ସଚିନଙ୍କ ଶ୍ରେଷ୍ଠ ଆଇପିଏଲ ଏକାଦଶରେ ଶିଖର ଧାୱନ

ମୁମ୍ବାଇ : ଆଇପିଏଲ-୨୦୨୨ ଗତ ରବିବାର ଦିନ ଶେଷ ହୋଇଛି । ପ୍ରଥମ ଥର ଆଇପିଏଲରେ ଭାଗ ନେଇଥିବା ଗୁଜରାଟ ଟାଇଟନ୍ସ ଟ୍ରଫି ଜିତି ସମସ୍ତଙ୍କୁ ଚକିତ କରିଛି । ଦଳରେ ସେମିତି ଷ୍ଟାର ଖେଳାଳି ନଥିଲେ କିନ୍ତୁ ଅଲରାଉଣ୍ଡରଙ୍କ ବଳରେ ଦଳ ଟ୍ରଫି ହାତେଇବାରେ ସଫଳ ହୋଇଛି । ଆଇପିଏଲ ଶେଷ ହେବା ପରେ
Read More...

ଗଡ଼ିଶିଲା ଘାଟିରେ ସିମେଣ୍ଟ ବୋଝେଇ ଟ୍ରକ ଦୁର୍ଘଟଣା ଗ୍ରସ୍ତ, ଡ୍ରାଇଭର ଆହତ

ଘୁ ଉଦୟଗିରି:ଘୁ ଉଦୟଗିରି ବ୍ଲକ କତୀଙ୍ଗିଆ ପଞ୍ଚାୟତ ଅଧିନରେ ଥିବା ଗଡିସିଲା ଘାଟିରେ ଆଜି ସକାଳେ ଓଡ଼ି ୧୫ ଯେ ୬୫୫୭ ନମ୍ୱର୍‌ ବିଶିଷ୍ଟ ସିମେଣ୍ଟ ବୋଝେଇ ଟ୍ରକ କୌଣସି କାରଣରୁ ଦୁର୍ଘଟଣା ହୋଇଥିବା ଦେଖିବାକୁ ମିଳିଛି ।ଉକ୍ତ ନମ୍ୱର୍‌ ବିଶିଷ୍ଟ ଟ୍ରକ ସମ୍ବଲପୁର ସୁରେଶ କୁମାର୍‌ ସାହୁଙ୍କର
Read More...

୭ପୁଲିସ କର୍ମଚାରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ସମ୍ବଲପୁର : ଆଜି ଜିଲ୍ଲା ପୁଲିସ ମୁଖ୍ୟାଳୟ ଠାରେ ନିଜ କାର୍ଯ୍ୟକାଳ ସମାପ୍ତି ପରେ ୭ ଜଣ ପୁଲିସ କର୍ମଚାରୀ ଙ୍କୁ ସସମ୍ମାନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ପୁଲିସ ସୂତ୍ରରୁ ଏବିଷୟରେ ମିଳିଥିବା ସୂଚନା ଅନୁସାରେ ଜିଲ୍ଲା ପୁଲିସ ଅଧିକ୍ଷକ ବାଟୁଲା ଗଙ୍ଗାଧର ସେମାନଙ୍କୁ ସେବା ନିବୃତ୍ତି
Read More...

ବେଆଇନ ଗ୍ୟାସ ଗୋଦାମରେ ଅଗ୍ନିକାଣ୍ଡ: ଜଣେ ମୃତ

ସମ୍ବଲପୁର:ସ୍ଥାନୀୟ କାଏସିର ରୋଡ଼ ସ୍ଥିତ ଏକ ବେଆଇନ ଗ୍ୟାସ ଗୋଦାମରେ ଅଗ୍ନିକାଣ୍ଡ ଯୋଗୁଁ ଜଣକର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି । ଆଜି ପୂର୍ବାହ୍ନ ପ୍ରାୟ ୯ଟା ସମୟରେ ଏହି ଦୁର୍ଘଟଣା ଘଟିଛି ଓ ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ଅଗ୍ନିଶମ ବିଭାଗ ସଙ୍ଗେ ସଙ୍ଗେ କାର୍ଯ୍ୟାନୁଷ୍ଠାନ ଗ୍ରହଣ
Read More...

ନାଇକେନପାଲିରେ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ

ସୁବର୍ଣ୍ଣପୁର - ସୋନପୁର ସଦର ବ୍ଲକ ସ୍ଥିତ ନାଇକେନପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ବ୍ଲକସ୍ତରୀୟ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳନ ହୋଇଯାଇଛି । ବ୍ଲକ ତାଲିମ କେନ୍ଦ୍ରରେ ଅନୁଷ୍ଠିତ ଏହି ପାଳନ ଉତ୍ସବରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀକ୍ଷକ ଡାକ୍ତର ସଂଗୀତା ଚୌଧୁରୀଙ୍କ ଅଧ୍ୟକ୍ଷତା
Read More...

ବେପରୁଆ ଡ୍ରାଇଭିଂ ହେଲା କଳା, ଅକାଳରେ ଚାଲିଗଲା ୭ଜଣଙ୍କ ଜୀବନ

ଲକ୍ଷ୍ନୌ: ଶୋଇପଡିଲେ ଆମ୍ବୁଲାନ୍ସ ଡ୍ରାଇଭର। ବେପରୁଆ ଡ୍ରାଇଭିଂ ହେଲା କଳା। ଅକାଳରେ ଚାଲିଗଲା ୭ଜଣଙ୍କ ଜୀବନ। ଆଜି ଭୋରୁ ଉତ୍ତରପ୍ରଦେଶ ବରେଲୀରେ ଘଟିଛି ଏଭଳି କିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଆମ୍ବୁଲାନ୍ସ ଡ୍ରାଇଭରର ଖାମଖିଆଲି ଡ୍ରାଇଭିଙ୍ଗ ଯୋଗୁଁ ଘଟଣା ସ୍ଥଳରେ ୭ ଜଣଙ୍କ ମୃତ୍ୟୁ
Read More...

ପଦ୍ମ ଧରିବେ ହାର୍ଦ୍ଦିକ

ଅହମ୍ମଦାବାଦ: ନିକଟରେ କଂଗ୍ରେସରୁ ଇସ୍ତଫା ଦେଇଥିବା ହାର୍ଦ୍ଦିକ ପଟେଲ ଏବେ ‘ପଦ୍ମ’ ଧରିବେ। ଆସନ୍ତା ଜୁନ୍‌ ୨ ତାରଖରେ ସେ ବିଧିବଦ୍ଧ ଭାବେ ବିଜେପିରେ ଯୋଗଦେବେ। ଏନେଇ ସେ ଖୋଦ୍‌ ଘୋଷଣା କରିଛନ୍ତି। ହାର୍ଦ୍ଦିକ ପଟେଲ ପୂର୍ବରୁ ହିଁ କଂଗ୍ରେସରୁ ଇସ୍ତଫା ଦେଇସାରିଛନ୍ତି। ଏବେ ସେ ଗୁଜରାଟ
Read More...

କପିଳେଶ୍ୱର ମନ୍ଦିରକୁ ନାହିଁ ସବୁଦିନିଆ ରାସ୍ତା

ବାଉଁଶୁଣି : ବୌଦ୍ଧ ବ୍ଲକ ଗୋଛାପଡା ପଞ୍ଚାୟତର କରଡ଼ାପଡା ଗ୍ରାମ ନିକଟ ବାଘନଦୀ କୂଳରେ ରହିଛି ପ୍ରସିଦ୍ଧ ଶୈବପୀଠ କପିଳେଶ୍ୱର ମନ୍ଦିର । ମନ୍ଦିରର ଅବସ୍ଥିତି ତଥା ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ପରିପୂର୍ଣ୍ଣ ଜଙ୍ଗଲିଆ ପରିବେଶର ଶାନ୍ତ ସ୍ନିଗ୍ଧ ବାତାବରଣ ଏଠାକୁ ଶ୍ରଦ୍ଧାଳୁ ମାନଙ୍କୁ ସହଜରେ
Read More...

ରାତ୍ରୀକାଳୀନ ରକ୍ତଦାନ ଶିବିରରେ ୧୦୦ ୟୁନିଟ ରକ୍ତ ସଂଗ୍ରହ

ସମ୍ବଲପୁର : ସମ୍ବଲପୁରରେ ପ୍ରଥମ ଥର ପାଇଁ ଆୟୋଜିତ ଏକ ରକ୍ତଦାନ ଶିବିରରେ ଗତରାତି ୧୦୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ଏଠାରେ ରକ୍ତଦାନ ଶିବିର ଆୟୋଜନ କିଛି ନୂଆ କଥା ନୁହେଁ, କିନ୍ତୁ ଗତରାତି ପ୍ରଥମ ଥର ପାଇଁ ଏକ ରାତ୍ରି କାଳୀନ ରକ୍ତଦାନ ଶିବିର ସଫଳତାର ସହିତ ଆୟୋଜିତ ହୋଇଛି, ଯାହାକି
Read More...

ବେଆଇନ ୧୭୦ ବୋତଲ ମଦ ଜବତ, ଦୁଇ ଗିରଫ

ସମ୍ବଲପୁର : ଗତ ବିଳମ୍ବିତ ରାତିରେ ସ୍ଥାନୀୟ ବ୍ୟସ୍ତ ବହୁଳ ଚର୍ଚ୍ଚ ଛକ ଠାରେ ପୁଲିସ ଜାଞ୍ଚ କଲାବେଳେ ଗୋଟିଏ ଅଟୋ ରିକ୍ସାରୁ ବ୍ୟାପକ ପରିମାଣରେ ବିଦେଶୀ ମଦ ବିୟର ଜବତ କରାଯାଇଛି । ଏହି ସଙ୍କ୍ରାନ୍ତରେ ଦୁଇଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । ଏହି ବିଷୟରେ ସ୍ଥାନୀୟ ଟାଉନ ପୁଲିସ ଥାନା
Read More...