ଆସିଲା ଶାସ୍ତ୍ରୀଙ୍କ ଆର୍ଟି-ପିସିଆର୍ ଟେଷ୍ଟ ରିପୋର୍ଟ
ନୂଆଦିଲ୍ଲୀ : ଗତକାଲି କରୋନା ପିଜିଟିଭ ଚିହ୍ନଟ ହୋଇଥିବା ଭାରତୀୟ ମୁଖ୍ୟ କୋଚ୍ ରବି ଶାସ୍ତ୍ରୀଙ୍କ ଆରଟି-ପିସିଆର ରିପୋର୍ଟ ଆଜି ଆସିଛି । ରିପୋର୍ଟରେ ସେ କରୋନା ପିଜିଟିଭ ହୋଇଥିବା ଦର୍ଶାଯାଇଛି । ଏଥି ସହିତ ଶାସ୍ତ୍ରୀ ଆଗାମୀ ୧୦ ଦିନ କ୍ୱାରେଣ୍ଟାଇନରେ ରହିବେ ବୋଲି ଜଣାପଡିଛି । ଫଳରେ!-->…
Read More...
Read More...