ଏହି ଖେଳାଳିଙ୍କୁ ବିଶ୍ୱର ଶ୍ରେଷ୍ଠ ଟି-୨୦ ପ୍ଲେୟାର କହିଲେ ମାଇକେଲ ଭନ

ମୁମ୍ବାଇ : ମୁମ୍ବାଇର ବ୍ରାବୋର୍ନ ଷ୍ଟାଡିୟମରେ କୋଲକାତା ନାଇଟ୍‌ ରାଇଡର୍ସ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ଇଂଲଣ୍ଡ ୱିକେଟ୍‌ କିପର ବ୍ୟାଟ୍ସମ୍ୟାନ୍‌ ଜୋସ୍‌ ବଟଲର ସିଜନର ଦ୍ୱିତୀୟ ଶତକ ହାସଲ କରିଥିଲେ । ରାଜସ୍ଥାନ ପାଇଁ ଏହା ବଟଲରଙ୍କ ଏହା ତୃତୀୟ ଶତକ ଏବଂ ସେ ଏହି ଫ୍ରାଞ୍ଚାଇଜ୍‌ ପାଇଁ
Read More...

ଆର୍ଥିକ ଅନିୟମିତତା ଅଭିଯୋଗରେ ସ୍କୁଲରେ ତାଲା ପକାଇଲେ ଅଭିଭାବକ

ପାଟଣାଗଡ଼,୧୯/୪- ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ୍‌ ମହରାପଦର ପଞ୍ଚାୟତ ସର୍ଗିପାଲି ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକଙ୍କ ଆର୍ଥିକ ଅନିୟମିତତା ପ୍ରତିବାଦରେ ଗ୍ରାମବାସୀ ବିଦ୍ୟାଳୟ ଫାଟକରେ ସୋମବାର ତାଲା ପକାଇଥିଲେ । ଫଳରେ ବିଦ୍ୟାଳୟ ବନ୍ଦ ରହିବା ସହ ଆନ୍ଦୋଳନରେ ଛାତ୍ରୀଛାତ୍ରମାନେ
Read More...

ପାଟଣାଗଡ଼ ଉପଖଣ୍ଡସ୍ତରୀୟ ଯୁଗ୍ମ ଜନଅଭିଯୋଗ ଶୁଣାଣୀ ଶିବିର

ପାଟଣାଗଡ଼,୧୯/୪- ପାଟଣାଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉପଖଣ୍ଡସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ଶହେ ଅଭିଯୋଗ ପତ୍ର ପଞ୍ଜିକୃତ ହୋଇଥିବା ବେଳେ ୪୩ ଜଣ ଅଭିଯୋଗକାରୀଙ୍କ ଶୁଣାଣି ବିଚାରକୁ
Read More...

ସାମନ୍ଥାଙ୍କଠୁ ଅଲଗା ହେବା ପରେ ଦ୍ୱିତୀୟ ବିବାହ ଯୋଜନା କଲେଣି ନାଗା ଚୌତନ୍ୟ

ସାମନ୍ଥା ରଥ ପ୍ରଭୁ ଏବଂ ନାଗା ଚୌତନ୍ୟ ଅଲଗା ହେବାର ଦୀର୍ଘ ଦିନ ହୋଇଗଲାଣି । ଉଭୟ ଏକଦା ସାଉଥ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ତଥା ହିଟ୍‌ ଦମ୍ପତିମାନଙ୍କ ମଧ୍ୟରୁ ଜଣେ ଥିଲେ । ଦୁହେଁ ଦୀର୍ଘ ସମୟ ଧରି ସଂପର୍କରେ ରହିବା ପରେ ଉଭୟ ବିବାହ କରିଥିଲେ । ବିବାହର କିଛି ବର୍ଷ ପରେ ଦୁହେଁ ଅଲଗା
Read More...

କରୋନା : ଚିନ୍ତା ବଢାଉଛି ଦିଲ୍ଲୀ

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । କିନ୍ତୁ ଗତକାଲି ତୁଳନାରେ ଆଜି ପଜିଟିଭ ସଂଖ୍ୟା କମ୍‌ ରହିଛି । ଆଜି ଦେଶରେ ୧୨୪୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶର ରାଜଧାନୀ ଦିଲ୍ଲୀର କରୋନା ସ୍ଥିତି ଅନ୍ୟ ରାଜ୍ୟଗୁଡିକୁ ଚିନ୍ତାରେ ପକାଇ
Read More...

ଆଜିଠୁ ମିଳିବ ମାଟ୍ରିକ୍ ଆଡମିଟ୍ କାର୍ଡ

କଟକ: ଆଜିଠୁ ମିଳିବ ମାଟ୍ରିକ୍ ଆଡମିଟ୍ କାର୍ଡ । ଦଶମ ଶ୍ରେଣୀ ଦ୍ୱିତୀୟ ସମେଟିଭ୍ ଆସେସମେଣ୍ଟ ପାଇଁ ଅନଲାଇନରେ ମିଳିବ ଆଡମିଟ କାର୍ଡ । ସେହିପରି ମଧ୍ୟମା ଓ SOSC- ୨୦୨୨ ପାଇଁ ମଧ୍ୟ ଆଡମିଟ୍ କାର୍ଡ ମିଳିବ। ପୂର୍ବାହ୍ନ ୧୦ଟାରୁ ଅନଲାଇନରେ ଉପଲବ୍ଧ ହେବ ଆଡମିଟ୍ କାର୍ଡ । ବୋର୍ଡ ୱେବସାଇଟ
Read More...

କେନ୍ଦୁପତ୍ର ସଂଗ୍ରହ ମୂଲ୍ୟ ବୃଦ୍ଧି, ଲାଭବାନ ହେବେ କେନ୍ଦୁପତ୍ର ତୋଳାଳି

ଭୁବନେଶ୍ୱର: ବଢ଼ିଲା କେନ୍ଦୁପତ୍ର ସଂଗ୍ରହ ମୂଲ୍ୟ। ଏହାଦ୍ୱାରା ଉପକୃତ ହେବେ ରାଜ୍ୟର ୭.୫୦ ଲକ୍ଷ ଗରୀବ କେନ୍ଦୁପତ୍ର ତୋଳାଳୀ । ରାଜ୍ୟର ଲକ୍ଷ ଲକ୍ଷ କେନ୍ଦୁପତ୍ର ତୋଳାଳୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କେନ୍ଦୁପତ୍ରର ସଂଗ୍ରହ ମୂଲ୍ୟ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ଗ୍ରହଣ
Read More...

ଆଇପିଏଲର ଜନ୍ମଦିନରେ ହ୍ୟାଟ୍ରିକ୍‌ ନେଇ ଇତିହାସ ରଚିଲେ ଚହଲ

ମୁମ୍ବାଇ : ସୋମବାର ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ର ୧୫ ତମ ଜନ୍ମଦିନରେ ମୁମ୍ବାଇର ବ୍ରାବୋର୍ନ୍‌ ଷ୍ଟାଡିୟମରେ ଏପରି ଦୃଶ୍ୟ ଦେଖିବାକୁ ମିଳିଥିଲା, ଯାହା ଲିଗ୍‌ ଇତିହାସରେ କେବେ ହୋଇ ନଥିଲା । ଆଇପିଏଲର ୧୫ ତମ ଜନ୍ମଦିନରେ ଲିଗ୍‌ର ପ୍ରଥମ ଚାମ୍ପିଅନ୍‌ ରାଜସ୍ଥାନ ରୟାଲ୍ସ
Read More...

ମାହାଙ୍ଗା ଗଣହତ୍ୟା, ଆସିଲା ପୋଷ୍ଟମର୍ଟମ ରିପୋର୍ଟ

ଭୁବନେଶ୍ୱର: ରାଜ୍ୟରେ ଚହଳ ପକାଇଥିବା ମାହାଙ୍ଗା କୁସୁପୁର ଗଣହତ୍ୟା ଘଟଣାରେ ଆସିଲା ପୋଷ୍ଟମର୍ଟମ ରିପୋର୍ଟ । ରିପୋର୍ଟ ଅନୁସାରେ ମୃତକଙ୍କ ଶରୀରର ଏକାଧିକ ସ୍ଥାନରେ କ୍ଷତ ଚିହ୍ନ ରହିଛି । କ୍ଷତଚିହ୍ନରୁ ସ୍ପଷ୍ଟ ହେଉଛି ହତ୍ୟାକାଣ୍ଡରେ ଧାରୁଆ ଅସ୍ତ୍ରଶସ୍ତ୍ର ବ୍ୟବହାର କରାଯାଇଛି । ଟଣାଭିଡା
Read More...

ନିଲମ୍ବିତ ହେଲେ ୩ କନଷ୍ଟେବଲ

ସମ୍ବଲପୁର: ଆଜି ତିନିଜଣ କନଷ୍ଟେବଲଙ୍କୁ ନିଲମ୍ବିତ କରାଯାଇଛି । ସରକାରୀ ଗାଡିରେ ତେଲ ପକାଇବାରେ ଓଭର ବିଲିଂ ଅଭିଯୋଗରେ ଆଜି ୩ଜଣ କନଷ୍ଟେବଲ ନିଲମ୍ବିତ ହୋଇଛନ୍ତି । ସେମାନେ ଚଞ୍ଚକତା କରି ଓଭର ବିଲିଂ କରିଥିଲେ । ଏଥିପାଇଁ ମୋଟର ଭେଇକିଲ ବିଭାଗର ୩ ଜଣ କନଷ୍ଟେବଲଙ୍କୁ ଜିଲ୍ଲା ଏସପି
Read More...