Yearly Archives

2026

ଜଳୁଛି ପଶ୍ଚିମ ଓଡିଶା, ଜୀବନଯାତ୍ରା ଠପ୍

ଭୁବନେଶ୍ବର : ପଶ୍ଚିମ ଓଡ଼ିଶାରେ ସର୍ବାଧିକ ତାପମାତ୍ରା ବୃଦ୍ଧି ପାଇଛି। ପାରଦ ଉପରମୁହାଁ ହୋଇ ୪୬ ଡିଗ୍ରୀ ଛୁଇଁଲାଣି। ଆଉ କିଛି ଅଞ୍ଚଳରେ ଦିନ ତାପମାତ୍ରା ୪୫ ଡିଗ୍ରୀରେ ପହଞ୍ଚିଛି। ପୂର୍ବାହ୍ଣ ୧୦ଟା ବାଜିଲେ ପଶ୍ଚିମାଞ୍ଚଳକୁ ଗ୍ରୀଷ୍ମଲହରୀ ମାଡ଼ି ଆସୁଛି। ତେବେ ଉପକୂଳବର୍ତ୍ତୀ ଓଡ଼ିଶାରେ
Read More...

Cockroach Janta Party: କକ୍ରୋଚ୍ ଜନତା ପାର୍ଟିକୁ ନେଇ ଦେଶବ୍ୟାପୀ ଚର୍ଚ୍ଚା ; ଭାଇରାଲ୍ ହେଉଛି ବ୍ୟଙ୍ଗାତ୍ମକ…

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ନୂଆ ରାଜନୈତିକ ଦଳକୁ ନେଇ ଲାଗି ରହିଛି ଜୋରଦାର ଚର୍ଚ୍ଚା , ଯାହାର ନାଁ ହେଉଛି ‘କକ୍ରୋଚ୍ ଜନତା ପାର୍ଟି'। ଆପଣ ଏହାକୁ ହଲିଉଡ୍ କିମ୍ବା ବଲିଉଡ୍ ଫିଲ୍ମର ନାଁ ଭାବି ଭ୍ରମରେ ପଡ଼ିପାରନ୍ତି, କିନ୍ତୁ ଏହା ହେଉଛି ଭାରତର ସବୁଠାରୁ ଭାଇରାଲ୍ ବ୍ୟଙ୍ଗାତ୍ମକ
Read More...

ନିଖୋଜ ନାବାଳିକାଙ୍କ ଶବ ଚୁଆରୁ ଉଦ୍ଧାର,ମୃତ୍ୟୁର କାରଣ ଅସ୍ପଷ୍ଟ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଜାର୍ଗୀ ଗ୍ରାମରେ ଅଭାବନୀୟ ଘଟଣା । ଚୁଆରୁ ଉଦ୍ଧାର ହେଲା ୭ ବର୍ଷର ନାବାଳିକାଙ୍କ ମୃତଦେହ । ମୃତକ ଜାର୍ଗୀ ଗ୍ରାମର ମନଙ୍କ ମଳିକଙ୍କ ୭ ବର୍ଷର ଝିଅ ବିୟୁଟି ମଳିକ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ ଗତକାଲି ଗାଁରେ ଏକ ବାହାଘର ଭୋଜି
Read More...

 ପୁଣି ଚର୍ଚ୍ଚାରେ ରାଣୀ ପଣ୍ଡା, କଳାକାରଙ୍କୁ ପାପ୍ୟ ଦେଉନଥିବା ଅଭିଯୋଗ

ନିମାପଡ଼ା:  ପୁଣି  ଚର୍ଚ୍ଚାରେ ଯାତ୍ରା ମାଲିକାଣୀ ରାଣୀ ପଣ୍ଡା । ପାର୍ଟିରେ କାମ କରିବା ପରେ ପାପ୍ୟ ମିଳୁନଥିବା କିଛି କଳାକାର ଅଭିଯୋଗ କରିଛନ୍ତି । ଏନେଇ ସେମାନେ ନିମାପଡ଼ା ଥାନାରେ ଏତଲା ଦେଇଛନ୍ତି । ପୁଲିସ୍‌ ତଦନ୍ତ ଜାରି ରଖିଛି । ନିମାପଡ଼ା ବ୍ଲକ୍‌ ଓଳିକଣା ଗ୍ରାମର
Read More...

WTC ପଏଣ୍ଟ ଟେବୁଲରେ ହଇଚଇ ସୃଷ୍ଟି କଲା ବାଂଲାଦେଶ, ଜାଣନ୍ତୁ ଭାରତର ସ୍ଥିତି

ନୂଆଦିଲ୍ଲୀ: ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ପାକିସ୍ତାନକୁ 2-0 ରେ ପରାସ୍ତ କରି ବାଂଲାଦେଶ ଇତିହାସ ସୃଷ୍ଟି କରିଛି। ଏହା ପ୍ରଥମ ଥର ଯେ ବାଂଲାଦେଶ ନିଜ ଘରେ ପାକିସ୍ତାନକୁ କ୍ଲିନ୍ ସୁଇପ୍ କରିଛି । 437ର ଏକ ବିଶାଳ ଟାର୍ଗେଟର ପିଛା କରି ପାକିସ୍ତାନ 358 ରନରେ ଅଲଆଉଟ୍ ହୋଇ 78 ରନରେ
Read More...

ମନ ଜିଣୁଛି “ମନ୍ତ୍ରମୁଗ୍ଧ’, ୧୫ ଦିନରେ କଲାଣି ଏତିକି ରୋଜଗାର

ଭୁବନେଶ୍ୱର: ପୁଣି ଓଡିଆ ଦର୍ଶକ ଫେରିଛନ୍ତି ସିନେମା ହଲକୁ । ଗୋଟିଏ ପରେ ଗୋଟିଏ ଓଡିଆ ଫିଲ୍ମ ଏବେ ହିଟ୍ ହେବା ସହ ବକ୍ସ ଅଫିସରେ ଧମାଲ କରୁଛି । ଏହାର ମଧ୍ୟରେ ନୂଆ ଓଡିଆ ଚଳଚ୍ଚିତ୍ର ମନ୍ତ୍ରମୁଗ୍ଧ ମଧ୍ୟରେ ଓଡିଆ ଦର୍ଶକଙ୍କୁ ଖବୁ ମନୋରଂଜନ କରୁଥିବା ଜଣାପଡିଛି। ମେ’ ୧ ରେ ରିଲିଜ୍‌
Read More...

CHSE Result: ଆସିଲା ଯୁକ୍ତ ୨ ପରୀକ୍ଷା ଫଳ ; ପୁଅଙ୍କୁ ଟପିଲେ ଝିଅ

ପ୍ରକାଶ ପାଇଲା ଯୁକ୍ତ ଦୁଇ ପରୀକ୍ଷା ଫଳ । ଏକସଙ୍ଗେ ଆସିଲା କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ରେଜଲ୍ଟ । ଚଳିତ ବର୍ଷ ୪ ଲକ୍ଷରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ଯୁକ୍ତ ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି । ଛାତ୍ରଛାତ୍ରୀମାନେ
Read More...

ଆଜି ବାହାରିବ +୨ ପରୀକ୍ଷା ଫଳ

ଭୁବନେଶ୍ବର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ +୨ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇବ। ପରିଷଦ କାର୍ଯ୍ୟାଳୟରେ ମଧ୍ୟାହ୍ନ ୧୨ଟା ୩୦ରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିବାର କାର୍ଯ୍ୟକ୍ରମ ରହିଛି। ଏକାଥରେ କଳା,
Read More...

Karuppu Day 4 Box Office: ସବୁ ରେକର୍ଡ ଭାଙ୍ଗିଲା ‘କରୁପ୍ପୁ’

୧୫ ମେ'ରେ ମୁକ୍ତିଲାଭ କରିଥିବା ଆକ୍ସନ ଡ୍ରାମା ସିନେମା କରୁପ୍ପୁ ଏବେ ବକ୍ସ ଅଫିସରେ ଗୋଟିଏ ପରେ ଗୋଟିଏ ରେକର୍ଡ କରୁଛି । ଏହି ଚଳଚ୍ଚିତ୍ର କରୁପ୍ପୁରେ ସାଉଥଷ୍ଟାର ସୂରିୟାଙ୍କ ଦମଦାର ଆକ୍ସନ ଡ୍ରାମା ଏବେ ସାରା ବିଶ୍ୱରେ ୧୫୦କୋଟି ଆୟ କରିବା ସହିତ ଘରୋଇ ବଜାରରେ ୧୦୦ କୋଟି ଟଙ୍କା ଆୟ
Read More...

ଆଫଗାନିସ୍ତାନ ବିପକ୍ଷ ଶୃଙ୍ଖଳା ପାଇଁ ଭାରତୀୟ ଦଳ ଘୋଷଣା; ଏହି ଖେଳାଳିଙ୍କୁ ମିଳିଲା ସୁଯୋଗ

ନୂଆଦିଲ୍ଲୀ: ଆଫଗାନିସ୍ତାନ ବିପକ୍ଷ ଶୃଙ୍ଖଳା ପାଇଁ ଉଭୟ ଟେଷ୍ଟ ଏବଂ ଦିନିକିଆ ମ୍ୟାଚ୍‌ ସ‌କାଶେ ଭାରତୀୟ ଟିମ୍‌ ମଙ୍ଗଳବାର ଘୋଷଣା କରାଯାଇଛି। ଚୟନକର୍ତ୍ତାମାନେ ଏଥର ଅଭିଜ୍ଞ ଏବଂ ଯୁବ ଖେଳାଳିମାନଙ୍କୁ ଗୁରୁତ୍ବ ଦେଇଛନ୍ତି। ଦିନିକିଆ ଏବଂ ଟେଷ୍ଟ ଟିମ୍‌ର ଅଧିନାୟକ ଦାୟିତ୍ବ ଶୁଭମନ
Read More...