କ୍ରିକେଟକୁ ଅଲବିଦା ଜଣାଇଲେ ରାହାଣେ
ମୁମ୍ବାଇ :ଆଜିଙ୍କ୍ୟ ରାହାଣେ ଗୁରୁବାର ଆନୁଷ୍ଠାନିକ ଭାବେ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ସେ ଏକ ଦଶନ୍ଧିରୁ ଅଧିକ ସମୟ ଧରି ଟିମ୍ ଇଣ୍ଡିଆର ସଦସ୍ୟ ରହିଥିଲେ। ସେ ୮୫ଟି ଟେଷ୍ଟ, ୯୦ଟି ଦିନିକିଆ ଏବଂ ୨୦ଟି ଟି-୨୦ ମ୍ୟାଚ୍ରେ ଭାରତର ପ୍ରତିନିଧିତ୍ୱ କରି ୮,୦୦୦ରୁ ଅଧିକ ଅନ୍ତର୍ଜାତୀୟ!-->…
Read More...
Read More...