ନୀଳଗିରି ବିଧାୟକ ସୁକାନ୍ତ ନାୟକ ଅସୁସ୍ଥ

ନୀଳଗିରି : ନୀଳଗିରି ବିଧାୟକ ଇଂ ସୁକାନ୍ତ ନାୟକ ଅସୁସ୍ଥ ହୋଇଛନ୍ତି । ଅସୁସ୍ଥ ଅବସ୍ଥାରେ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।ଖବର ଅନୁଯାୟୀ, ରବିବାର ଦିନ ସକାଳ ସମୟରେ ପୁନଦାଳ ଗାଁରେ ଥିବା ତାଙ୍କ ବାସଭବନରେ ଥିବା ବେଳେ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ। ତୁରନ୍ତ ତାଙ୍କୁ
Read More...

ଭାବିନାଙ୍କୁ ୩ କୋଟି, ପୁରସ୍କାର ରାଶି ଘୋଷଣା କଲେ ଏହି ରାଜ୍ୟ ସରକାର

ଟୋକିଓ: ଟୋକିଓରେ ଚାଲିଥିବା ପାରାଲିମ୍ପିକ୍ସରେ ରବିବାର ରୌପ୍ୟ ପଦକ ଜିତି ଇତିହାସ ରଚିଥିବା ଗୁଜୁରାଟୀ ଝିଅ ଭାବିନା ପଟେଲଙ୍କ ପାଇଁ ପୁରସ୍କାର ଘୋଷଣା କରିଛନ୍ତି ଗୁଜୁରାଟ ରାଜ୍ୟ ସରକାର । ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଏ ସଂପର୍କରେ ଆଜି ଘୋଷଣା କରିଛନ୍ତି । ପାରାଲିମ୍ପିକ୍ସରେ ପଦକ
Read More...

କମ୍ୟୁନିଷ୍ଟ ନେତା ଗୋକୁଳାନନ୍ଦଙ୍କ ପରଲୋକ

ଚଣ୍ଡିଖୋଲ : ବଡ଼ଚଣା ଅଞ୍ଚଳର ଜଣାଶୁଣା ବର୍ଷିଆନ କମ୍ୟୁନିଷ୍ଟ ନେତା ଗୋକୁଳାନନ୍ଦ ଜେନାଙ୍କର ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୨ବର୍ଷ ବୟସ ହୋଇଥିଲା । ସେ ପୂର୍ବରୁ ବଡ଼ଚଣାର ପୂର୍ବତନ ବିଧାୟକ ଦୁଃଶାସନ ଜେନାକୁ ରାଜନୈତିକ ଗୁରୁ ଭାବେ ଗ୍ରହଣ କରି ରାଜନୀତି ଆରମ୍ଭ କରିଥିଲେ । ସେ
Read More...

କ୍ଷମତାକୁ ନେଇ ତାଲିବାନରେ ଗୋଷ୍ଠୀ କନ୍ଦଳ

ନୂଆଦିଲ୍ଲୀ : କାବୁଲ ଦଖଲ ପରେ ଆଫଗାନିସ୍ତାନ ଉପରେ ରାଜ୍ କିଏ କରିବ, ଏହାକୁ ନେଇ ତାଲିବାନରେ ଆଭ୍ୟନ୍ତରୀଣ ସଂଘର୍ଷ ଜାରି ରହିଛି । ଆଫଗାନିସ୍ତାନ କ୍ଷମତାରେ କାହାର ନିୟନ୍ତ୍ରଣ ରହିବ । ଏହାକୁ ନେଇ ଏବେ ବଡ ପ୍ରଶ୍ନ । ଅପରପକ୍ଷେ ରକ୍ତରେ ଜୁଡୁବୁଡୁ ଓ ଯୁଦ୍ଧଗ୍ରସ୍ତ ଆଫଗାନିସ୍ତାନର
Read More...

ରାଜସ୍ୱ ଆୟୁକ୍ତ ଓ ଜିଲ୍ଲାପାଳଙ୍କ ମାହାଙ୍ଗା ଗ୍ରସ୍ତ

ମାହାଙ୍ଗା: ଆରଡିସି ଅନିଲ ସାମଲ ଏବଂ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି ମାହାଙ୍ଗା ବ୍ଲକର ବିଭିନ୍ନ ସ୍ଥାନରେ ପହଂଚି ଥିଲେ। ସେମାନେ ଭଦ୍ରେଶ୍ୱର ସରକାରୀ ମେଡିକାଲ, ବୀରଭଦ୍ରେଶ୍ୱର ମନ୍ଦିର ବୁଲି ଦେଖିବା ସହ ଝଡେଶ୍ୱରପୁର ଏବଂ ଭଗବତୀ ବିଦ୍ୟାପୀଠରେ ପହଂଚି ୫ ଟି କାର୍ଯ୍ୟର ସମୀକ୍ଷା କରିଥିଲେ
Read More...

ବଲିଉଡ ଅଭିନେତା ଅରମାନ କୋହଲି ଗିରଫ

ମୁମ୍ବାଇ: ବଲିଉଡ ଅଭିନେତା ଅରମାନ କୋହଲିଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଗିରିଫ କରିଛି । ତାଙ୍କ ମୁମ୍ବାଇ ଘରୁ ଡ୍ରଗ୍ସ ଜବତ କରିବା ତାଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ଏହାପୂର୍ବରୁ ଶନିବାର ଦିନ ତାଙ୍କ ଘରେ ଏନସିବି ଚଢାଉ କରି ଅଭିନେତାଙ୍କୁ ପଚରାଉଚରା ପାଇଁ ଅଟକ
Read More...

କିଟ୍‍ ଓ କିସ୍‍ ପକ୍ଷରୁ ଅଲିମ୍ପିଆନ୍‍ଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା : ଏକ ଲକ୍ଷ ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି…

ଭୁବନେଶ୍ୱର : କିଟ୍‍ ଓ କିସ୍‍ ପକ୍ଷରୁ ଏହାର ୩ ଛାତ୍ରଛାତ୍ରୀ ତଥା ଅଲିମ୍ପିଆନ୍‍ଙ୍କୁ ଶନିବାର କିଟ୍‍ ପରିସରରେ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଦିଆଯାଇଛି । ନିକଟରେ ଟୋକିଓ ଅଲିମ୍ପିକ୍‍ସରେ ଅଂଶଗ୍ରହଣ କରି ସେମାନେ ଦେଶ ତଥା ରାଜ୍ୟକୁ ଗୌରବାନ୍ୱିତ କରିଥିଲେ । ଆଜି କିଟ୍‍ ପରିସରରେ ଅନୁଷ୍ଠିତ ଏକ
Read More...

ଆର୍‌ଆଇ ପରୀକ୍ଷା ଦେବାରୁ ଶତାଧିକ ପରୀକ୍ଷାର୍ଥୀ ବଞ୍ଚିତ

ଭୁବନେଶ୍ୱର: ରାଜ୍ୟରେ ଅନୁଷ୍ଠିତ ହେଉଥିବା ଆରଆଇ ପରୀକ୍ଷାରେ ବ୍ୟାପକ ଅନିୟମିତତା ଦେଖିବାକୁ ମିଳିଛି । ଓଏସଏସଏସସି ପକ୍ଷରୁ ଏହି ପରୀକ୍ଷା ଆୟୋଜିତ ହେଉଥିବା ବେଳେ ଶତାଧିକ ପରୀକ୍ଷାର୍ଥୀ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଆଡମିଟ କାର୍ଡରେ ଯେଉଁ ପରୀକ୍ଷା ସେଣ୍ଟର ଲେଖାଯାଇଛି ସେଠାରେ
Read More...

ଭିଜିଲାନ୍ସ ହାତରେ ବିଜେପୁର ବିଡିଓ

ଭୁବନେଶ୍ୱର : ଭିଜିଲାନ୍ସ ହାତରେ ଧରାପଡିଛନ୍ତି ବିଜେପୁର ବିଡିଓ । ଭଡା ଗାଡିରେ ଟଙ୍କା ନେଇ ଯାଉଥିବା ବେଳେ ବିନିକା ବ୍ରିଜ ନିକଟରେ ଭିଜିଲାନ୍ସର ଏକ ସ୍ୱତନ୍ତ୍ର ଟିମ ବିଡିଓ ପଦ୍ମନାଭ ସାମନ୍ତଙ୍କୁ ଧରିଛନ୍ତି । ଗାଡିରେ ୩ ଲକ୍ଷ ୫୧ ହଜାର ୩ଶହ ଟଙ୍କା ନେଇ ବିଡିଓ ଯାଉଥିଲେ । ଏହାର କୌଣସି
Read More...

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅବ୍ୟବସ୍ଥା

ଦଶପଲ୍ଲା : ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି ନୟାଗଡ଼ ଡ଼ାକ୍ତରଖାନା । ରୋଗୀ ମାନଙ୍କ ସୁବିଧା ନିମନ୍ତେ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ପରିଚାଳନାର ଅଭାବ ଲାଗି ରୋଗୀ ମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।ଠିକ୍‌ ରେ ପାଣି ନ ମିଳିବାରୁ ରୋଗୀମାନେ ଡାୟାଲିସିସି୍‌
Read More...