ଦିନ ଦ୍ୱିପ୍ରହରରେ ଯୁବକଙ୍କ ଗଳାକାଟି ଲୁଟିନେଲେ ସୁନା ଚେନ

ପୁରୀ : ବ୍ରହ୍ମଗିରି ଅଞ୍ଚଳରେ ଲୁଟେରାଙ୍କ ଆତଙ୍କରାଜ । ବ୍ରହ୍ମଗିରି ବ୍ଲକ କାଠୁଆରେଡି ଛକଠାରେ କିଛି ଦୁର୍ବୃତ୍ତ ଜଣେ ବ୍ୟକ୍ତିଙ୍କଠାରୁ ଦିନ ଦ୍ୱିପ୍ରହରରେ ଚେନ୍‌ ଲୁଟି ତାଙ୍କ ଗଳା କାଟିଦେଇଥିବା ଦେଖିବାକୁ ମିଳିଛି । ଆହତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ବ୍ରହ୍ମଗିରି ଥାନା କାଠୁଆରେଡି
Read More...

୧୨ ତମ ମା ମାହେଶ୍ୱରୀ ଜିଲ୍ଲାସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ: ସମ୍ବଲପୁର ଚମ୍ପିୟାନ

ବୌଦ୍ଧ/ଜହ୍ନ ।ପଙ୍କ,୧୦/୧୧: ବୌଦ୍ଧବ୍ଳକ ଖୁଂଟବନ୍ଧ ପଞ୍ଚାୟତ ଅନ୍ତର୍ଗତ ବୁରକଟା ଗଦବସା ପଡ଼ିଆରେ ସୋମବାର ଠାରୁ ଚାଲିଥିବା ୧୨ ତମ ମା ମାହେଶ୍ୱରୀ ଜିଲ୍ଲାସ୍ତରୀୟ କ୍ରିକେଟ ପ୍ରତିଯୋଗିତାର ଆଜି ଫାଇନାଲ ଖେଳସହ ଉଦଯାପିତ ହୋଇଯାଇଛି । ଫୁଲବାଣୀ ଓ ସମ୍ବଲପୁର ମଧ୍ୟରେ ତିନି ଫର୍ମାଟରେ ଫାଇନାଲ
Read More...

ବାଲିଗୁଡ଼ାରେ ୭୦ତମ ଜିଲ୍ଲାସ୍ତରୀୟ ଗୋ ସମ୍ବର୍ଦ୍ଧନା ଉତ୍ସବ ପାଳିତ

ବାଲିଗୁଡ଼ା,୧୦/୧୧: ଗୋ ସମ୍ବର୍ଦ୍ଧନା ସପ୍ତାହ ପାଳନ ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ପ୍ରାଣୀ ଚିକିତ୍ସାଳୟ ପରିସରରେ ୭୦ତମ ଜିଲ୍ଲାସ୍ତରୀୟ ଗୋ ସମ୍ବର୍ଦ୍ଧନା ଉତ୍ସବ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଆକାଂକ୍ଷା ପ୍ରଧାନ ମୁଖ୍ୟଅତିଥି ଭାବେ
Read More...

ପୁରୀ: ବୋମାମାଡ଼ ଘଟଣାରେ ୧୦ ଜଣ ଗିରଫ

ପୁରୀ,୧୦/୧୧- ବ୍ରହ୍ମଗିରି ଥାନା ନାଥପୁର ଭୋଇସାହିରେ ଘଟିଥିବା ଗୋଷ୍ଠୀସଂଘର୍ଷ ଓ ବୋମାମାଡ଼ ଘଟଣାରେ ୧୦ ଜଣକୁ ଗିରଫ କରିଛି ପୁରୀ ପୋଲିସ । ଘଟଣାର ତଦନ୍ତ ଜାରିରହିଛି । ଯେଉଁମାନେ ଦୋଷୀ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାଲାଗି ସୂଚନା ଦେଇଛନ୍ତି ପୁରୀ ଏସ୍‌ପି କେ ବିଶାଲ
Read More...

ଏହି ତାରିଖରୁ ଖୋଲିବ ଷଷ୍ଠ ଓ ସପ୍ତମ ଶ୍ରେଣୀ

ଭୁବନେଶ୍ୱର : ରାଜ୍ୟରେ ଆସନ୍ତା ୧୫ରୁ ଷଷ୍ଠ ଓ ସପ୍ତମ ଶ୍ରେଣୀ କ୍ଲାସ୍‌ରୁମ ଶିକ୍ଷା ଦାନ ଆରମ୍ଭ ହେବ । ଏ ନେଇ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ ସୂଚନା ଦେଇଛନ୍ତି । କୋଭିଡ ଗାଇଡଲାଇନ ଅନୁଯାୟୀ ପାଠପଢା ହେବ ବୋଲି ସେ କହିଛନ୍ତି । କୋଭିଡ କଟକଣା ଯୋଗୁଁ କ୍ଲାସରୁମ ଶିକ୍ଷାଦାନ
Read More...

ସାଂସଦମାନଙ୍କ ପାଇଁ ଖୁସି ଖବର,ଖୋଲିଲା ସାଂସଦ ପାଣ୍ଠି; ଏବର୍ଷ ୨ କୋଟି

ଭୁବନେଶ୍ୱର : ସାଂସଦମାନଙ୍କ ପାଇଁ ଖୁସି ଖବର । କରୋନା ପାଇଁ ସାଂସଦ ପାଣ୍ଠି ବନ୍ଦ ହୋଇଯାଇଥିଲା । ଫଳରେ ସାଂସଦମାନେ ବିଭିନ୍ନ ପ୍ରକଳ୍ପ ପାଇଁ ଅର୍ଥ ମଞ୍ଜୁର କରିପାରୁନଥିଲେ । କିନ୍ତୁ ଆଜି କେନ୍ଦ୍ର କ୍ୟାବିନେଟ ସାଂସଦ ପାଣ୍ଠି ପାଇଁ ମଂଜୁରୀ ପ୍ରଦାନ କରିଛନ୍ତି
Read More...

ଟି-୨୦ ମାନ୍ୟତା : ଉଠିଲେ ରାହୁଲ, ଖସିଲେ ବିରାଟ

ଦୁବାଇ : ଟି-୨୦ ବିଶ୍ୱକପ୍‌ର ସୁପର ୧୨ ରାଉଣ୍ଡ ଶେଷ ହେବା ଏବଂ ପ୍ରଥମ ସେମିଫାଇନାଲ ଆରମ୍ଭ ହେବା ପୂର୍ବରୁ ଆଇସିସି ଟି -୨୦ ମାନ୍ୟତା ପ୍ରକାଶ କରିଛି । ଏଥିରେ ଭାରତୀୟ ଅଧିନାୟକ ବିରାଟ କୋହଲି ୪ ଟି ସ୍ଥାନ ତଳକୁ ଖସିଥିବା ବେଳେ କେଏଲ ରାହୁଲ ନିଜର ଚମତ୍କାର ବ୍ୟାଟିଂ ହେତୁ ତିନୋଟି ସ୍ଥାନ
Read More...

ଏକାକି ନିର୍ବାଚନ ଲଢ଼ିବ ବିଏସପି

ଲକ୍ଷ୍ନୌ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଥିବା ବେଳେ ବିଏସପି (ବହୁଜନ ସମାଜ ପାର୍ଟି) ସୁପି୍ରମୋ ମାୟାବତୀ ଏକ ବଡ଼ ଘୋଷଣା କରିଛନ୍ତି । ଆଗାମୀ ନିର୍ବାଚନ ପାଇଁ ବିଏସପି ଅନ୍ୟ କୌଣସି ଦଳ ସହ ମେଣ୍ଟ କରିବନି । ଏହା ଏକାକି ନିର୍ବାଚନ ଲଢ଼ିବ ବୋଲି ମାୟାବତୀ କହିଛନ୍ତି । ବିଏସପି ମୁଖ୍ୟ
Read More...

ରାସ୍ତା ନିର୍ମାଣ କରାନଗଲେ ପ୍ରାହେଡିପଙ୍କା ଗ୍ରାମବାସୀଙ୍କ ଭୋଟ ବର୍ଜନ ଚେତାବନୀ

ଦାରିଙ୍ଗବାଡ଼ି:ବାରମ୍ବାର ଅଭିଯୋଗ ସତ୍ତେ୍ୱ ଗାଁକୁ ଆଜି ପର୍ଯ୍ୟନ୍ତ ରାସ୍ତା ହୋଇପାରିନାହିଁ ତେଣୁ ଗାଁକୁ ରାସ୍ତା ନିର୍ମାଣ କରିବା ଦାବି ନେଇ ଦାରିଙ୍ଗବାଡ଼ି ବ୍ଲକ ଦାସିଙ୍ଗବାଡ଼ି ପଞ୍ଚାୟତ ପ୍ରାହେଡିପଙ୍କା ଗ୍ରାମବାସୀ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ଦାରିଙ୍ଗବାଡ଼ି ବିଡିଓ ଗଦାଧର
Read More...

ଗଜପତି ଜିଲ୍ଲାରେ ଗଡିଲା ଭୋଟର ସଚେତନ ରଥ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାରେ ଗଡିଲା ଭୋଟର ସଚେତନ ରଥ । ଏହି ଅବସରରେ ଗଜପତି ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ସବୁଜ ପତାକା ଦେଖାଇ ରଥକୁ ଶୁଭାରମ୍ଭ କରିବା ପରେ ରଥଟି ଗଡିଥିଲା । ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଗଜପତି ଉପଜିଲ୍ଲାପାଳ ଦିଲ୍ଲୀପ କୁମାର ମହାରଣା, ଅତିରିକ୍ତ
Read More...