ଫୁଲବାଣୀ ସହରରେ ଚାଲିଛି ବ୍ରାଉନସୁଗର କାରବାର
ଫୁଲବାଣୀ: ଆଜି କନ୍ଧମାଳ ଜିଲ୍ଲା ସ୍ଥାନୀୟ ପେଞ୍ଜିସାହି ନିକଟରୁ ଜବତ କଲା ଟାଉନଥାନା ପୋଲିସ ୩.୫୯୦ ଗ୍ରାମର ବ୍ରାଉନସୁଗର ଯାହାର ଆନୁମାନିକ ମୂଲ୍ୟ ୮୦,୦୦୦ଟଙ୍କା । ପ୍ରଥମଥର ପାଇଁ କନ୍ଧମାଳ ଜିଲ୍ଲାରେ ବ୍ରାଉନ ସୁଗାର ଜବତ କରିଛି ଫୁଲବାଣୀ ଟାଉନ ପୋଲିସ । ଏ ସଂକ୍ରାନ୍ତରେ କନ୍ଧମାଳ ପୋଲିସ!-->…
Read More...
Read More...