ବିଧାୟକଙ୍କ ଦ୍ୱାରା ସହିଦ ବିଭୁଧେନ୍ଦ୍ର ବିଶ୍ୱାଳ ମାର୍ଗ ଉନ୍ମୋଚିତ
ଜହ୍ନାପଙ୍କ : ସହୀଦ ସପ୍ତାହ ଅବସରରେ ଆଜି ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜହ୍ନାପଙ୍କ-ଖମାରିପଡା ପୂର୍ତ୍ତ ବିଭାଗ ରାସ୍ତାରୁ ପୂର୍ଣ୍ଣଚନ୍ଦ୍ର ହାଇସ୍କୁଲ ଛକରୁ ପଦ୍ମନପୁର ଗ୍ରାମକୁ ଯାଇଥିବା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ରାସ୍ତାକୁ ୨୦୦୮ ମସିହାରେ ସ୍ୱାମୀ!-->…
Read More...
Read More...