କରୋନା ଶୂନ୍ୟ ବୌଦ୍ଧଜିଲ୍ଲାରେ ଆଜି ୧୭ ପଜିଟିଭ ଚିହ୍ନଟ
ବୌଦ୍ଧ,୨୦/୧୦- ବୌଦ୍ଧଜିଲ୍ଲା କରୋନା ଶୂନ୍ୟ ହୋଇ ରାଜ୍ୟରେ ରେକର୍ଡ ସୃଷ୍ଟି କରିଥିଲା । କିନ୍ତୁ ଏହି ଖୁସି ଖବର ବେଶୀଦିନ ରହିପାରିନଥିଲା । ଗତ ସପ୍ତାହରେ ଗୋଟିଏ ପଜିଟିଭ କେଶ୍ ଚିହ୍ନଟ ହେବାପରେ ଗତକାଲି ୭ଜଣ ପଜିଟିଭ ଚିହ୍ନଟ ହୋଇଥିଲେ । ଆଜି ବୌଦ୍ଧରୁ ୧୮ ଜଣ ପଜିଟିଭି ଚିହ୍ନଟ ହୋଇଛନ୍ତି!-->…
Read More...
Read More...