ଗଞ୍ଜାମ ଦମ୍ପତ୍ତିଙ୍କ ଗଜପତି ଜିଲ୍ଲାରୁ ପୋଷ୍ୟ ସନ୍ତାନ ଗ୍ରହଣ

ଗଜପତି,୨୮/୮- ଆଜି ଗଜପତି ଜିଲ୍ଲାର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ୨୨ ତମ ଶିଶୁକୁ ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା ପୋଷ୍ୟ ସନ୍ତାନ ଭାବେ ଗଞ୍ଜାମ ଜିଲ୍ଲାର ଗୋଟିଏ ଦମ୍ଫତ୍ତିଙ୍କୁ ହସ୍ତାନ୍ତର କରିଛନ୍ତି । ଏହି ଲକ ଡାଉନ ଏବଂ ସଟ ଡାଉନ ସମୟରେ ଜିଲ୍ଲାର ବିଭିନ୍ନ ଜାଗାରୁ
Read More...

ତେନ୍ତୁଳି ଗଛ ପଡ଼ି ୩ଘର ଭାଙ୍ଗିଲା, ଅଳ୍ପକେ ବର୍ତ୍ତିଲେ ୩ ପରିବାରର ୧୨ସଦସ୍ୟ

ଦାରିଙ୍ଗବାଡି,୨୮/୮: ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ କୁମ୍ଭାରୀ ଗାଁ ଉପରସାହିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ବିଳମ୍ବିତ ରାତିରେ କୁମ୍ଭାରୀ ଗାଁ ଗ୍ରାମର ଉପରସାହିରେ ହଠାତ୍‌ ପ୍ରବଳ ପବନ ହେବା ଯୋଗୁଁ ଏକ ତେନ୍ତୁଳି ଗଛ ଭାଙ୍ଗିଯାଇ ଗ୍ରାମର କୁମ୍ବେ ବିଷୋୟୀ
Read More...

ଆଶୀର୍ବାଦ ଯୋଜନାରେ ହିତାଧିକାରୀ ପିଲାମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ

ପୁରୀ,୨୮/୮- ରାଜ୍ୟ ସରକାରଙ୍କ ଘୋଷଣା ଅନୁଯାୟୀ ଆଜି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଆଶୀର୍ବାଦ ଯୋଜନାରେ ଆର୍ଥିକ ସହାୟତା ପ୍ରଦାନ କାର୍ଯ୍ୟକ୍ରମ ସଦଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ମାନ୍ୟବର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଭିଡିଓ
Read More...

ବୌଦ୍ଧଜିଲ୍ଲାରେ ସ୍ୱାଧିନତାର ଅମୃତ ମହୋତ୍ସବ: ପ୍ରତ୍ୟେକ ଦିନ ୩୦ମିନିଟ ଶାରିରୀକ ବ୍ୟାୟାମ ପାଇଁ ସଂକଳ୍ପ ପାଠ

ବୌଦ୍ଧ,୨୮/୮: ବୌଦ୍ଧଜିଲ୍ଲା ନେହେରୁ ଯୁବକେନ୍ଦ୍ର ପକ୍ଷରୁ କଚେରୀ ଖେଳପଡଆ ଠାରେ ଅମୃତ ମହୋତ୍ସବ ଅବସରରେ ଫିଟ ଇଣ୍ଡିଆ ଫ୍ରିଡମ୍‌ ରନ୍‌ ୨.୦ ଉଦ୍‌ଘାଟନ ହୋଇଯାଇଛି । ଉଦ୍‌ଘାଟକ ଭାବେ ଭାରପ୍ରାପ୍ତ ଅତିରିକ୍ତ ଜିଲ୍ଲାପାଳ ଅଶ୍ୱିନୀ କୁମାର ମେହେର ଯୋଗଦାନ କରି ସଚେତନତାର ବାର୍ତ୍ତା ପ୍ରତ୍ୟେକ
Read More...

ବ୍ରାହ୍ମଣୀଗାଁ ଷ୍ଟେଟବ୍ୟାଙ୍କର ଅବ୍ୟବସ୍ଥା, ବ୍ୟାଙ୍କରେ ତାଲା ପକାଇଲେ ଅଂଚଳବାସୀ

ଦାରିଙ୍ଗବାଡି,୨୭/୮ : ଗ୍ରାହକଙ୍କୁ ଦୁର୍ବ୍ୟବହାର ଓ ସଠିକ ସେବା ନଯୋଗାଇବା ପଡିଲା ମହଙ୍ଗା । ବାରମ୍ବାର ଅଭିଯୋଗ ପରେ ବି ଷ୍ଟେଟ ବ୍ୟାଙ୍କ କର୍ମଚାରୀ ନିଜର ଭୁଲ ସୁଧାରୁ ନଥିବା ଯୋଗୁଁ ଶେଷରେ ଗ୍ରାହକମାନେ ଉତକ୍ଷିପ୍ତ ହୋଇ ବ୍ୟାଙ୍କରେ ତାଲା ପକାଇଥିଲେ । ବ୍ରାହ୍ମଣୀଗାଁ ଷ୍ଟେଟ ବ୍ୟାଙ୍କରେ
Read More...

କୋଣାର୍କ ଚନ୍ଦ୍ରଭଗାର ଗଭୀର ସମୁଦ୍ର ଗର୍ଭରେ ଓଲଟିଲା ମତ୍ସ୍ୟଜୀବୀଙ୍କ ଡ଼ଙ୍ଗା, ୪ ଉଦ୍ଧାର ୧ ନିଖୋଜ

ପୁରୀ,୨୭/୮- କୋଣାର୍କ ଚନ୍ଦ୍ରଭଗାର ଗଭୀର ସମୁଦ୍ରକୁ ମାଛ ଧରିବାକୁ ଯିବା ସମୟରେ ଘଟିଲା ଅଘଟଣ । ଆଜି ଭୋରରୁ ଗଭୀର ସମୁଦ୍ର ଗର୍ଭକୁ ମାଛ ଧରିବାକୁ ଯିବା ସମୟରେ ଓଲଟିଲା ମାଛ ଧରା ଡ଼ଙ୍ଗା ।ଚନ୍ଦ୍ରଭଗା ତେଲୁଗୁ ବସ୍ତି ର ୫ ମତ୍ସ୍ୟଜୀବୀ ଏକ ଡ଼ଙ୍ଗାରେ ଗଭୀର ସମୁଦ୍ର ଭିତରକୁ ମାଛ ଧରିବାକୁ
Read More...

କାମ କରୁଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକ ମୃତ

ଗଞ୍ଜାମ,୨୭/୮ : ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ କୁମ୍ଭାରଗାଁ ପଂଚାୟତର ବେଗୁନିଆଡିହ ଗ୍ରାମରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣଙ୍କ ହେଲେ ମୁନା ନାୟକ(୨୫) । ତାଙ୍କ ଘର ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ କଦଳୀ ବସନ୍ତଗ୍ରାମରେ । ମୁନା ବେଗୁନିଆପଡା ବ୍ଲକ
Read More...

ସ୍ମାର୍ଟ ସ୍କୁଲ କାର୍ଯ୍ୟ ଅନୁଧ୍ୟାନ କଲେ ଜିଲ୍ଲାପାଳ

ଦାରିଙ୍ଗବାଡି,୨୭/୮ : ଦାରିଙ୍ଗବାଡି ବ୍ଲକ ଗସ୍ତରେ କନ୍ଧମାଳ ଜିଲ୍ଲାପାଳ ଡଃ ବୃନ୍ଦା ଡି ଆସି ସିମନବାଡି ସରକାରୀ ଉଚ୍ଚ ବିଦ୍ୟାଳୟ ଓ ବୁଡାଗୁଡ଼ା ହାଇସ୍କୁଲର ସ୍ମାର୍ଟସ୍କୁଲ କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି । ଜିଲ୍ଲାପାଳ ପ୍ରଥମେ ବୁଡାଗୁଡା ହାଇସ୍କୁଲଯାଇ କାର୍ଯ୍ୟର ଅନୁଧ୍ୟାନ କରିଥିଲେ ।
Read More...

ସମ୍ବଲପୁର ଦୂରଦର୍ଶନ କେନ୍ଦ୍ରକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରାଯାଉ: ବିଜୁ ଛାତ୍ର ଜନତା ଦଳ

ସମ୍ବଲପୁର, ୨୭/୮- ଏଠାରେ ପ୍ରତିଷ୍ଠିତ ରାଜ୍ୟର ପ୍ରଥମ ଓ ଦେଶର ଅଷ୍ଟମ ଦୂରଦର୍ଶନ କେନ୍ଦ୍ର ଉଠାଇ ନେବାପାଇଁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ବିରୁଦ୍ଧରେ ଆଜି ବିଜୁ ଛାତ୍ର ଜନତା ଦଳ ରଣହୁଙ୍କାର ଦେଇଛି । ଏବିଷୟରେ ତାଙ୍କର ସଭାପତି ଡ଼: ସିଦ୍ଧାନ୍ତ ମହାନ୍ତି ଙ୍କ କହିବା ଅନୁସାରେ ଦଳୀୟ
Read More...

ଓଡିଶା କର୍ମଜୀବୀ ସାମ୍ବାଦିକ ସଂଘ ବୌଦ୍ଧଜିଲ୍ଲା ଶାଖାର ବାର୍ଷିକ ଉତ୍ସବ

ବୌଦ୍ଧ,୨୭/୮- ଓଡିଶା କର୍ମଜୀବୀ ସାମ୍ବାଦିକ ସଂଘ ବୌଦ୍ଧ ଜିଲ୍ଲା ଶାଖାର ବାର୍ଷିକ ଉତ୍ସବ ଆଜି ସ୍ଥାନୀୟ ଟାଉନହଲ ଠାରେ ଅନୁଷ୍ଠିତ ହୋଇ ଯାଇଛି । ରାଜ୍ୟ ଉପ ସଭାପତି ଆଶୁତୋଷ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ମୁଖ୍ୟତିଥି ଭାବେ ଯୋଗଦେଇ ଗଣତନ୍ତ୍ରରେ
Read More...