ସ୍ପଟ ଫିକ୍ସିଂ ମାମଲାରେ ୩ ବର୍ଷ ବାସନ୍ଦ ହେଲେ ବ୍ରେଣ୍ଡନ ଟେଲର
ଦୁବାଇ: ସ୍ପଟ ଫିକ୍ସିଂ ଘଟଣା ଜିମ୍ବାୱେର ଜଣାଶୁଣଶ କ୍ରିକେଟର ବ୍ରେଣ୍ଡନ ଟେଲରଙ୍କ ପାଇଁ ମହଙ୍ଗା ପଡ଼ିଛି । ଏହି ମାମଲାରେ ଆଇସିସି ତାଙ୍କୁ ଆଇସିସି ୩ ବର୍ଷ ପାଇଁ ବାସନ୍ଦ କରିଛି । ଫଳରେ ଆସନ୍ତା ତିନି ବର୍ଷ ସେ କୌଣସି ଟୁର୍ଣ୍ଣାମେଣ୍ଟରେ ସାମିଲ ହୋଇପାରିବେ ନାହିଁ । କିଛି ଦିନ ପୂର୍ବରୁ!-->…
Read More...
Read More...