ଫୁଲବାଣୀ ଓକିଲ ସଂଘର ସାଧାରଣତନ୍ତ୍ର ଦିବସ ପାଳିତ
ଫୁଲବାଣୀ: ବୁଧବାର ଫୁଲବାଣୀ କୋର୍ଟ ପରିସରରେ ୭୩ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି ।ଏହି ଅବସରରେ ଫୁଲବାଣୀ ଓକିଲ ସଂଘର ସଭାପତି ସିଧେଶ୍ୱର ଦାଶ ଜାତୀୟ ପତାକା ଉତ୍ତୋଳନ କରିବା ସହ ସାଧାରଣତନ୍ତ୍ର ଦିବସ ଉପରେ ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓକିଲ ସଙ୍ଘର ସମ୍ପାଦକ!-->…
Read More...
Read More...