ପ୍ରିୟଙ୍କାଙ୍କ ଆଉ ଏକ ବଡ ଘୋଷଣା, ୟୁପିରେ ସରକାର ଗଠନ ହେଲେ ଲୋକଙ୍କୁ ମିଳିବ ମାଗଣା ଚିକିତ୍ସା
ସୋମବାର କଂଗ୍ରେସ ଆଉ ଏକ ପ୍ରତିଶ୍ରୁତି ଘୋଷଣା କରିଛି । କଂଗ୍ରେସର ଜାତୀୟ ସାଧାରଣ ସମ୍ପାଦକ ତଥା ୟୁପି ଦାୟିତ୍ୱରେ ଥିବା ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ଯେ ଉତ୍ତରପ୍ରଦେଶରେ ଯଦି ତାଙ୍କ ଦଳ ସରକାର ଗଠନ କରେ ତେବେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ସରକାରୀ ଚିକିତ୍ସା ଲୋକଙ୍କୁ ଦିଆଯିବ ।!-->…
Read More...
Read More...