିଥିବା ବେଳେ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ଜାରି ରହିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଉତ୍ତର ଉପକୂଳ ଓଡ଼ିଶା ଓ ସଂଲଗ୍ନ ଅଞ୍ଚଳରେ…
Read More...