ଷ୍ଟାଡିୟମ ଖୋଳୁଖୋଳୁ ବାହାରିଲା ମୃତଦେହ, ମମିତାଙ୍କ ନା ଆଉ କାହାର ସ୍ପଷ୍ଟ ହୋଇନି
ବଲାଙ୍ଗୀର: କଳାହାଣ୍ଡି ମହାଲିଙ୍ଗ ହାଇସ୍କୁଲ ଷ୍ଟାଡିୟମ୍ରୁ ଆଜି ସକାଳେ ଖୋଳାଖୋଳି ଆରମ୍ଭ ହୋଇଥିବା ବେଳେ ମାତ୍ର ୩ ଘଣ୍ଟା ପରେ ଉଦ୍ଧାର ହେଲା ଏକ ଦଗ୍ଧ ମୃତଦେହ। ମୃତଦେହଟି ନଷ୍ଟ ହୋଇଯାଇଥିବା ବେଳେ ଏହା କାହାର ତାହା ସ୍ପଷ୍ଟ ହୋଇପାରି ନାହିଁ। କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନ୍ସାଇନ!-->…
Read More...
Read More...